ମାତା ଲକ୍ଷ୍ମୀ ନିଜେ କହିଛନ୍ତି ଯେ Tulasi ମୂଳର ମାଟି ଦ୍ୱାରା ଲୋକେ ଏହି ଉପାୟ କଲେ ଵନିଯିବେ କୋଟିପତି ,ଥରେ ନିଶ୍ଚୟ କରି ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା ତୁଳସୀ ଗଛ ବିଷୟରେ ଗରୁଡ଼ ପୁରାଣ ,ସ୍କନ୍ଦ ପୁରାଣ ଏବଂ ପଦ୍ମ ପୁରାଣରେ ତୁଳସୀ ଗଛର ବିଶେଷତ୍ୱ ବିଷୟରେ କୁହାଯାଇଛି | ପ୍ରଚଳିତ ଗ୍ରନ୍ଥ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଯେଉଁ ଅମୃତ ପୃଥିବୀରେ ପଡ଼ିଥିଲା ସେଥିରୁ ତୁଳସୀର ଉତ୍ପଦୀ ହୋଇଥିଲା ବ୍ରହ୍ମ ଦେବତା ତାହାକୁ ଭଗବାନ ବିଷ୍ଣୁଙ୍କୁ ସମର୍ପଣ କଲେ |ତୁଳସୀ ସବୁ ହିନ୍ଦୁ ଲୋକମାନଙ୍କ ଘର ଆଗରେ ଥାଏ ତୁଳସୀକୁ ନେଇ ଏକ ଜବରଦସ୍ତ କାରବାର ଉପାୟରେ କୁହାଯାଇଛି ତୁଳସୀର ଏହି ଉପାୟ କରିବା ଦ୍ୱାରା ବଦଳିଯିବ ଆପଣଙ୍କ ଭାଗ୍ୟ |ଆପଣଙ୍କ ସବୁ ତନ୍ତ୍ର ମନ୍ତ ଭାଙ୍ଗି ପାରିବେ ତୁଳସୀ ମା |

ତୁଳସୀ ଦ୍ୱାରା ଆପଣଙ୍କ ବିବାହରେ ଆସୁଥିବା ସମସ୍ୟା ହେଉ ଗ୍ରହ ଦୋଷ ସବୁ ସମସ୍ୟାର ସମାଧାନ କରିଥାଏ ତୁଳସୀ ବରଂ ସନାତନ ଧର୍ମରେ ତୁଳସୀକୁ ମାଙ୍କ ଦର୍ଯ୍ୟା ଦିଆଯାଇଛି |ଆପଣ ସବୁଦିନ ସକାଳ ଉଠିବା ପରେ ଆପଣ ଆଇନରେ ମୁହଁ ନ ଦେଖି ତୁଳସୀକୁ ଦେଖନ୍ତୁ ସକାଳ ଏବଂ ସନ୍ଧ୍ୟାରେ ସବୁଦିନ ପୂଜା କଲେ ଆପଣଙ୍କ ସମସ୍ତ ପାପ ନଷ୍ଟ ହୋଇଯାଇଥାଏ |ତୁଳସୀ ଗଛ ଲାଗିଥିବା ମାଟିରେ ସମସ୍ତ ତୀର୍ଥର ବାସ ମନା ଯାଇଥାଏ ତୁଳସୀର ଜଳରେ ମା ଲକ୍ଷ୍ମୀଙ୍କ ବାସ ମନା ଯାଇଥାଏ |

ଆଉ ଏହାର ସମସ୍ତ ଭାଗରେ ଭଗବାନ କୃଷ୍ଣଙ୍କ ବାସ ମନା ଯାଇଥାଏ |ଭଗବାନ ବିଷ୍ଣୁ ,ରାମ ଏବଂ ଭଗବାନ ହନୁମାନଙ୍କୁ ବିନା ତୁଳସୀ ପତ୍ରରେ ଭୋଗ ଚଢା ଯାଇନଥାଏ ବିନା ତୁଳସୀର ଭୋଗ ଭଗବାନ ଶିକାର କରି ନଥାନ୍ତି |ବନ୍ଧୁଗଣ ଆସନ୍ତୁ ଆଜି ଆମେ ଜାଣିବା ତୁଳସୀ ଗଛର କିଛି ବିଶେଷ ଉପାୟ ବିଷୟରେ |କୁହାଯାଏ ଯଦି କୌଣସି ବ୍ୟକ୍ତି ଲଗାତାର ବର୍ଷେ ପର୍ଯ୍ୟନ୍ତ ତୁଳସୀ ଗଛର ଲଡ଼ୁ ,ମୋଦକ କିମ୍ବା ମିଠା ସହିତ ବଜରଙ୍ଗ ବାଲିଙ୍କୁ ଚଢାଇ ଥାଏ

ତେବେ ତାହାର ସବୁ ମନସ୍କାମନା ପୂରଣ ହୋଇଥାଏ |ତୁଳସୀ ମଞ୍ଜରୀ ଜୀବନରେ ଥିବା ସମସ୍ତ ସମସ୍ୟାକୁ ଦୂର କରି ଦେଇଥାଏ |କିଛି ଲୋକ କରଜ ବାଧାରେ ଚିନ୍ତାରେ ଥାଆନ୍ତି କିଛି ଲୋକଙ୍କ ବିବାହରେ ବାଧା ଆସିଥାଏ ଯେଉଁ ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଅଛି ତାକୁ କହିବେ ତୁଳସୀ ମଞ୍ଜରୀ ଝାଡ଼ିବା ପାଇଁ |

ବନ୍ଧୁଗଣ ଏହାର ଜଡ଼ରୁ ଅଳ୍ପ ମାଟି ତୁଳସୀ ଗଛର ସୁଖୀ ପଡ଼ିଥିବା ପତ୍ର ଏବଂ ମଞ୍ଜରୀ ଏହି ତିନୋଟି ଜିନିଷକୁ ସ୍ନାନ କରୁଥିବା ପାଣିରେ ପକାଇ ଯଦି ଆପଣ ଯଦି ଆପଣ ସ୍ନାନ କରୁଛନ୍ତି ତେବେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ |

Leave a Reply

Your email address will not be published. Required fields are marked *