ନମସ୍କାର ଦର୍ଶକ ବନ୍ଧୁ ରାଜ୍ୟକୁ ପୁଣି ଫେରିଲା ବର୍ଷା ଆସନ୍ତା 4ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି | କିଛି ଜିଲ୍ଲାରେ ବରାବଲରୁ ଅତିପ୍ରବଳ ବର୍ଷା ହୋଇପାରେ | ଅଜି ପାଇଁ ପାଣିପାଗ ବିଭାଗ ପକ୍ଷରୁ ଏହି 5ଜିଲ୍ଲାକୁ yellow warning ଜାରିକରଯାଇଛି |
70ରୁ110 ମିଲିମିଟର ବର୍ଷା ସମ୍ଭାବନା ରହିଛି ବୋଲି ଭୁବେନଶ୍ୱର ସ୍ତିତ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି | 18 ଓ 19 ରେ ସର୍ବାଧିକ ବର୍ଷା ହେବାନେଇ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି | ତେବେ ଅଜିପାଇଁ କେଉଁ କେଉଁ ଜିଲ୍ଲାକୁ ବର୍ଷା ଏବଂ ଘଡ଼ଘଡ଼ି ପାଇଁ ଜାରିକରିଛି ଆଞ୍ଚଳିକ ପାଣିପାଗ ବିଭାଗ ଆସନ୍ତୁ ଜାଣିବା |
ଢେଙ୍କାନାଳ, ସୋନପୁର, ଅନୁଗୁଳ, ବଲାଙ୍ଗୀର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି | ସେହିପରି ଆସନ୍ତା କଲି ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି |
ତେବେ ଆପଣମାନଙ୍କୁ ଆମର ଏତିକି ଅନୁରୋଧ ଆପଣମାନେ ବର୍ଷା ସମୟରେ ବାହାରକୁ ନବାହାରି ସୁରକ୍ଷିତ ସ୍ଥାନରେ ରୁହନ୍ତୁ |
Weather Update: ପାଣିପାଗ ବିଭାଗ ଦେଲେ ବଡ ସୁଚନା, ଏହି 5 ଜିଲ୍ଲାକୁ କାଲିଠୁ ପ୍ରବଳ ଘଡଘଡି ସହ ବର୍ଷା, ବାହାରକୁ ବାହାରିବା ପାଇଁ କରିଲେ ମନା…
