୧୬ ଅଗଷ୍ଟ (ମଳ Amavasya)୫୦୦ବର୍ଷରେ ମହାସଂଯୋଗ୍, ୫ଟି ରାଶିର ଭାଗ୍ୟ ଚମକିବ, ଜୀବନରେ ଭରିଯିବ ଖୁସି, ଖାଲି ହେବ ଲାଭ

ନମସ୍କାର ଦର୍ଶକ ବନ୍ଧୁ ଆଜି ମଳ ଅମାବାସ୍ୟା ଆଜିଠାରୁ ଏହି ମଳ ମାସ ସମାପ୍ତ ହେବାକୁ ଯାଉଅଛି ଆଜି ଗ୍ରହ ମାନଙ୍କ ମଧ୍ୟରେ ହେବାକୁ ଯାଉଅଛି ଏକ ମହାସଂଯୋଗ ଯାହାଫଳରେ ହେବାକୁ ଯାଉଛି ବହୁତବଡ଼ ପରିବର୍ତ୍ତନ | ମଲକ୍ଷ୍ମୀଙ୍କ କୃପା କିଛି ରାଶିର ବ୍ୟକ୍ତିଙ୍କ ଉପରେ ରହିବାକୁ ଯାଉଅଛି ଏମାନଙ୍କ ଜୀବନରେ ଆସିବାକୁ ଯାଉଅଛି ବହୁତବଡ଼ ଖୁସିଖବର | ମାଲକ୍ଷ୍ମୀ ଏହି ରାଶିମାନଙ୍କ ଘରକୁ ଆଗମନ କରିବାକୁ ଯାଉଛନ୍ତି ଯାହାଫଳରେ ଏମାନଙ୍କ ଜୀବନର କଷ୍ଟ ଦୂର ହେବାକୁ ଯାଉଅଛି | ତେବେ ଆସନ୍ତୁ ଜାଣିବା କଣ ସେହି ରାଶି….

ବୃଷ ରାଶି : ଏହିରାଶିର ବ୍ୟକ୍ତି ବିଶେଷମାନଙ୍କ ଉପରେ ମଲକ୍ଷ୍ମୀଙ୍କର କୃପା ରହିବାକୁ ଯାଉଅଛି ତାଙ୍କର ପରିବାରରେ ଖୁସିର ଲହରୀ ଖେଳିବାକୁ ଯାଉଅଛି | ମା ଲକ୍ଷ୍ମୀ ତାଙ୍କ ପ୍ରତି ଦୟାଶୀଳ ରହିବେ | ଏମାନଙ୍କର ଧନର ଅଭାବ ରହିବ ନାହିଁ ଯେଉଁମାନେ ବ୍ୟାପାର କରୁଛନ୍ତି ସେମାନେ ତାଙ୍କ ବ୍ୟାପାରରେ ଭଲ ଲାଭ କରିବାକୁ ଯାଉଛନ୍ତି | ଯେଉଁମାନଙ୍କ କୋଟକଚେରୀ ମାମଲା ରହିଛି ସେମାନଙ୍କର ସଫଳ ହେବାକୁ ଯାଉଅଛି |

ମେଷ ରାଶି : ଏହିରାଶିର ବ୍ୟକ୍ତି ବିଶେଷମାନଙ୍କ ଉପରେ ମା ଲକ୍ଷ୍ମୀ ବହୁତ ଖୁସି ରହିବାକୁ ଯାଉଛନ୍ତି | ଯେଉଁମାନେ ଚାକିରୀ କରୁଛନ୍ତି ସେମାନଙ୍କର ଚାକିରିରୀରେ ଉନତି ବା ପ୍ରମୋଶନ ହେବାକୁ ଯାଉଅଛି | ଆପଣଙ୍କ ଜୀବନ ସାଥୀଙ୍କ ସହ ସବୁଠାରୁ ଖୁସିର ସମୟ ବିତାଇବାକ ଯାଉଅଛି ଆପଣଙ୍କ ଆୟ ବୃଦ୍ଧିହେବାକୁ ଯାଉଅଛି | କର୍ମ କ୍ଷେତ୍ରରେ ଆପଣ ଆଗକୁ ବଢିବାକୁ ଯାଉଛନ୍ତି ଯେଉଁମାନେ ବେରୋଜଗର ଥିଲେ ସେମାନଙ୍କୁ ଚାକିରୀ ମିଳିବାକୁ ଯାଉଅଛି |

ମିଥୁନ ରାଶି : ଏହିରାଶିର ବ୍ୟକ୍ତି ବିଶେଷମାନଙ୍କର ଉପରେ ମା ଲକ୍ଷ୍ମୀଙ୍କର କୃପା ରହିବାକୁ ଯାଉଅଛି | ଆପଣଙ୍କ ଦମ୍ପତିୟ ଜୀବନ ସୁଖମୟ, ରହିବ ଯେଉଁମାନେ ବେରୋଜଗାର ଥିଲେ ବା ଚାକିରୀ ଖୋଜୁଥିଲେ ସେମାନଙ୍କୁ ତାଙ୍କର ମନ ମୁତାବକ ଚାକିରୀ ମିଳିବାକୁ ଯାଉଅଛି | ଆପଣଙ୍କ ପରିବାରରେ ଖୁସିର ସମୟ ଆସିବାକୁ ଯାଉଅଛି | ଯେଉଁମାନଙ୍କ ଦୀର୍ଘ ଦିନ ଧରି ବିବାହ ହେଉନଥିଲା ସେମାନଙ୍କର ମଧ୍ୟ ଆଗାମୀ ସମୟରେ ବିବାହ ହେବାକୁ ଯାଉଅଛି |

ସିଂହ ରାଶି : ଏହିରାଶିର ବ୍ୟକ୍ତି ବିଶେଷମାନଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀ ବହୁତ କୃପା କରିବାକୁ ଯାଉଛନ୍ତି ଯାହାଦ୍ୱାରା ଏମାନଙ୍କର ଜୀବନରେ ଯେଉଁସବୁ ଧନ ଜନିତ ସମସ୍ୟା ରହିଥିଲା ସେହି ସବୁ ସମସ୍ୟାର ଅନ୍ତ ହେବାକୁ ଯାଉଅଛି | ପୂର୍ବରୁ ଆପଣ ଯେଉଁ କାର୍ଯ୍ୟ କରୁଥିଲେ ସେହି କାର୍ଯ୍ୟରେ ଯେଉଁ ବାଧା ସୃଷ୍ଟି ହେଉଥିଲା ମାଲକ୍ଷ୍ମୀଙ୍କର କୃପାରୁ ସେହି ସବୁ ବାଧା ଦୂର ହେବାକୁ ଯାଉଅଛି | କର୍ମ କ୍ଷେତ୍ରରେ ଆପଣ ଆଗକୁ ବଢିବାକୁ ଯାଉଛନ୍ତି, ଯେଉଁମାନେ ଚାକିରୀ କରୁଥିଲେ ସେମାନେ ପ୍ରମୋସନ ପାଇବାକୁ ଯାଉଛନ୍ତି |

ତୁଲା ରାଶି : ଏହିରାଶିର ବ୍ୟକ୍ତି ବିଶେଷମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ଅଶେଷ କୃପା ରହିବାକୁ ଯାଉଅଛି | ଅଟକି ରହିଥିବା ସବୁ କାର୍ଯ୍ୟ ଆପଣଙ୍କର ସଫଳ ପୂର୍ବକ ଶେଷ ହେବାକୁ ଯାଉଅଛି | ଅଚାନକ ଆପଣଙ୍କ ଧନ ଲାଭର ଯୋଗ ମଧ୍ୟ ବନୁଅଛି | ଆପଣଙ୍କର ଘରେ ଖୁସିର ବାତାବରଣ ଖେଳିବାକୁ ଯାଉଅଛି | ଯେଉଁ ମାନଙ୍କର ଦୀର୍ଘ ଦିନ ଧରି ବିବାହ ହେଉନଥିଲା ତାଙ୍କର ଆଗାମୀ ସମୟରେ ବିବାହ ମଧ୍ୟ ହେବାକୁ ଯାଉଅଛି |

Leave a Reply

Your email address will not be published. Required fields are marked *