Priyanshi Mohapatraଙ୍କ ବଡ଼ ଇଚ୍ଛା କହିଲେ ବଡ଼ ହେଲେ ସେ ବାବୁଶାନଙ୍କ ହିରୋଇନ ହେବେ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ପ୍ରୀୟଂଶି ମହାପାତ୍ର ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଯିଏ କୁନି କଳାକାର ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ କାମ କରୁଛନ୍ତି ଯାହାଙ୍କୁ ଆପଣମାନେ ଇତି ନେତ୍ରା ରିୟା ମଙ୍ଗଳା ଶାବି ଭାବରେ ଅନେକ ସିରିଏଲ ରେ ଅଭିନୟ କରିଥିବାର ଦେଖି ଥିବେ ଆସନ୍ତୁ ଜାଣିବା ପ୍ରିୟଂଶି ଙ୍କ ବିଷୟରେ ତାଙ୍କର ହବି ଓ ସେ କଣ ପସନ୍ଦ |

ପ୍ରିୟଂଶି ଙ୍କୁ ଦେଖିବାକୁ ଯେତିକି ସୁନ୍ଦର୍ ତାଙ୍କର ଅଭିନୟ ମଧ୍ୟ ସେତିକି ସୁନ୍ଦର ତାଙ୍କୁ ନାଚିବାକୁ ଅଭିନୟ କରିବାକୁ ଡ୍ରଇଂ କରିବା ପାଇଁ ଓ ମୋଦେଲିଂ କରିବାକୁ ଭଲ ଲାଗେ ପ୍ରିୟାଂଶି ଙ୍କୁ ବିରିଆନି ବୋହୁତ ପସନ୍ଦ ତାଙ୍କୁ ମଟନ ଦମ୍ ବିରିଆନି ଓ ଚିକେନ ବିରିଆଣି ଭଲ ଲାଗେ ଓ ଫ୍ରୁଟ ମଧ୍ୟ ଭଲ ଲାଗେ |

ଆପଣମାନେ ପ୍ରିୟାଂଶି ପ୍ରଥମେ ସିନ୍ଦୂର ର ଅଧିକାର ରେ ଇତି ଭୂମିକାରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ତାହା ପାରେ ତାଙ୍କୁ ଗୋଟିଏ ପରେ ଗୋଟିଏ ସିରିଏଲ ମିଳି ଚାଲିଲା ଓ ସେ ତାଙ୍କର ସୁନ୍ଦର ଅଭିନୟ କରି ଚାଲିଛନ୍ତି ଓ ଦର୍ଶକ ମାନଙ୍କର ମନୋରଞ୍ଜନ କରି ଆସୁଛନ୍ତି |

ତାଙ୍କୁ ଇମୋସନାଲ ଚରିତ୍ରରେ ଅଭିନୟ କରିବାକୁ ଭଲ ଲାଗେ କାରଣ ଇମୋସନାଲ ଅଭିନୟକୁ ଦର୍ଶକ ମାନେ ବୋହୁତ ପସନ୍ଦ କରି ନଥାନ୍ତି ଓ ତାଙ୍କର ମାନଙ୍କୁ ଛୁଇଁଥାନ୍ତି ପ୍ରୀୟଂଶୀ ଙ୍କୁ ତାଙ୍କ ବାପା ମା ବୋହୁତ ଭଲ ପାଆନ୍ତି ସେ କିଛି କହିବା ପୂର୍ବରୁ ତାଙ୍କୁ ସବୁ ଜିନିଷ ଆଣି ଦେଇ ଦିଅନ୍ତି ପ୍ରିୟଂଶୀ ପାଠ ପଢା ସହିତ ନିଜର ଅଭିନୟ ଜାରି ରଖୁଛନ୍ତି |

ସେ ବଡ ହେଇ IS ଓ OS ଅଫିସର ଏବଂ ଡକ୍ଟର ହେବାକୁ ଚାହୁଛନ୍ତି ଓ ହିରୋଇନ୍ ହେବେ ସେ ବଡ ହୋଇ ବାବୁଶାନ୍ ଓ ସଲମାନ୍ ଖାନ୍ ଙ୍କ ହିରୋଇନ୍ ହେବାକୁ ଚାହୁଛନ୍ତି ତେବେ ଆପଣଙ୍କୁ ପ୍ରିୟାଂଶୀ କେମିତି ଲାଗନ୍ତି ଓ ତାଙ୍କର ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ଜଣାନ୍ତୁ ଏବଂ ପେଜ ଟି କୁ ସେୟାର ମଧ୍ୟ କରି ଦିଅନ୍ତି |

Leave a Reply

Your email address will not be published. Required fields are marked *