ମାତ୍ର 13 ରନ କରି ଇତିହାସ ରଚିଲେ ସଞ୍ଜୁ ,ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ କହିବେ ଏମିତି କେମିତି ହେଲା

ନମସ୍କାର ଦର୍ଶକବନ୍ଧୁ ୱେଷ୍ଟନଡିଜ ବିପକ୍ଷ ମ୍ୟାଚରେ ସଞ୍ଜୁ ସାମସନ ରଚିଲେ ଇତିହାସ ମାତ୍ର 13 ରନ କରି କରିଦେଲେ ଏହି ବଡ଼ ରେକର୍ଡ ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଟ୍ୱିଟ୍ୱେଣ୍ଟି କ୍ରିକେଟରେ 6,000 ରନ ପୂରଣ କରିଛନ୍ତି ଏହି ଡାହାଣ ହାତୀ ବ୍ୟାଟ୍ସମ୍ୟାନ ୱେଷ୍ଟନଡିଜ ଆଞ୍ଚଳିକ ଗ୍ରାଉଣ୍ଡରେ ପାର୍କ ଷ୍ଟାଡିୟମରେ ପଞ୍ଚମ ଟ୍ୱିଟ୍ୱେଣ୍ଟି ରେ ଏହି ମ୍ୟାଚରେ ଏହି ସ୍କୋର ହାସଲ କରିଛନ୍ତି |

ସାମସନ 13 ରନ କରି 6000 ରନ ମାର୍କ ସ୍କୋର କରିଛନ୍ତି ସେ 243 ଟି ଟ୍ୱିଟ୍ୱେଣ୍ଟି ମ୍ୟାଚରେ କୀର୍ତ୍ତିମାନ କରିଥିଲେ ତେବେ ପଞ୍ଚମ ଟିଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚରେ 13 ରନ କରି ସେ ଆଉଟ ହୋଇଛନ୍ତି |2011 ରେ ସହୀଦ ମୁସ୍ତାକ ଅଲି ଟ୍ରଫି ସମୟରେ ସାମସନ ତାଙ୍କର ଟିଟ୍ୱେଣ୍ଟି ଡେବ୍ୟୁ କରିଥିଲେ |

ତାଙ୍କ ନାମରେ ତିନୋଟି ଶତକ ଏବଂ 38 ଟି ଅର୍ଦ୍ଧଶତକ ରହିଛି |ସଞ୍ଜୁ ଏପର୍ଯ୍ୟନ୍ତ ତାଙ୍କ ଆଶା ଅନୁଯାଇ ଟିଟ୍ୱେଣ୍ଟି ଇଣ୍ଟର ନେସନାଲରେ ପ୍ରଦର୍ଶନ କରିବାରେ ସକ୍ଷମ ହୋଇ ନାହାଁନ୍ତି ସେ ଏପର୍ଯ୍ୟନ୍ତ 19 ଟି ଟିଟ୍ୱେଣ୍ଟି ଅନ୍ତର୍ଜାତୀୟ ଇନିଂସରେ 19,6,8,2,23 ,15,10,27,7,0,39 ,18,77,15 ,12 ଏବଂ 13 ରନ ସଂଗ୍ରହ କରିଛନ୍ତି |

Leave a Reply

Your email address will not be published. Required fields are marked *