ମାଙ୍କଡ଼ କବଳରେ ଜଙ୍ଗଲର Raja ,ପୁରା ଘଟଣା ଦେଖିଲେ ଆପଣଙ୍କ ଉଡ଼ିଯିବ ହୋସ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ |

ନମସ୍କାର ଦର୍ଶକବନ୍ଧୁ ମାଙ୍କଡ କବଳରେ ଜଙ୍ଗଲର ରାଜା ସିଂହ କୁ ଏମିତି ଗୋଡ଼ାଇଲା ମାଙ୍କଡ଼ ତେବେ ଭିଡିଓ ହେଉଛି ଭାଇରଲ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର |ତେବେ ସିଂହ ଜଙ୍ଗଲ ଦୁନିଆର ସବୁଠାରୁ ଭୟଙ୍କର ଏବଂ ଶକ୍ତିଶାଳୀ ପଶୁ ଭାବରେ ପରିଗଣିତ ହୋଇଥାଏ ସେ ନିଜର ଶିକାର କୁ ଖସି ଯିବାରୁ କେବେ ସୁଯୋଗ ଦିଏ ନାହିଁ ଏହାର ଗର୍ଜନ ଶୁଣିଲେ ସମସ୍ତ ଜୀବ ଜନ୍ତୁ ଥରି ଉଠନ୍ତି |

ଏହା କବଳରେ ଥରେ ପଡ଼ିଲେ ମୁକୁଳିବା ଅସମ୍ଭବ ସେଥିପାଇଁ ଅଧିକାଂଶ ପଶୁ ସିଂହକୁ ଭୟ ମଧ୍ୟ କରି ବାଟ ଭାଙ୍ଗି ଚାଲି ଯାଆନ୍ତି କିନ୍ତୁ ଆଜି କାଲି ସୋସିଆଲ ମେଡିଆ ରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଏକ ମାଙ୍କଡ଼ ସିଂହକୁ ଗୋଡ଼ଉଛି |ଭୟରେ ଜଙ୍ଗଲର ରାଜା ସିଂହ ନିଜ ଜୀବନକୁ ରକ୍ଷା କରିବା ପାଇଁ ଦୌଡ଼ିକି ପଳାଉଛନ୍ତି ଭିଡିଓରେ ଦେଖା ଯାଉଛି

ସିଂହ ଶିକାର ଖୋଜୁଛି ଠିକ ସେତିକି ବେଳେ ଏକ ଗଛରେ ଅନେକ ମାଙ୍କଡ଼ ନଜରରେ ଆସିଛନ୍ତି ସିଂହ ସେମାନଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି ସେହି ସମୟରେ ଏକ ବଡ଼ ମାଙ୍କଡ଼ ସିଂହ ଆଡ଼କୁ ଦୌଡ଼ି ଆସି ଆକ୍ରମଣ କରୁଛି |

ମାଙ୍କଡ଼ ସିଂହକୁ ଆକ୍ରମଣ କରିବା ପାଇଁ ଏହା ଉପରକୁ ଲମ୍ଫ ପ୍ରଦାନ କରୁଛି ଏହା ପରେ ସେଠାରେ ଥିବା ସମସ୍ତ ମାଙ୍କଡ଼ ବହୁତ ପାଟି ମଧ୍ୟ କରୁଛନ୍ତି ହଟାତ ଆକ୍ରମଣ ଦେଖି ସିଂହ ଦୌଡ଼ି ପଳାଉଛି ତେବେ ଏହି ଭିଡିଓ ଏକ ପର୍ଯ୍ୟଟକଙ୍କ ଦ୍ୱାରା କଏଦ ହୋଇଛି
|

Leave a Reply

Your email address will not be published. Required fields are marked *