ପ୍ରଥମ ଥର ପାଇଁ ନିଜ ପୁଅକୁ ସୁଟିଙ୍ଗ ସେଟକୁ ନେଇକି ଆସିଲେ ଅରିନ୍ଦମ ,ଏହାର କାରଣ ଜାଣିଲେ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇପାରନ୍ତି

ନମସ୍କାର ଦର୍ଶକବନ୍ଧୁ ପ୍ରଥମ ଥର ପାଇଁ କୁନି ପୁଅକୁ ଧରି ସୁଟିଙ୍ଗ ସେଟ ଆସିଲେ ଓଡ଼ିଆ ଅଭିନେତା ଅରିନ୍ଦମ ରାୟ ଆପଣମାନେ ଜାଣିଥିବେ ଆଗାମୀ ଦିନ ମାନଙ୍କରେ ଅରିନ୍ଦମର ଏକ ନୂଆ ଫିଲ୍ମ ରିଲିଜ ହେବାକୁ ଯାଉଅଛି ଯାହାର ନାଁ ରହିଛି ରାମ ଏହି ଫିଲ୍ମରେ ଆପଣମାନେ ଅରିନ୍ଦମଙ୍କ ବହୁତ ସାରା ଆକ୍ସନ ସ୍କିନ ଦେଖିବାକୁ ପାଇଥିବେ |

ତାହେଲେ ବର୍ତ୍ତମାନ ରାମ ଫିଲ୍ମ ସୁଟିଙ୍ଗ ବ୍ୟସ୍ତ ଅଛନ୍ତି ଅରିନ୍ଦମ ରାୟ ତେବେ ସୁଟିଙ୍ଗ ସେଟକୁ ସେ ପ୍ରଥମ ଥର ନିଜ କୁନି ପୁଅକୁ ନେଇ ଯାଇଥିବାର ନଜର ଆସିଛନ୍ତି ଓଡ଼ିଆ ଅଭିନେତା ଅରିନ୍ଦମ ଆଉ ସୁଟିଙ୍ଗ ସେଟରେ ସମସ୍ତଙ୍କୁ ହଇରାଣ କରୁଥିବାର ନଜରରେ ଆସିଛନ୍ତି |

ଅରିନ୍ଦମଙ୍କ ପୁଅ ତାହେଲେ ରାମ ଫିଲ୍ମ ସୁଟିଙ୍ଗ ସାରା ଓଡ଼ିଶାରେ ଜୋର ସୋରରେ ଚାଲୁଥିବାର ଦେଖିବାକୁ ମିଳିଛି ଆସନ୍ତା ଦଶହରାକୁ ଏହି ଫିଲ୍ମ ରିଲିଜ କରାଯିବ |ତେବେ ଅରିନ୍ଦମ ଦୀର୍ଘ ଦୁଇ ବର୍ଷ ହେଲା ଓଲିଉଡ଼ ଇଣ୍ଡଷ୍ଟ୍ରିରେ ନଜର ରେ ଆସୁ ନଥିଲେ |

ଆପଣମାନେ ପୂର୍ବରୁ ଅରିନ୍ଦମ ର ହିଟ ଫିଲ୍ମ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଏହି ଫିଲ୍ମ ମଧ୍ୟ ଜବରଦସ୍ତ ଆକ୍ସନରେ ଭରି ରହିଛି ଆଉ ଆସନ୍ତା ଦିନ ମାନଙ୍କରେ ଏହି ସିନେମାଟି ହିଟ ହେବ ବୋଲି ଅରିନ୍ଦମ କହିଛନ୍ତି |

Leave a Reply

Your email address will not be published. Required fields are marked *