ଆଜିର ରାଶିଫଳ 2023 ଅଗଷ୍ଟ 17 ଗୁରୁବାର ,କେମିତି କଟିବ ଆଜିର ଦିନ

ମେଷ : ପରସ୍ପର ସ୍ନେହାନୁବନ୍ଧିତ ହେଲେ ଘର ବୈକୁଣ୍ଠ ସମାନ ହେବ। ଆପଣଙ୍କ ମହନୀୟ କର୍ମ ସମୂହ ଶୀର୍ଷାସନ ଦେଇପାରେ । ଜ୍ଞାନର ପ୍ରଦୀପରେ ଚଲାଫାକୁ ଆଲୋକିତ କରିପାରନ୍ତି । ଦୟାଳୁ ହେବେ

ବୃଷ : ବ୍ୟବହାରରେ ନମ୍ରତା ଓ ଶଳୀନତା ଆପଣଙ୍କୁ ମହାନ୍‌ କରିପରେ। ହ୍ଦକର୍ମ ଭାଗ୍ୟକୁ ନିୟନ୍ତ୍ରଣ କରିପାରେ। ପତିପ୍ରଣା ପ୍ରିୟଙ୍କ ମନସ୍କାମନା ପୂରଣ କରିପାରନ୍ତି। ଉଦ୍ୟୋଗୀ ହେବେ। ସତାପତିଜ୍ଞସମନ ହେବେ |

ମିଥୁନ : ଫ୍ରାମେ ଉପୁଜିଥୁବା ବ୍ୟତିକ୍ରମକୁ ଅତିକ୍ରମ କରି ଆଗକୁ ବଢ଼ିପାରନ୍ତି। ମାନ ସିକ ସଂଘାତ ଅନୁ ଭବ କରିପାରନ୍ତି। ସମସ୍ୟାର ସମ୍ମୁଖୀନ ହେବା ହିଁ ତା’ର ସମାଧାନ ବୋଲି ବିଦେଚିତ ହେବ। ସତର୍କରେ ଚଳିବେ |

କର୍କଟ : ସେବା ଭାବନାରେ ଉନ୍ଦୁଖ ହୋଇପରନ୍ତି। ଅସୂର୍ଯ୍ୟସ୍ପର୍ଣା ପତ୍ନୀଙ୍କ ଉପସନାର ପ୍ରତୀକ ହେବେ। ସମାଜସେବା କ୍ଷେତ୍ରରେ ପ୍ରତିଷ୍ଠା ଅଜ୍ଜନ କରିପାରନ୍ତି। ମନରେ ଉପୁଜିଥୁବା ଅହଂଭାବକୁ ଦିସର୍ଜଜ ଦେଇପରବ୍ତି|

ସିଂହ : ଭ୍ରାତୃତ୍ମର ବନ୍ଧନ ନିବିଡ଼ ହୋଇପାରେ। ଲାଭଜନକ ପଦପଦଟୀ ଯୁକ୍ତ ହୋଇ ଜନସେବାରେ ପ୍ରଶଂସାର ପତ୍ର ହେବେ। ସୁସ୍ଥ ଓ ନିରାମୟ ରହିଦେ। କଠୋର ପଦକ୍ଷେପ ଜେଇ ଶଢୁଦମନ କରିବେ

କନ୍ୟା : ସ୍ଵଳ୍ପ ଆୟ ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି । ଭ୍ରାତୃପ୍ରୀତି ଅଟଳ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ୁପକ୍ଷଙ୍କ ପ୍ରିୟଭାଜନ ହେବେ ।

ତୁଳା : କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ । ଆକସ୍କିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ପୋତଳା । ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ତେଜସ୍ଵୀ ଓ ଉତ୍ତମ ବ୍ୟକ୍ତିତ୍ଵସମ୍ପନ୍ନ ହେବେ ।

ବିଛା : ଦାନଧମିକୁ ଜୀବନର ଶ୍ରେଷ୍ଠ କମ ଭାବେ ବିବେଚିତ କରିପାରନ୍ତି। ଶୋଭନ ବ୍ୟକ୍ତିତ୍ଵସମ୍ପନ୍ନ ହେବେ । ସୁସ୍ସ ରହିବେ । ବିଛା ଜଳଯାତ୍ରା ନ କରିବା ଭଲ । ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ ।

ଧନୁ – ଲୋକମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ମାନ ସମ୍ମାନ ପାଇବେ। କେହି ଆପଣଙ୍କ ସହ ମିଶିବାକୁ ଚେଷ୍ଟା କରିପାରନ୍ତି। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ଵାନ୍‌ ହୋଇପାରନ୍ତି । ପ୍ରତି କ୍ଷେତ୍ରରେ ବିଜୟୀ ହେବେ ।

ମକର – ଆପଣଙ୍କ ବ୍ୟବହାର ଦ୍ବାରା ଲୋକମାନେ ପ୍ରଭାବିତ ହେବେ। ବନ୍ଧୁ ସହ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ। ଦାମ୍ପତ୍ୟ ସୁଖ ମିଳିବ। ବନ୍ଧୁ ସହାୟତା ପାଇବେ ।

କୁମ୍ଭ – ସାମାଜିକ ଗଣମାଧ୍ୟମରେ ଯାହାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ ତାଙ୍କ ସହ ବନ୍ଧୁତା ଦୀର୍ଘ ଦିନ ଧରି ରହିବ। ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ। ମାଲିମକଦ୍ଦମାରେ ବିଜୟୀ ହେବେ । ସଂଗ୍ରାମୀ ହେବେ ।

ମୀନ – ବନ୍ଧୁ ସହ କଥାବାର୍ତ୍ତା କଲେ ଭଲ ପରାମର୍ଶ ପାଇବେ। ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ପାଇବେ। ଦାମ୍ପତ୍ୟ ଜୀବନ ସଜାଡ଼ିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବାକୁ ପଶ୍ଚାତ୍‌ପଦ ହେବେନାହିଁ।

Leave a Reply

Your email address will not be published. Required fields are marked *