ହେଲୋ ଫ୍ରେଣ୍ଡ୍ ରାଷ୍ଟ୍ରପତିଙ୍କ ପଛରେ କଣ ପାଇଁ ଯାଏ ଏକା ଭଳି ଗାଡ଼ି କାରକେଡ ରେ କଣ ପାଇଁ ରହିଥାଏ 50 ଅଧିକ କାର ଏହି କାର ଗୁଡ଼ିକ ପଛରେ କଣ ରହିଛି କାରଣ ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ ଦେଶର ସର୍ବ ଶ୍ରେଷ୍ଠ ପଦବୀର ଅଧିକାରୀ ତାଙ୍କର ସୁରକ୍ଷା ଦେଶର ପ୍ରଥମ କର୍ତ୍ତବ୍ୟ ଦେଶର ଗର୍ବ ଓ ଗୌରବ ହେଉଛନ୍ତି ମହାମହି ତେବେ ଆପଣମାନେ ଜାଣିଛନ୍ତି କି ରାଷ୍ଟ୍ରପତି ଯେଉଁ ଆଡ଼େ ଗସ୍ତ କରନ୍ତି ତାଙ୍କ ପଛରେ ମାଳ ମାଳ କାର କଣ ପାଇଁ ଯାଏ କଣ ପାଇଁ କାର ର ରଙ୍ଗ ଏକାଭଳି ହୋଇଥାଏ ଏମିତି ହେବା ପଛରେ କଣ କାରଣ ରହିଛି ତେବେ ଆସନ୍ତୁ ଜାଣିବା ଏହି ସବୁ ପ୍ରଶ୍ନ ର ଉତ୍ତର |
ଭାରତର ରାଷ୍ଟ୍ରପତି ପ୍ରତିଭା ଭାଇ ପଟେଲ ହୁଅନ୍ତୁ କିମ୍ବା ରାମନାଥ କୋବିନ୍ଦ କିମ୍ବା ନବ ନିର୍ବାଚିତା ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଯୁଆଡେ ବି ଯାଆନ୍ତି ତାଙ୍କ ପଛରେ ମାଳ ମାଳ କାର ଚାଲିଥାଏ କାରକେଡ କୁ ଦେଖିଲେ ଆର୍ଶ୍ଚଯ୍ୟ ଲାଗେ କି ଏତେ କାର କଣ ପାଇଁ ଜଣେ ରାଷ୍ଟ୍ରପତି ଙ୍କ ପଛରେ ଏତେ କାର କଣ ପାଇଁ ଯାଉଛି ଓଡ଼ିଶାକୁ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଛରେ କଣ ପାଇଁ ରହିଥିଲା ମାଳ ମାଳ ଗାଡ଼ି ଏହା ପଛରେ ରହିଛି ଅନେକ କାରଣ ଯାହାକୁ ଶୁଣିଲେ ଆପଣମାନଙ୍କୁ ମଧ୍ୟ ଆର୍ଶ୍ଚଯ୍ୟ ଲାଗିବ |
ରାଷ୍ଟ୍ରପତି ଦେଶର କେବଳ ପ୍ରଥମ ନାଗରିକ ନୁହନ୍ତି 3 ସେନାର କମାଣ୍ଡ ରାଷ୍ଟ୍ରପତିଙ୍କ ହାତରେ ରହିଥାଏ ଯେଉଁଥି ପାଇଁ ତାଙ୍କ ସୁରକ୍ଷା ହେଉଛି ପ୍ରଥମ କର୍ତ୍ତବ୍ୟ ସେଥି ପାଇଁ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ଵ ରହିଥାଏ PBG ପ୍ରେସିଡେଣ୍ଟ ବଡି ଗାର୍ଡ ପାଖରେ ପ୍ରତିଟି ସମୟରେ ରାଷ୍ଟ୍ରପତି ଙ୍କ ଉପରେ ନଜର ରଖିଥାନ୍ତି ଆଉ ପ୍ରେସିଡେଣ୍ଟ ପଛରେ କ୍ଷୀପ୍ର ଗତିରେ ଯାଉଥିବା ପ୍ରତିଟି କାର ରେ ରହୁଛନ୍ତି PBG ପ୍ରେସିଡେଣ୍ଟ ବଡି ଗାର୍ଡ ପ୍ରତିଟି ବଡି ଗାର୍ଡ ହେଉଛନ୍ତି ଗୋଟିଏ ଗୋଟିଏ କମାଣ୍ଡର ଏହି କମାଣ୍ଡର ମାନଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ରାଷ୍ଟ୍ରପତିଙ୍କ ସୁରକ୍ଷା |
ରାଷ୍ଟ୍ରପତି ଙ୍କ ପ୍ରତିଟି କାର୍ଯ୍ୟ ଉପରେ ତୀକ୍ଷଣ ନଜର ରଖିଥାନ୍ତି କମାଣ୍ଡର ମାନେ ଆପଣ ମାନେ ଦେଖିଥିବେ ରାଷ୍ଟ୍ରପତି ଙ୍କ ପଛରେ ରହିଥାଏ ପାଖା ପାଖି 50 ଟି କାର ଆଉ ପ୍ରତିଟି କାର ଗୋଟେ ଗୋଟେ ଟ୍ୟାଙ୍କ ସହିତ ସମାନ କାରଣ କାର ଭିତରେ ରହିଥାନ୍ତି ଟ୍ୟାଙ୍କ ମ୍ୟାନ ସବୁ ପରିସ୍ଥିତି କୁ ସାମ୍ନା କରି ରାଷ୍ଟ୍ରପତି ଙ୍କୁ ବଞ୍ଚାଇବା ଏହି କମାଣ୍ଡର ମାନଙ୍କର ହେଉଛି ପ୍ରଥମ କର୍ତ୍ତବ୍ୟ ରାଷ୍ଟ୍ରପତିଙ୍କ ପଛରେ ବିପଦ ଆସିଲେ ଏହି କାର ଭିତରୁ ବାହାରନ୍ତି ପ୍ରେସିଡେଣ୍ଟ ବଡି ଗାର୍ଡ ପ୍ରେସିଡେଣ୍ଟ ଙ୍କର ହୋଇଯାଆନ୍ତି ଗୋଟିଏ ସୁଦୃଢ କବଚ |
ଏହି ବଡି ଗାର୍ଡ ମାନଙ୍କୁ ଭାରତୀୟ କମାଣ୍ଡର ରୁ ହିଁ ସେଲେକ୍ସନ କରାଯାଏ ରାଷ୍ଟ୍ରପତି ଙ୍କ ବଡି ଗାର୍ଡ ହେବାକୁ ହେଲେ ସମସ୍ତଙ୍କର ଉଚ୍ଚତା ନିହାତି 6 ଫୁଟ ହେବା ଆବଶ୍ୟକ ତେବେ ଆପଣମାନେ ଭାବୁଥିବେ କମାଣ୍ଡର ମାନେ ବାସ ରେ ନଆସି କାର ରେ କଣ ପାଇଁ ଆସନ୍ତି ତେବେ ଏହା ପଚାରେ ରହିଛି ବିରାଟ କାରଣ ପ୍ରେସିଡେଣ୍ଟ ସବୁ ବେଳେ ଦେଶ ଦ୍ରୋହି ମାନଙ୍କ ଟାର୍ଗେଟ ରେ ରହିଥାନ୍ତି ତେବେ ସେମାନଙ୍କ ନଜର ରୁ ରାଷ୍ଟ୍ରପତିଙ୍କୁ ବଞ୍ଚାଇବା ପାଇଁ ଏକା ପ୍ରକାରର କାର ଯାଇଥାଏ |
ରାଷ୍ଟ୍ରପତିଙ୍କ କାରକେଡ ରେ ଯାହା ଦ୍ବାରା ଆଟାକ୍ କରିବା ପାଇଁ ଆସିଥିବା ଶତ୍ରୁ ଜାଣି ପରେ ନାହିଁ ରାଷ୍ଟ୍ରପତି କେଉଁ କାର ରେ ରହିଛନ୍ତି ସେଥି ପାଇଁ ରାଷ୍ଟ୍ରପତି ହୁଏନ୍ତୁ କି ପ୍ରଧାନମନ୍ତ୍ରୀ ସମସ୍ତଙ୍କ କାରକେଡ୍ ସମାନ ଢଙ୍ଗରେ ରହିଥାଏ ରାଷ୍ଟ୍ରପତିଙ୍କ କାର କୁ ପୁରା ଜଗି ରହିଥାନ୍ତି ଏହି ସବୁ କାର ରାସ୍ତା ଉପରେ ଗଲା ବେଳେ ପୁରା କ୍ଷୀପ୍ର ଗତିରେ ଯାଇଥାନ୍ତି ଯେମିତି କି ରାଷ୍ଟ୍ରପତିଙ୍କୁ କେଉଁ ଠାରେ ବି ଅଟକୁବାକୁ ଦିଅନ୍ତି ନାହିଁ ଦେଶର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଏହା ଦର୍ଶାଏ ଦେଶର ରାଷ୍ଟ୍ରପତି ଯେତେ ସୁରକ୍ଷିତ ସେତେ ସୁରକ୍ଷିତ ରହିଥାଏ ଦେଶ ଖାଲି ସେତିକି ନୁହେଁ ରାଷ୍ଟ୍ରପତିଙ୍କ କାରକେଡ ଏହା ଦର୍ଶାଏ କି ଭାରତ ଦେଶ କେତେ ଶୃଙ୍ଖଳିତ |