ଓଲିଉଡ଼ କମେଡିଆନ ଜୋଗେସ ଜୋଜୋଙ୍କ ପୁରା ସମ୍ପତ୍ତି ଜାଣିଲେ ଆପଣଙ୍କ ଉଡ଼ିଯିବ ହୋସ ,ଦେଖନ୍ତୁ ବିଶ୍ୱାସ ହେବ ନାହିଁ ଆପଣଙ୍କୁ |

ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜି ଆମେ ଜାଣିବା ଓଲିଉଡ଼ର ଜଣେ ଆଗ ଧାଡ଼ିର କମେଡିଆନ ଯାହାକୁ ଆପଣମାନେ ଯୋଗେସ ଜୋଜ ନାମରେ ବେଶ ଜାଣିଥିବେ ଆଜି ଆମେ ଜାଣିବା ଯୋଗେସ ଜୋଜଙ୍କ ପରିବାର ଏବଂ ସମ୍ପତ୍ତି ବିଷୟରେ |ଆମ ଓଲିଉଡ଼ ଜଗତରେ ଅନେକ କଳାକାର ଭରି ରହିଛନ୍ତି ଯାହାକି ସେମାନେ ବହୁତ ସୁନ୍ଦର କାମ କରି ଦର୍ଶକ ମାନଙ୍କ ମନୋରଞ୍ଜନ କରିବା ସହିତ ତାଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି |

ତେବେ ଅନେକ ହାସ୍ୟ ଅଭିନେତା ରହିଛନ୍ତି ସେଥି ମଧ୍ୟରୁ ଜଣେ ହେଉଛନ୍ତି ହାସ୍ୟ ଅଭିନେତା ଯୋଗେଶ ଜୋଜୋ ଯେ କି ଅନେକ ଫିଲ୍ମ ଏବଂ କମେଡି ସୋ ରେ ଅଭିନୟ କରି ଦର୍ଶକମାନଙ୍କ ଭଲ ପାଇବା ସାଉଣ୍ଟି ପାରିଛନ୍ତି |ଏହି କମେଡିଆନ ଜଣକ ସମ୍ବଲ ପୁର ଜିଲ୍ଲାରେ 10 ଜାନୁଆରୀ 1993 ମସିହାରେ ସମ୍ବଲପୁରର ରସ ପାଲି ଠାରେ ଜନ୍ମ ଗ୍ରହଣ କରିଥିଲେ ବୋଲି କୁହାଯାଉଛି |

ତେବେ ତାଙ୍କର ନାମ ପ୍ରକୃତ ନାମ ଜୋଜେସ ଅଗ୍ରୱାଲ ବାପାଙ୍କ ନାମ ଧନ ଅଗ୍ରୱାଲ ଓ ମାଙ୍କ ନାମ ହେଉଛି ଜୟନ୍ତ ଅଗ୍ରୱାଲ ବୋଲି କୁହାଯାଉଛି |ତେବେ ଯୋଗେଶ ଜୋଜ ଶିବାନୀ କଦନାଙ୍କୁ ବିବାହ କରିଥିଲେ |2008 ମସିହାରେ ସମ୍ବଲ ପୁରର ମୁରା ହାଇସ୍କୁଲରେ ସେ ସ୍କୁଲ ଲାଇଫ ବିତାଇଥିଲେ |

ଆଉ ଡିପିଏ କଲେଜରେ ସେ ପାଠ ପଢିଥିଲେ |ଅଭିନେତା ଯୋଗେସ ଜୋଜଙ୍କ ମାସକୁ ରୋଜଗାର ହେଉଛି ଦୁଇ ଲକ୍ଷ ଟଙ୍କା ଏବଂ ସେ କୌଣସି ଷ୍ଟେଜ ପ୍ରୋଗ୍ରାମକୁ ଗଲେ ଚାଳିଶରୁ ପଚାଶ ହଜାର ଟଙ୍କା ନିଅନ୍ତି |

Leave a Reply

Your email address will not be published. Required fields are marked *