ନମସ୍କାର ଦର୍ଶକବନ୍ଧୁ ପ୍ରତ୍ୟକ ବ୍ୟକ୍ତି ଜୀବନରେ ବଞ୍ଚି ରହିବା ପାଇଁ ଅଲଗା ଅଲଗା ଶୈଳୀ ରହିଥାଏ ସେହିପରି ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନରେ ନାମର ମଧ୍ୟ ଅଧିକ ମହତ୍ତ୍ୱ ରହିଛି ଏହା ଛଡ଼ା ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନରେ ନାମର ମଧ୍ୟ ଅନେକ ଖାସ ଏବଂ ଗୁରୁତ୍ୱ ରହିଛି ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ବହୁତ ଖାସ ମହତ୍ତ୍ୱ ରହିଥାଏ ଏହି ପ୍ରତ୍ୟକ ଅକ୍ଷରରୁ ତାହାର ଜୀବନରେ ଆସୁଥିବା ପ୍ରତ୍ୟକ ସୁଖ ଦୁଃଖ କଷ୍ଟ ସବୁ ଯୋଡ଼ି ହୋଇ ରହିଥାଏ |ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ବ୍ୟକ୍ତିତ୍ୱ ବା ତାର ସ୍ଵଭାଵ ନାମର ପ୍ରଥମ ଅକ୍ଷରରୁ ମଧ୍ୟ ଜଣା ପଡ଼ିଥାଏ ଆଜି ଆମେ ଆପଣଙ୍କୁ ସେହିଭଳି ତିନୋଟି ନାମର ଝିଅ ମାନଙ୍କ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁମାନେ ସ୍ୱଭାବରେ ବହୁତ ଅଧିକ ରାଗି ହୋଇ ଥାଆନ୍ତି ଏବଂ ସର୍ବଦା ଛୋଟ ଛୋଟ କଥାରେ ରାଗି ଯାଇ ଥାଆନ୍ତି |ତେବେ ଆସନ୍ତୁ ଜାଣିବା ସେହି ତିନୋଟି ନାମର ଝିଅ ମାନଙ୍କ ବିଷୟରେ |
ପ୍ରଥମ ଅକ୍ଷର ହେଉଛି N ଅକ୍ଷର -ଏହି ନାମର ଝିଅ ମାନେ ବହୁତ ସୁନ୍ଦର ହୋଇ ଥାଆନ୍ତି ଆଉ ଟିକେ ଟିକେ କଥାରେ ବହୁତ ରାଗି ଯାଇଥାଆନ୍ତି ଯାହା ଫଳରେ ଏମାନଙ୍କ ରାଗକୁ ଶାନ୍ତ କରିବା ଏତେ ସହଜ ହୋଇ ନଥାଏ ଏମାନେ ଯେମିତି ରୂପବତୀ ହୋଇ ଥାଆନ୍ତି ସେମାନେ ବହୁତ ଗୁଣବତୀ ହୋଇଥାଆନ୍ତି କିନ୍ତୁ ଏମାନେ ରାଗିଗଲେ ଏମାନଙ୍କୁ ମନାଇବା ବହୁତ କଷ୍ଟକର ହୋଇଥାଏ ତେଣୁ ଏହି ଭଳି ଝିଅ ମାନଙ୍କୁ ରାଗ ଠାରୁ ଯଥା ସମ୍ଭବ ଦୂରେଇ ରହିବା ଉଚିତ |
ତେବେ ଦ୍ୱିତୀୟ ଅକ୍ଷର ହେଉଛି S ଅକ୍ଷର -ଏହି ନାମର ଝିଅ ମାନଙ୍କ ସ୍ଵଭାଵ ବହୁତ ଭଲ ହୋଇଥାଏ ଏମାନେ କାହାକୁ ମଧ୍ୟ ଧୋକା ଦିଅନ୍ତି ନାହିଁ କିନ୍ତୁ ଏମାନଙ୍କ ସହିତ ଶତ୍ରୁତା ବହୁତ ଖରାପ ହୋଇଥାଏ |ଏମାନେ ବହୁତ ସଚୋଟ ଏବଂ ଧଳା ଅଟନ୍ତି ଏମାନେ ଦେଖିବାକୁ ମଧ୍ୟ ଖୁବ ଆକର୍ଷଣୀୟ ହୋଇ ଥାଆନ୍ତି କିନ୍ତୁ ଏହି ଝିଅ ମାନଙ୍କ ରାଗ ସର୍ବଦା ତାଙ୍କ ନାକ ଉପରେ ରହିଥାଏ ଏମାନେ ବହୁତ ରାଗି ସ୍ୱଭାବର ହୋଇ ଥାଆନ୍ତି |
ତେବେ ତୃତୀୟ ଅକ୍ଷର ହେଉଛି M ଅକ୍ଷର ଏହି ଅକ୍ଷର ଝିଅ ମାନଙ୍କୁ ଖୁବ କମ ସମୟ ମଧ୍ୟରେ କ୍ରୋଧ ଆସି ଯାଇଥାଏ ଏମାନେ ରାଗିଗଲେ ଏମାନଙ୍କୁ ଶାନ୍ତ କରିବା ବହୁତ କଷ୍ଟ ହୋଇଥାଏ କିନ୍ତୁ ଏମାନଙ୍କ ମସ୍ତିଷ୍କ ବହୁତ ବେଗରେ ଚାଲିଥାଏ ଏହି ଝିଅ ମାନେ ସାଧାରଣତଃ ବହୁତ ଭଲ ହୋଇ ଥାଆନ୍ତି କିନ୍ତୁ ଥରେ ରାଗିଗଲେ କାହା କଥା ଶୁଣନ୍ତି ନାହିଁ ଏମାନେ ଯେତେବେଳେ ଏକଲା ରହି ଥାଆନ୍ତି ସେତେବେଳେ ବହୁତ ରାଗି ଯାଇଥାଆନ୍ତି ତେବେ ଏହି ନାମର ଝିଅଙ୍କୁ କେବେ ଏକୁଟିଆ ଛାଡ଼ନ୍ତୁ ନାହିଁ