ସ୍ୱାଧୀନତା ଦିବସ ଉପଲକ୍ଷେ ଅଙ୍ଗନୱାଡି କର୍ମୀଙ୍କ ପାଇଁ ରାଜ୍ୟ ସରକାର ଦେଲେ ବହୁତ ବଡ଼ ଉପହାର ,ଜାଣିଲେ ଆପଣ ଖୁସିରେ ନାଚି ଉଠିବେ |

ନମସ୍କାର ଦର୍ଶକବନ୍ଧୁ ଅଗଷ୍ଟ ମାସ 15 ତାରିକ ତରଫରୁ ଅର୍ଥାତ ଆଜି ସରକାରଙ୍କ ତରଫରୁ ଆସିଲା ବହୁତ ବଡ଼ ଖବର ଯାହାକି ଅଙ୍ଗନୱାଡି କର୍ମୀ ଆଶା ଦିଦିଙ୍କର ପ୍ରସୟନ ରାଶି ବଢିବ |ରାଜ୍ୟରେ କାର୍ଯ୍ୟରତ ଆଶା ଦିଦି ଏବଂ ଅଙ୍ଗନୱାଡି କର୍ମୀ ମାନଙ୍କର ପ୍ରସୟନ ରାଶି ବୃଦ୍ଧି କରିବା ନେଇ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ଆସନ୍ତୁ ଜାଣିବା କଣ ଆସିଛି |

ସବୁଠାରୁ ବଡ଼ ଖବର ଏବେ ଏବେ ଅଙ୍ଗନୱାଡି କର୍ମୀ ଏବଂ ଆଶା ଦିଦି ମାନଙ୍କର ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର ଯାହାକି ପ୍ରାୟ ସତୁରି ହଜାର ଅଙ୍ଗନୱାଡି କର୍ମୀ ଓ ଚାଳିଶି ହଜାର ଆଶା ଦିଦି ମାନଙ୍କର ପ୍ରସୟାନ ରାଶି ବୃଦ୍ଧି ହେବ |ତେଣୁ ଆଶା ଦିଦି ଙ୍କର ପ୍ରସୟନ ରାଶି ଆଖି ଦୃଷ୍ଟିରେ ବୃଦ୍ଧି କରିବା ସହିତ ଅଙ୍ଗନୱାଡି କର୍ମୀଙ୍କ ମାସିକ ଦରମା ବୃଦ୍ଧି କରିବା ନେଇ ରାଜ୍ୟ ସରକାର ବିଚାର କରିଛନ୍ତି |

ଯାହାର କିଛିଟା ଝଲକ ବଲାଙ୍ଗୀରି ଗସ୍ତରେ ଥିବା ବେଳେ କହିଛନ୍ତି 5 T ସଚିବ |ଆଉ ଏହା ସହିତ ମଧୁବାବୁ ପେନ୍ସନ ଯୋଜନାରେ ବଢିବ ଭତ୍ତା ରାଶି ଏହି ଭଳି ସମ୍ଭାବନା ଏଥିପାଇଁ ସୃଷ୍ଟି ହୋଇଛି କି କାରଣ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବଢିଛି |

ଯାହାକି ଅନ୍ୟ ରାଜ୍ୟ ଗୁଡ଼ିକର ଏହି ଭତ୍ତା ରାଶି ବଢି ଥିବାରୁ ଓଡ଼ିଶାରେ ଏହି ଭତ୍ତା ରାଶି ବୃଦ୍ଧି କରିବା ନେଇ ବିଧାନ ସଭା ସମେତ ଅନେକ ସ୍ତରରେ ଦାବି ଉଠିବା ନେଇ ବିଭାଗୀୟ ମନ୍ତ୍ରୀ ମତ ଦେଇଛନ୍ତି |ତେଣୁ ରାଜ୍ୟର ଆର୍ଥିକ ସ୍ଥିତିକୁ ନେଇ ସରକାର ବିଚାର କରିବେ ବୋଲି କହିଛନ୍ତି |

Leave a Reply

Your email address will not be published. Required fields are marked *