ଏବେ ଏବେ ସିନେମା ଜଗତ ପାଇଁ ଆସିଲା ବହୁତ ବଡ଼ ଦୁଖଦଃ ଖବର ,ଆରପାରିରେ ଏହି ଲୋକପ୍ରିୟ ଅଭିନେତ୍ରୀ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ |

ନମସ୍କାର ଦର୍ଶକବନ୍ଧୁ ଚଳଚ୍ଚିତ୍ର ଜଗତ ପାଇଁ ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି ଏହି ପ୍ରସିଦ୍ଧ ଅଭିନେତାଙ୍କ ଘରକୁ ଆସିଛି ବଡ଼ ଦୁଖଦଃ ଖବର ତେବେ ଆମ ଦେଶ ଭାରତ ହେଉଛି କଳା ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି ନାଚ ଏବଂ ଗୀତ କ୍ଷେତ୍ରରେ ଆମ ଦେଶ ଭାରତ ସବୁଠାରୁ ଆଗରେ |

ନିମ୍ନ ରକ୍ତଚାପ ବା ଲୋ ବ୍ଲଡ଼ ପ୍ରେସର ଜନିତ ଜଟିଳତା ହେତୁ ତାଙ୍କର ମୃ-ତ୍ୟୁ ଘଟିଥିବା ପରିବାର ଲୋକ ଅନୁମାନ କରିଛନ୍ତି ତେବେ ସ୍ଵନ୍ଦନା ଅପୂର୍ବ ନାମକ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ସେଥିରେ ସେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ଲୋକପ୍ରିୟ କାନଡା ଅଭିନେତା ବିଜୟଙ୍କ ପତ୍ନୀଙ୍କ ମୃ-ତ୍ୟୁ ଘଟିଛି |

କାନାଡ଼ା ଚଳଚ୍ଚିତ୍ରର ଜଣାଶୁଣା ଅଭିନେତା ତଥା ନିର୍ଦେଶକ ବିଜୟ ରାଘବେନ୍ଦ୍ର ଙ୍କ ପତ୍ନୀ ସ୍ଵନ୍ଦନା ଙ୍କ ପରଲୋକ ହୋଇଛି ତାଙ୍କୁ ମାତ୍ର 44 ବର୍ଷ ବୟସରେ ପରଲୋକ ହୋଇଛି ତେବେ ଅଭିନେତା ବିଜୟ ପତ୍ନୀଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଖୁସିରେ ଲହରୀ ଖେଳି ଯାଇଛି |

Leave a Reply

Your email address will not be published. Required fields are marked *