ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ ରେ କମେଡିଆଁ ଭାବରେ ଅଭିନୟ କରି ଆଜି ଘରେ ଘରେ ପରିଚିତ ତେବେ ଆସନ୍ତୁ ଜାଣିବା ସୁମନ ମହାରଣାଙ୍କ ପର୍ସନାଲ ଫାଇଲ୍ ବିଷୟରେ |
ସୁମନ ମହାରଣା ଙ୍କ ଗାଁ ହେଉଛି ବିରି ବାଡି କିନ୍ତୁ ସେ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ମାମୁଁ ଘରେ ନାଚୁଣୀ ପଡ ପଦର ରେ ତାଙ୍କର ଅଜା ଥିଲେ ମହାନ ଗାୟକ ବିଶ୍ଵନାଥ ମହାରଣା ସେ ବଡ ପଦର୍ ରେ ଜନ୍ମ ଗ୍ରହଣ କରିଥିଲେ ସୁମନ ତାଙ୍କ ଭିତରେ ଥିବା କଳା ତାଙ୍କ ଗାଁ ରୁ ଅଳ୍ପ ଓ ତାଙ୍କ ମାମୁଁ ଘରୁ ଅଳ୍ପ କିଛି ସେ ନେଇଛନ୍ତି ସେ ଗୀତ ଗାଆନ୍ତି ଓ ନାଚନ୍ତି ମଧ୍ୟ ଏବଂ ଅଭିନୟ ବି ଜାରି ରଖିଛନ୍ତି |
ଯେହେତୁ ତାଙ୍କ ବାପା ମଧ୍ୟ ଗାଁ ରେ କମେଡ଼ିଆଁ ରେ ଅଭିନୟ କରୁଥିଲେ ତାଙ୍କ ବାପାଙ୍କ କଳା ମଧ୍ୟ ସେ କିଛି ରଖିଛନ୍ତି ଓ ତାଙ୍କର ଅଜା ହେଉଛନ୍ତି ରାମାୟଣ ର ଗାୟକ ତାଙ୍କର କଳା ମଧ୍ୟ ଭଗବାନ ସୁମନ ଙ୍କୁ ଦେଇଛନ୍ତି ଏହି ଭଳି ମିଶ୍ରିତ କଳା କୁ ନେଇ ସେ ଦର୍ଶକ ମାନଙ୍କ ଆଗରେ ପ୍ରଦର୍ଶନ କରିଛନ୍ତି ସେ ଯେତେ ବେଳେ ନିଜ ଗାଁ କୁ ଯାଆନ୍ତି ଲୋକମାନଙ୍କ ଭଲ ପାଇବା ଦେଖି ତାଙ୍କର ଛାତି କୁଣ୍ଢେ ମୋଟ ହୋଇଯାଏ ଓ ତାଙ୍କ ମାମୁଁ ଘର ଗାଁ ଲୋକ ମାନେ ମଧ୍ୟ ତାଙ୍କୁ ବୋହୁତ ଭଲ ପାଇବା ଦିଅନ୍ତି |
ସେ ସ୍କୁଲ ବେଳୁ ହିଁ ତାଙ୍କର ଅଭିନୟ ଓ ନାଚ ଗୀତ ରେ ରୁଛି ଥାଲା ତାଙ୍କୁ ତାଙ୍କର ବଡ ଭାଇ ପୂଜା ପର୍ବାଣୀ ବୁଲେଇ ନେଉ ଥିଲେ ଛୋଟ ବେଳେ ଓ ସେଠାରେ ସେ ନାଚୁଥିଲେ ଘରେ ତାଙ୍କର ବାପା ମା ଓ ଭାଇ ତାଙ୍କୁ ସପୋର୍ଟ କରୁଥିଲେ ତାଙ୍କ ପରିବାର ର ସମସ୍ତେ ତାଙ୍କୁ ସପୋର୍ଟ କରିଥିଲେ ସେ ବି ମଧ୍ୟ ଭାବି ନଥିଲେ କି ସେ ଅଭିନୟ ଜଗତକୁ ଆସିବେ ବୋଲି ସୁମନ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଆଉ ସେ ବିବାହ କରିବା ପାଇଁ କିଛି ଚିନ୍ତା କରି ନାହାନ୍ତି |
ଯଦି ତାଙ୍କର ଭାଗ୍ୟରେ ବିବାହ କରିବା ପାଇଁ ଥିବା ତେବେ ସେ ବିବାହ କରିବେ ସୁମନ ବର୍ତ୍ତମାନ ବଚେଲୋର୍ ଅଛନ୍ତି ତେବେ ଆପଣମାନଙ୍କୁ ସୁମନ ମହାରଣା କେମିତି ଲାଗନ୍ତି ଓ ତାଙ୍କ ର ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ଜଣାନ୍ତୁ ଏବଂ ପେଜ ଟି କୁ ସେୟାର ମଧ୍ୟ କରି ଦିଅନ୍ତୁ |