ଆପଣଙ୍କ SBI ରେ ଆକାଉଣ୍ଟ ଅଛି କି ସରକାର ଦେଲେ ବହୁତ ବଡ଼ ଖୁସି ଖବର ଶୀଘ୍ର ଦେଖନ୍ତୁ ଏମିତି ଉଠାଇ ପାରିବେ ଲାଭ |

ନମସ୍କାର ଦର୍ଶକବନ୍ଧୁ SBI ଗ୍ରାହକଙ୍କୁ ବଡ଼ ଝଟକା ଆପଣଙ୍କ ଯମ ଟଙ୍କା ଉପରେ କଟିବ ଚାର୍ଜ ଯଦି ଆପଣ ଜଣେ ଷ୍ଟେଟ ବ୍ୟାଙ୍କ ଗ୍ରାହକ ତେବେ କଣ ଆପଣ ଏଥିରେ କାରବାର କରୁଛନ୍ତି ତେବେ ଜାଣିରଖନ୍ତୁ ଆସୁଛି ଆଉ କିଛି ବଡ଼ ଖବର ଯାହାକି ଆପଣଙ୍କୁ ଲାଗିଲା ବଡ଼ ଝଟକା ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ |ଦେଶର ସର୍ବ ବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଆପଣ ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ |

ତେବେ SBI ର ଏକ ନିୟମ ଅନୁଯାଇ ଯେଉଁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଥାଏ ସେହି ଗ୍ରାହକଙ୍କ ଆକାଉଣ୍ଟରୁ ଚାର୍ଜ ମଧ୍ୟ କଟା ଯାଇଥାଏ |କ୍ୟାସ ଡିପୋଜିଟ ମେସିନରେ ଟଙ୍କା ଜମା କରିବା ଉପରେ ଏହି ଚାର୍ଜ ଆଦାୟ କରାଯାଏ ନଗଦ ଜମା ମଧ୍ୟ ଏକ ଏଟିଏମ ମେସିନ ପରି |ଅଧିକାଂଶ ଏଟିଏମ ମେସିନ ପାଖରେ ନଗଦ ଜମା ମେସିନ ରହିଛି ଆପଣ ଏଥିରେ ନଗଦ ଜମା କରିପାରିବେ |

ବ୍ରାଞ୍ଚକୁ ନଯାଇ ଆପଣ ଏହି ମେସିନ ବ୍ୟବହାର କରିପାରିବେ କିନ୍ତୁ ନୂଆ ନିୟମ ମୁତାବକ ଏହି ମେସିନରେ ଜମା କରିବା ପରେ ତୁରନ୍ତ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସେ |ତେବେ ପଚିଶ ଟଙ୍କା ଏହା ଠାରୁ ଅଧିକ ଜମା ଶ୍ଳୋକ କଟା ଯାଇଥାଏ |ତେବେ ଟଙ୍କା ପରିମାଣ ହିସାବରେ ଏହି ଚାର୍ଜ ମଧ୍ୟ ବୃଦ୍ଧି ହୋଇଥାଏ

ତେବେ ପ୍ରତି କାରବାର ସୀମା 49,900 ଟଙ୍କା ରହିଛି |ଆପଣ ଏହି ମେସିନ ସାହାଯ୍ୟରେ ଆପଣଙ୍କ ପିଏଫ ,ଆର୍ଡି ଏବଂ ଆପଣଙ୍କ ଋଣ ଆକାଉଣ୍ଟରେ ନଗଦ ଟଙ୍କା ଜମା କରିପାରିବେ ହେଲେ ବଡ଼ ନିୟମ ଅନୁଯାଇ ଖୁବ ଶୀଘ୍ର ଏହି ଟଙ୍କା ବୃଦ୍ଧି ପାଇବାକୁ ଯାଉଅଛି ଅର୍ଥାତ 25 ପରିବର୍ତ୍ତେ ଏହା ମଧ୍ୟ ଆହୁରି ବୃଦ୍ଧି ହେବ |

Leave a Reply

Your email address will not be published. Required fields are marked *