ଘରର ଚଟାଣ ତଳୁ ବାହାରିଲା ଭୟଙ୍କର ଜୀବ ଏଭଳି Jantu ଦେଖି ଲୋକମାନଙ୍କ ଉଡ଼ିଗଲା ହୋସ ଦୟାକରି ଛୋଟ ଛୁଆ ଦେଖନ୍ତୁ ନାହିଁ |

ନମସ୍କାର ଦର୍ଶକବନ୍ଧୁ ଆସିଲା ଏକ ବଡ଼ ଖବର ଘରର ଚଟାଣ ତଳୁ ;ବାହାରିଲା ଏକ ଭୟଙ୍କର ଜୀବ କିଛି ସମୟ ପୂର୍ବରୁ ଚଟାଣ ତଳୁ କିଛି ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା ପ୍ଲାଷ୍ଟର ଭାଙ୍ଗିବା ପରେ ବାହାରିଲା ଭୟଙ୍କର ଜୀବ ଲୋକେ ଦେଖି ଆଶ୍ଚର୍ଯ୍ୟ ଭିଡିଓ ହେଉଛି ଭାଇରଲ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର |

ତେବେ ସୋସିଆଲ ମେଡିଆରେ ଏବେ ଏକ ଭୟଙ୍କର ଖବର ଭାଇରଲ ହେବାରେ ଲାଗିଛି ଆପଣ ନଦୀରେ ପାଣି ଭିତରେ କୁମ୍ଭୀର ରହୁଥିବାର ଦେଖିଥିବେ କିନ୍ତୁ ଏହି ଭିଡିଓରେ କୁମ୍ଭୀର ଘରର ଚଟାଣ ତଳେ ରହିଥିବାର ଦେଖିବାକୁ ମିଳିଛି |କୁମ୍ଭୀର ପରି ଭୟଙ୍କର ଜୀବ ନଦୀ ପୁଷ୍କରିଣୀ କିମ୍ବା କେବେ ଭୂମି ତଳେ ରହିଥାଆନ୍ତି କିନ୍ତୁ ଏପରି କେବେ ହୋଇଛି କି ଆପଣ ନିଜର ଘରେ ଆରମରେ ବସିଛନ୍ତି |

ଆଉ ଅଚାନକ ଆପଣଙ୍କ ଘରୁ ଏକ କୁମ୍ଭୀର ବାହାରି ଆପଣଙ୍କ ସାମ୍ନାକୁ ଆସିଯିବ ଇନ୍ସଟାଗ୍ରାମରେ ଭାଇରଲ ହେଉଥିବା ଏପରି ଏକ ଖବର ଆପଣଙ୍କ ହୋସ ଉଡ଼ାଇଦେବ |ଏହି ଭିଡିଓରେ ଦେଖିବାକୁ ମିଳିଛି ଏକ କୁମ୍ଭୀର ଭୂମି ଫଟାଇ ବାହାରକୁ ଆସୁଛି ଓ କିଛି ଲୋକ ହତିଆର ମାଧ୍ୟମରେ ତାକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି |

ତେବେ ଏହି ଭିଡିଓ ଆମ ଦେଶର ଏକ କୌଣସି ରାଜ୍ୟରୁ ଆସିଛି ବୋଲି କୁହାଯାଉଥିବା ବେଳେ ଏବେ ଏହା ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *