ଯେଉଁ ଘରେ ମହିଳା ଏହି ଦିନ ମୁଣ୍ଡ ଧୋଇଥାଏ,ତାହା ଘରେ ହୋଇଥାଏ ଧନର ବର୍ଷା ମାଆଙ୍କ କୃପାରୁ ମିଳିଥାଏ ଅପାର ଧନ |

ନମସ୍କାର ଦର୍ଶକବନ୍ଧୁ ମନାଯାଇଥାଏ ଯେ ଗୋଟିଏ ପରିବାର ଏବଂ ପୁରୁଷର ସଫଳତା ପଛରେ ସେହି ଘରର ଲକ୍ଷ୍ମୀ ଉପରେ ନିର୍ଭର କରିଥାଏ ଘରର ଲକ୍ଷ୍ମୀର ସ୍ୱଭାବର କାରଣରୁ ତାର ଘରେ ସୁନ୍ଦର ଏବଂ ବୈଭବ ଶାଳୀ ବନିଥାଏ ଏଥିରେ କୌଣସି ସନ୍ଦେହ ନାହିଁ |ବନ୍ଧୁଗଣ ଆମର ସମସ୍ତ ଦେବତା ମଧ୍ୟ ତାଙ୍କର ଅର୍ଦ୍ଧାଙ୍ଗିନୀ ମାନଙ୍କୁ ନିଜର ଶକ୍ତି ମାନି ଥାଆନ୍ତି ଯେମିତି ଶ୍ରୀ ହରି ବିଷ୍ନୁ ଙ୍କ ପାଇଁ ମାତା ଲକ୍ଷ୍ମୀ ସର୍ବପରି ଅଟନ୍ତି ସେହିପରି ଶିବ ଶକ୍ତି ବିନା ଅଧୁରା ଅଟନ୍ତି |ଆମ ସମାଜରେ ସ୍ତ୍ରୀ ମାନଙ୍କୁ ଅନ୍ନପୂର୍ଣ୍ଣା ଲକ୍ଷ୍ମୀ ସରସ୍ବତୀ ଆଉ ବୈଭବ ଆଣୁଥିବା ମନା ଯାଇଥାଏ ଯଦି ଘରର ଲକ୍ଷ୍ମୀ ଧର୍ମ ଅନୁସାରେ ଆଚରଣ କରେ ତେବେ ସେ ନିଜ ଘରକୁ ମନ୍ଦିର ବନାଇଥାଏ ଏହିପରି ବହୁତ ନିୟମ ବିବାହିତ ମହିଳା ମାନେ ପାଳନ କରିବା ଉଚିତ |

ଯଦି କୌଣସି ସ୍ତ୍ରୀ ଲୋକ ଏପରି ମାନେ ନାହିଁ ତେବେ ତାର ଫଳ ତାର ପରିବାର ଏବଂ ତାର ସନ୍ତାନ ମାନଙ୍କ ଉପରେ ପଡ଼ିଥାଏ |ଏହି କଥାକୁ ଧ୍ୟାନ ରଖି ବିବାହିତ ମହିଳା କେବେ ଚୁଟି ଧୋଇବା ଉଚିତ ଆଉ କେବେ ଧୋଇବା ଉଚିତ ନୁହେଁ ଏହାର ନିୟମ ଆମେ ଆପଣଙ୍କୁ କହିବାକୁ ଯାଉଛୁ |ପ୍ରଥମ କଥା କୁଆଁରୀ କନ୍ୟା ମାନେ କେବେବି ବୁଧବାର ଦିନ ଚୁଟି ଧୋଇବା ଉଚିତ ନୁହେଁ ଖାସ କରି ସେହିମାନେ ଯେଉଁମାନଙ୍କ ଛୋଟ ଭାଇ ଅଛି |ଏହା ଶାସ୍ତ୍ରରେ କୁହାଯାଇଛି ଯେଉଁ କନ୍ୟା ବୁଧବାର ଦିନ ଚୁଟି ସଫା କରିଥାଏ ତେବେ ତାର ଛୋଟ ଭାଇକୁ କଷ୍ଟ ଉଠାଇବାକୁ ପଡ଼ିଥାଏ |ତାହାର ଛୋଟ ଭାଇର ଜୀବନରେ କୌଣସି ନା କୌଣସି ସମସ୍ୟା ବନି ରହିଥାଏ |

ଏଥିପାଇଁ ଆପଣ ବୁଧବାର ଦିନ ଚୁଟି ଧୁଅନ୍ତୁ ନାହିଁ |ଦ୍ୱିତୀୟ କଥା ଆଜିର ଦିନ ବଦଳୁଛି ଏଥିରେ ଲୋକ ପ୍ରଭାବିତ ହୋଇ କୌଣସି ଶୁଭ ଦିନ ବା ଶୁଭ ପର୍ବରେ ଚୁଟି କାଟିବା ଏବଂ ଧୋଇବା କାର୍ଯ୍ୟ କରୁଛନ୍ତି କିନ୍ତୁ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମହିଳା ମାନେ କୌଣସି ଶୁଭ ତିଥିରେ ଚୁଟି କାଟିବା ଉଚିତ ନୁହେଁ କି ଧୋଇବା ବି ଉଚିତ ନୁହେଁ ଆପଣ ଶୁଭ ତିଥିର ପୂର୍ବ ଦିନରୁ ଏହି ସବୁ କାର୍ଯ୍ୟ କରିବା ଉଚିତ ଏହି ଦିନ ଚୁଟି କାଟିବା ବା ଧୋଇବାକୁ ଶୁଭ ମନାଯାଏ ନାହିଁ ଖାସ କରି ଏକାଦଶୀ ଅମାବାସ୍ୟା ଏବଂ ପୂର୍ଣ୍ଣିମା ଦିନ ଚୁଟି ବିଲକୁଲ ମଧ୍ୟ ସାମ୍ପୁ କରନ୍ତୁ ନାହିଁ ଏଥିରେ ଆପଣଙ୍କ ମସ୍ତିଷ୍କ ଉପରେ ଚନ୍ଦ୍ରମାର ପ୍ରଭାବ ପଡ଼ିଥାଏ |ତୃତୀୟ କଥା ଏହା ସର୍ବଦା ଧ୍ୟାନ ରଖନ୍ତୁ |

ଆପଣ ଯଦି କୌଣସି ଦିନ ବ୍ରତ ରଖୁଛନ୍ତି ଭୁଲରେ ବି ଚୁଟି ସଫା କରନ୍ତୁ ନାହିଁ ଯେମିତି ଆପଣ ସୋମବାରରେ ବ୍ରତ ରଖୁଛନ୍ତି ସେହି ବ୍ରତର ପୂର୍ବ ଦିନ ଚୁଟି ସଫା କରିପାରିବେ ଯେଉଁଦିନ ବ୍ରତ ରଖୁଛନ୍ତି ସେହିଦିନ ଚୁଟିକୁ ସଫା ରଖନ୍ତୁ ନାହିଁ ଆପଣ କେବଳ ସେଦିନ ଆପଣଙ୍କ ଚୁଟିରେ କଞ୍ଚା କ୍ଷୀର ପକାଇ ଧୋଇ ପାରିବେ |ଚତୁର୍ଥ କଥା ବିବାହିତ ମହିଳାମାନେ ଗୁରୁବାର ଦିନ ଚୁଟି ଧୋଇବା ଉଚିତ ହୋଇ ନଥାଏ ଏହି ଦିନ ମହିଳା ଏବଂ ପୁରୁଷ ମାନେ ଚୁଟି କାଟିବା ଏବଂ ଧୋଇବା ଠାରୁ ବର୍ଜିତ ଅଟେ |

ଆପଣ ଶାସ୍ତ୍ରରେ ପଢ଼ିଥିବେ ଗୁରୁବାର ଦିନ ଘରେ ଗୋଡ଼ ପୋଛା ଲଗାଇବା ଉଚିତ ନୁହେଁ ବୃହସ୍ପତି ଦେବତାକୁ ଗୁରୁ ମନା ଯାଇଥାଏ |ଏମିତି କୁହାଯାଏ ଯେ ଗୁରୁବାର ଦିନ ଚୁଟି କାଟିଲେ ଧୋଇଲେ ଘରେ ଆର୍ଥିକ ସମସ୍ୟା ଦେଖା ଯାଇଥାଏ |ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ବାର ହୋଇଥାଏ ଏହି ଦିନ ନିଜ ଚୁଟିକୁ ସୋଛ ରଖନ୍ତୁ ଏଥିରେ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଅବଶ୍ୟ ବର୍ଷିବ |

Leave a Reply

Your email address will not be published. Required fields are marked *