ନମସ୍କାର ଦର୍ଶକ ବନ୍ଧୁ ବର୍ତ୍ତମାନ ଆସିଲା ବଡ ଖବର ପାଣିପାଗ କୁ ନେଇ ବଡ଼ ସୂଚନା | ତେବେ 18 ତାରିଖ ରେ ବୁଡିବ ସାରା ଓଡିଶା ପ୍ରବଳ ବର୍ଷାରେ, ପାଣିପିଗ ବିଭାଗ ର ସୂଚନା ସତର୍କ ରୁହ ଆସୁଛି ଆଉ ଏକ ଲଘୁଚାପ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ | ପାଣିପାଗ ବିଭାଗ ର ସୂଚନା ଅନୁସାରେ କେଉଁ ସବୁ ଜିଲ୍ଲା କୁ ସର୍ତକ ସୂଚନା ଦିଆଯାଇଛି ଏବଂ କଣ ରହିଛି ସମ୍ପୂର୍ଣ ତଥ୍ୟ |
ତେବେ କିଛି ଦିନ ପରେ ପୁଣି ଭିଜିବ ସାରା ଓଡିଶା ପୁଣି ଥରେ ପାଣିଘେର ରେ ସାରା ରାଜ୍ୟ ଉବୁଟୁବୁ ହେବାକୁ ଯାଉଛି କାରଣ ଆସନ୍ତା 18 ତାରିଖ ରୁ ଓଡିଶା କୁ ଆଉ ଏକ ବଡ ବର୍ଷା ହେବାର ସମ୍ଭାବନା ରହିଛି | ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି | ରାତିର ଲଘୁଚାପ ଯୋଗୁ ଆସନ୍ତା 18 ତାରିଖ ରୁ ପ୍ରବଳ ବର୍ଷା ହେବାକୁ ନେଇ ସୂଚନା ଦିଆ ଯାଇଛି |
ତେବେ ପଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର ପୂର୍ବ ତଥା ପୂର୍ବ କେନ୍ଦ୍ରିଅ ବଙ୍ଗପସାଗର ରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି ତେଣୁ ଏହା ପ୍ରଭାବ ରେ ଆସନ୍ତା 18 ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ବୋଲି ପାଣିପିଗ ବିଭାଗ ସୂଚନା ଜାରି କରିଛି | ତେବେ ଆସନ୍ତା 4ଦିନ ମଧ୍ୟରେ ଉତର ବଙ୍ଗୋପ ସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି |
ଏନେଇ ଭୁବେନେଶ୍ଵର ସ୍ତିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଓଡିଶା ବାସୀଙ୍କୁ ସତର୍କ ସୂଚନା ଜାରି ହୋଇଛି | ତେବେ ରାଜ୍ୟରେ ପୁଣି ହେବ ପ୍ରବଳ ବର୍ଷା ଆଜି ପ୍ରବଳ ବର୍ଷା ନେଇ 13ଜିଲ୍ଲାକୁ yellow warning ଜାରିକରଯାଇଛି | ତେବେ ସେହି ସମସ୍ତ ଜିଲ୍ଲା ଗୁଡିକ ହେଉଛି ବାଲେଶ୍ଵର,ଭଦ୍ରକ,ଯାଜପୁର,କଟକ,ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଅନୁଗୁଳ, ଢେ଼ଙ୍କନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ ଓ କନ୍ଧମାଳ |