ବଡ଼ ଖବର ବୋହୁ ଦିନ ପରେ Varsha ଦେଲେ ଖୁସି ଖବର, ଶୁଣିକି ଆପଣ କହିବେ ତାହେଲେ କାହିଁକି ଏତେ ଦିନ ହେବ…

ନମସ୍କାର ଦର୍ଶକ ବନ୍ଧୁ ବହୁଦିନ ପରେ ବର୍ଷା ଖୁସିରେ ନାଚିଲେ ତେବେ କାହିଁକି ନାଚିଲେ ଆସନ୍ତୁ ଜାଣିବା | ବର୍ଷା ପ୍ରିୟଦର୍ଶିନୀ ବହୁଦିନ ହେଲାଣି ପାରିବାରିକ ବିବାଦରେ ଛନ୍ଦିହୋଇପଡିଛନ୍ତି | ପୂର୍ବରୁ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି ଏହାର କୌଣସି ପଦକ୍ଷପ ନିଆଯାଇନାହିଁ |

ଲୋକପ୍ରିୟ ନାୟକ ଅନୁଭବଙ୍କୁ ତାଙ୍କର ଦେବା ପାଇଁ ପାସ୍ତୁତ ହେଲେଣି ବର୍ଷା ଉଭୟଙ୍କ ବାସ୍ତବ ଜୀବନରେ ଯାହା ଚଲାଇଛି ସମସ୍ତଙ୍କୁ ଜଣା ହେଲେ ବଡ ପରଦାରେ ଅନୁଭବଙ୍କୁ ଜବାବ ଦେବା ଲାଗି ବର୍ଷା ପ୍ରସ୍ତୁତ |

ତେବେ ବର୍ଷା ପ୍ରିୟଦର୍ଶିନୀ ବଡ଼ ପରଦାରେ Boss ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖା ଦେବେ | ଏହି ଫିଲ୍ମର ପ୍ରଯୋଜକ ହେଲେ ଜଣାଶୁଣା ନିର୍ମାତା ରମେଶ ବାରିକ ଓ ଏହାର ନିର୍ଦେଶନା ଦାଇତ୍ୱରେ ଅଛନ୍ତି ତ୍ରିପତି ସାହୁ |

ଫିଲ୍ମର ସଂଗୀତ ନିର୍ଦେଶାନ ଦେଉଛନ୍ତି ଅଭିଜିତ ମଜୁମଦାର ଏହି ଫିଲ୍ମଟି ନାରୀ ଶୋଷଣ ଉପରେ ଆଧାରିତ ବୋଲି ବର୍ଷା କହିଛନ୍ତି | ବର୍ତ୍ତମାନ ସମାଜରେ ଘଟୁଥିବା ଘଟଣା ଓ ବାସ୍ତବ ଜୀବନ ଉପରେ ଏହି କାହାଣୀ ଆଧାରିତ ବୋଲି ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି |

ତେବେ ବହୁଦିନ ପରେ ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ସିନେମା ଆସୁଥିବାର ଜାଣି ସେ ବହୁତ ଖୁସି ଅଛନ୍ତି |

Leave a Reply

Your email address will not be published. Required fields are marked *