ନମସ୍କାର ଦର୍ଶକବନ୍ଧୁ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ବହୁତ ସାରା ସୁନ୍ଦରୀ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ପାଖରେ ବହୁତ ସାରା ପଇସା ଅଛି ତାହେଲେ ଆଜି ଆମେ ଓଲିଉଡ଼ ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ହିରୋଇନ ମାନଙ୍କ ବିଷୟରେ ଜାଣିବା |
ଆମ ଲିଷ୍ଟରେ 10 ନମ୍ବରରେ ଆସୁଛନ୍ତି ଶୀତଲ ପାତ୍ର ସେ ବହୁତ ସାରା ସିନେମାରେ ଅଭିନୟ କରିଛନ୍ତି କିନ୍ତୁ ଦୀର୍ଘଦିନ ହେଲା ଶୀତଲ ଆଉ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ନଜରରେ ଆସି ନାହାଁନ୍ତି ଶୀତଲ ଗୋଟିଏ ସିନେମା କରିବା ପାଇଁ ପ୍ରାୟ 5 ରୁ 7 ଲକ୍ଷ ଟଙ୍କା ନେଇ ଥାଆନ୍ତି |ତେବେ ଆମେ ଯଦି ତାଙ୍କ ଟୋଟାଲ ସମ୍ପତ୍ତି ଦେଖିବା ପ୍ରାୟ 50 ରୁ 80 ଲକ୍ଷ ଟଙ୍କା ରହିଛି |
ଏହା ପରେ 9 ନମ୍ବରରେ ଆସୁଛନ୍ତି ଓଲିଉଡ଼ ଅଭିନେତ୍ରୀ ପ୍ରିୟା ତେବେ ପ୍ରିୟ ଗୋଟିଏ ସିନେମାରେ ଅଭିନୟ କରିବା ପାଇଁ 4 ରୁ 5 ଲକ୍ଷ ଟଙ୍କା ନେଇ ଥାଆନ୍ତି କିନ୍ତୁ ଦୀର୍ଘଦିନ ହେଲା ସେ ଆଉ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ନଜରରେ ଆସୁ ନାହାଁନ୍ତି ଯଦି ଆମେ ପ୍ରିୟାଙ୍କ ଟୋଟାଲ ସମ୍ପତ୍ତି ଉପରେ ନଜର ପକେଇବା ତାଙ୍କ ପାଖରେ ଟୋଟାଲ ସମ୍ପତ୍ତି ସତୁରିରୁ ଲବେ ଲକ୍ଷ ଟଙ୍କା ରହିଛି |
ଏହା ପରେ 8 ନମ୍ବରରେ ଆସୁଛନ୍ତି ସନମୀରା ତେବେ ଶିଶୁ କଳାକାର ଭାବରେ ଓଲିଉଡ଼ ଜଗତରେ ନିଜର ଅଭିନୟ ଆରମ୍ଭ କରିଥିଲେ ତେବେ ବର୍ତ୍ତମାନ ସେ ବଡ଼ ହୋଇ ଓଡ଼ିଆ ଅଭିନେତ୍ରୀ ହୋଇ ସାରିଲେଣି ଏବେ ଗୋଟେ ସିନେମାରେ ଅଭିନୟ କରିବା ପାଇଁ 7 ରୁ 8 ଲକ୍ଷ ଟଙ୍କା ନେଉଛନ୍ତି |ତାଙ୍କ ଟୋଟାଲ ସମ୍ପତ୍ତିର ମୂଲ୍ୟ ଏକ କୋଟି ଟଙ୍କା |
ଏହା ପରେ 7 ନମ୍ବରରେ ଆସୁଛନ୍ତି ରିୟା ସେ ଗୋଟେ ସିନେମାରେ ଅଭିନୟ କରିବା ପାଇଁ ସାତରୁ ଆଠ ଲକ୍ଷ ଟଙ୍କା ନେଇ ଥାଆନ୍ତି ରିୟାଙ୍କ ଟୋଟାଲ ସମ୍ପତ୍ତିର ମୂଲ୍ୟ ଦୁଇରୁ ତିନି କୋଟି ଟଙ୍କା ହେବ |
ଏହା ପରେ 6 ନମ୍ବରରେ ଆସୁଛନ୍ତି ଏଲିନା ସାମନ୍ତରାୟ ତେବେ ଏଲିନା ଗୋଟେ ସିନେମାରେ ଅଭିନୟ କରିବା ପାଇଁ 10 ରୁ 12 ଲକ୍ଷ ଟଙ୍କା ନେଇ ଥାଆନ୍ତି ତେବେ ଏଲିନାଙ୍କ ଟୋଟାଲ ସମ୍ପତି ଆମେ ଜାଣିବା 3 ରୁ 5 କୋଟି ଟଙ୍କା ରହିଛି |
ଏହା ପରେ 5 ନମ୍ବରରେ ଆସୁଛନ୍ତି ଶିବାନୀ ସେ ଶିଶୁ କଳାକାର ଭାବରେ ନିଜର ଅଭିନୟ ଆରମ୍ଭ କରିଥିଲେ ତେବେ ସେ ଗୋଟିଏ ଫିଲ କରିବା ପାଇଁ 10 ରୁ 12 ଲକ୍ଷ ଟଙ୍କା ନିଅନ୍ତୁ ତାଙ୍କ ଟୋଟାଲ ସମ୍ପତି 5 ରୁ 7 ଲକ୍ଷ ଟଙ୍କା ରହିଛି |
ଏହା ପରେ 4 ନମ୍ବର ରେ ଆସୁଛନ୍ତି ଭୂମିକା ଦାସ ସେ କଳାକାର ଭାବରେ ନିଜର ଅଭିନୟ ଆରମ୍ଭ କରିଥିଲେ ଆଉ ଏବେ ସେ ଓଲିଉଡ଼ ଜଗତର ଜଣେ ଆଗ ଧାଡିର ଅଭିନେତ୍ରୀ ଅଟନ୍ତି ଭୂମିକା ଗୋଟିଏ ସିନେମାରେ ଅଭିନୟ କରିବା ପାଇଁ 10 ରୁ 12 ଲକ୍ଷ ଟଙ୍କା ନିଅନ୍ତି |ତେବେ ତାଙ୍କ ଟୋଟାଲ ସମ୍ପତି ପ୍ରାୟ ପାଞ୍ଚକୋଟି ରୁ ଉର୍ଧ |
ଏହା ପରେ 3 ନମ୍ବରରେ ଆସୁଛନ୍ତି ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶନୀ ତେବେ ସେ 2003 ମସିହାରୁ ଅଭିନୟ କରି ଆସୁଛନ୍ତି ତେବେ ସେ ଗୋଟିଏ ସିନେମାରେ ଅଭିନୟ କରିବା ପାଇଁ 10 ଲକ୍ଷ ଟଙ୍କା ନେଇ ଥାଅନ୍ତି ବର୍ଷାଙ୍କ ଟୋଟାଲ ସମ୍ପତ୍ତି ଆମେ ଦେଖିବା ଆଠରୁ ଦଶ କୋଟି ଟଙ୍କା ରହିଛି |
ଏହା ପରେ 2 ନମ୍ବରରେ ଆସୁଛନ୍ତି ଝିଲ୍ଲିକ ଭଟ୍ଟାଚର୍ଯ୍ୟ ତେବେ ଝିଲିକ ଏବେ ମା ହୋଇ ସାରିଛନ୍ତି ତେବେ ଝିଲିକ ଯେବେ ସିନେମା କରୁଥିଲେ ତେବେ ସେ 5 ରୁ 7 ଲକ୍ଷ ଟଙ୍କା ଚାର୍ଜ କରୁଥିଲେ ତେବେ ତାଙ୍କ ସମ୍ପତ୍ତିର ମୂଲ୍ୟ ଦେଖିବା 10 ରୁ 15 କୋଟି ଟଙ୍କା ରହିଛି |
ଏହା ପରେ 1 ନମ୍ବରରେ ଆସୁଛନ୍ତି ଅର୍ଚ୍ଚିତା ସାହୁ ଓଲିଉଡ଼ ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ଧନୀ ହିରୋଇନ ହେଉଛନ୍ତି ଅର୍ଚ୍ଚିତା ତେବେ ସେ ଗୋଟେ ସିନେମା ପାଇଁ 15 ଲକ୍ଷ ଟଙ୍କା ନିଅନ୍ତି |ତେବେ ତାଙ୍କ ଟୋଟାଲ ସମ୍ପତ୍ତି ଦେଖିଲେ ପ୍ରାୟ 15 କୋଟିରୁ ଅଧିକ ରହିଛି |