ଦର୍ଶକ ବନ୍ଧୁ ଆପଣମାନେ ଅନେକ ଜାଗାରେ ମଦୁଆଙ୍କୁ ଦେଖିଥିବେ ସେମାନେ ମଦ ନିଶାରେ ରାସ୍ତା କଡରେ ପଡ଼ିଥିବେତ ଆଉ କେତେବେଳେ ମଦ ନିଶାରେ ଗାଡି ଚଳେଇ ଆକ୍ସିଡେଣ୍ଟ କରିଥାନ୍ତି | ଆଉ ସେମାନଙ୍କ ପାଇଁ ଅନେକ ଧନ ଜୀବନ ମଧ୍ୟ ନଷ୍ଟ ହେଉଥିବାର ଦେଖିଥିବେ | କିନ୍ତୁ ଏବେ ଆଉ ରାସ୍ତାରେ ଦେଖା ଯିବେନି ମଦୁଆ କାରଣ ମଦ ପି ରାସ୍ତାରେ ବୁଲୁଥିବା ବ୍ୟକ୍ତିଙ୍କ ପାଇଁ ଆସିଯାଇଛି ଏକ ଖୁସିଖବର |
ଯଦି ସେମାନେ କେଉଁ ବାରରେ ବସି ମଦ ପିଉଛନ୍ତି ଓ ସେମାନଙ୍କୁ ଅଧିକ ନିଶା ହୋଇଯାଇଛି ତେବେ ଆପଣ ବିନା କୌଣସି ଅସୁବିଧାରେ ପହଁଚି ପାରିବେ ନିଜ ଘରେ | ଆପଣଙ୍କୁ ଘରେ ଛାଡିବାର ସମ୍ପୂର୍ଣ ଦାଇତ୍ୱ ନେବେ ବାରର କର୍ମଚାରୀ | ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ ସତ୍ୟ ଏବେ ବାରରେ ବସି ମଦ ପିଉଥିବା ଲୋକଙ୍କୁ ଯଦି ଅଧିକ ନିଶା ହୋଇଯାଏ ତେବେ ସେମାନେ ସେହି ବାରରୁ ଯିବାପାଇଁ ଅକ୍ଷମ ହୁଅନ୍ତି ସେମାନଙ୍କୁ ନେଇ ସୁରକ୍ଷିତ ଭାବରେ ଘରେ ଛାଡିବେ ବାରର କର୍ମଚାରୀମାନେ |
ମଦ ପିଉଥିବା ଲୋକମାନେ ଅଧିକ ମଦ ପିବା ପରେ ଅଧିକ ନିଶା ଧରିନେଇଥାଏ ଯାହାଫଳରେ ସେମାନେ ନିଜର ଅସ୍ତିତ୍ବକୁ ହରାଇବସିଥାନ୍ତି ଆଉ ସେମାନେ ଗାଡିଚଲେଇବା ଦୂରର କଥା ଅନେକ ସମୟରେ ଠିକ ସମୟରେ ଚାଲିମଧ୍ୟ ପାରିନଥାନ୍ତି | ଆଉ ସେହି ନିଶାରେ ବାର ଭିତରୁ ବାହାରି ଘଡ଼ିଧରି ଘରକୁ ଫେରୁଥିବା ବେଳେ ରାସ୍ତାରେ ନିଜର ଭାରସ୍ୟାମ ହରାଇ ଅନେକ ଜାଗାରେ ଦୁର୍ଘଟଣା ଘାଟେଇଥାନ୍ତି ଯାହା ଫଳରେ ଅନେକ ନିରୀହ ଯିବନ କ୍ଷତିଗ୍ରସ୍ତ ହୋଇଥାଏ |
ଆଉ ସେହି ଦୁର୍ଘଟଣାକୁ ନଜରେ ରଖି ଏବେ ସରକାର ଘୋଷଣା କରିଛନ୍ତି ବଡ ଯୋଜନା ଯେଉଁ ଯୋଜନା ଫଳରେ ବାରରେ ବସି ମଦ ପିଉଥିବା ବ୍ୟକ୍ତି ମାନଙ୍କର ପ୍ରଥମେ Alcoholi ଟେଷ୍ଟ କରାଯିବାପରେ ଅତ୍ୟଧିକ ମଦ ପିଇଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ସହ ଘରେ ଛାଡିବା ପାଇଁ ଘୋଷଣା କରାଯାଇଛି | ଯାହାଫଳରେ ମଦୁଆଙ୍କୁ ଦ୍ୱାରା ଘଟୁଥିବା ଅନେକ ଦୁର୍ଘଟଣାକୁ ରୋକାଯାଇ ପାରିବ ବୋଲି ସାକାରାଯାଉଛି |