ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସିର ଖବର ଯାହା ମଧ୍ୟ ଆପଣଙ୍କୁ ହେବାକୁ ଯାଉଛି ବେନିଫିଟ ଏନେଇ ସରକାରଙ୍କ ତରଫରୁ ଜାରି ହେଲା ଆଉ କିଛି ବଡ଼ ଘୋଷଣା ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା ଖରିପ ଧାନ କିଣିବା ପାଇଁ ଚାଷ ପଞ୍ଜିକରଣ ଆଦି ଅଗଷ୍ଟ 22 ତାରିକ ପର୍ଯ୍ୟନ୍ତ ବୃଦ୍ଧି ଖରିପ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ପଞ୍ଜିକରଣ ଅବଧି ଚଳିତ ଅଗଷ୍ଟ 22 ତାରିକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି |
ସେହିଭଳି ସମିତି ଗୁଡ଼ିକ ଦ୍ୱାରା ଫର୍ମ ଡିଜିଟ ଡାଇଜେସନ ପ୍ରକ୍ରିୟା ନେଇ ନିମନ୍ତେ ଅବଧିକୁ 28 ଅଗଷ୍ଟ 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି |ତେବେ ରାଜ୍ୟରେ ବଢ଼ିଲା ଖରିପ ଧାନ ପଞ୍ଜିକରଣ ସମୟ ଖରିପ ଧାନ ସଂଗ୍ରହ ନିମନ୍ତେ ପଞ୍ଜିକରଣ ଶେଷ ତାରିକ 22 ଅଗଷ୍ଟ 2023 ଫର୍ମ ଡେଜିନେସନ ପ୍ରକ୍ରିୟା ନିମନ୍ତେ ଶେଷ ତାରିକ 28 ଅଗଷ୍ଟ 2023 |
ତେବେ ରାଜ୍ୟ ସରକାର ଚାଷୀ ପଞ୍ଜିକରଣ ଅବଧିକୁ ବଢାଇବା ପାଇଁ ଅନେକ ଚାଷୀ ସଙ୍ଘଟନ ଦାବି କରିଥିଲେ ଏହା ସହ କିଷାନ କଂଗ୍ରେସ ପକ୍ଷରୁ ମଧ୍ୟ ସମାନ ଦାବି କରା ଯାଇଥିଲା |କିଷାନ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଦାବି ପତ୍ର ପ୍ରଦାନ କରା ଯାଇଥିଲା |
ଯାହା ଫଳରେ ଆଜି ଚାଷୀ ପଞ୍ଜିକରଣ ଅବଧିକୁ ବଢାଇବା ନେଇ ଘୋଷଣା କରା ଯାଇଛି |ତେବେ ଆପଣ ଯଦି ଏପର୍ଯ୍ୟନ୍ତ ଖରିପ ଧାନ ପାଇଁ ପଞ୍ଜିକରଣ କରାଇ ନାହାଁନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର 22 ଅଗଷ୍ଟ 2023 ପର୍ଯ୍ୟନ୍ତ ଶେଷ ତାରିକ ଯାହା ମଧ୍ୟ ପଞ୍ଜିକରଣ କରିପାରିବେ |