ନମସ୍କାର ଦର୍ଶକ ବନ୍ଧୁ ସ୍ୱାଧୀନତା ଦିବଶରେ ଅନୁଭବଙ୍କୁ ଦେଖି କାନ୍ଦିଲେ ବର୍ଷା, ଆପଣମାନେ ଜାଣିଥିବେ ଗତକାଲି ଗଲା ସ୍ୱାଧୀନତା ଦିବସ ତେବେ ଏହିଦିନରେ ପହଁଚି ଥିଲେ ବର୍ଷା ଏବଂ ଅନୁଭବ ପାଳନ କରିବା ପାଇଁ ସ୍ୱାଧୀନତା ଦିବସ |
ଆପଣମାନେ ଜାଣିଥିବେ ବର୍ଷା ଅନୁଭବ ଦୁହେଁ କଟକରେ ରହୁଛନ୍ତି ଆଉ ଦୁହେଁ ପହଞ୍ଚିଥିଲେ ସ୍ୱାଧୀନତା ଦିବସ ପାଳିବା ପାଇଁ ଗୋଟେ ଜାଗାରେ | ଆଉ ସେମାନେ ଚୁପଚାପି ହୋଇ ପତାକା ଉତ୍ତାଳନ କରିଥିବାର ସୂଚନା ଆସିଛି |
ଏହାରିଭିତରେ ବର୍ଷା ହଟାତ ଅନୁଭବ ମହାନ୍ତିକୁ ଦେଖିବା ପରେ କାନ୍ଦିବାକୁ ଲାଗିଥିଲେ କାହିଁକିନା ଆପଣମାନେ ଜାଣିଥିବେ ବର୍ଷା ଓ ଅନୁଭବଙ୍କ କେଶ ଚାଲିଛି କୋଟରେ | ସୂଚନା ଅନୁସାରେ ସେମାନେ ଖୁବ ଶୀଘ୍ର ଅଲଗା ହୋଇପାରନ୍ତି |
ତେବେ ଏତେ ଦିନ ପରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ଦେଖିବା ପରେ ନିଜକୁ ସମ୍ଭାଳି ପାରିଲେନି ବର୍ଷା ଆଉ ସେ ପୂର୍ବକଥାକୁ ମାନେ ପକେଇ କାନ୍ଦି ପକାଇଥିଲେ |