ହେଲୋ ଫ୍ରେଣ୍ଡ୍ ଗଛ ପତ୍ର ଏବଂ ବନସ୍ପତି ଦ୍ବାରା ଆମକୁ ଜୀବନର ଉପଯୋଗୀ ପ୍ରତ୍ୟେକ ବସ୍ତୁ ମିଳିଥାଏ ଆମର ଜୀବନ ବୃକ୍ଷ ଲତା ଉପରେ ନିର୍ଭର କରିଥାଏ କାରଣ ବୃକ୍ଷ ଠାରୁ ଆମକୁ ପ୍ରାଣ ବାୟୁ ଅମ୍ଳଜାନ ମିଳିଥାଏ ଚାରା ଏବଂ ହରାଭରା ବୃକ୍ଷ ଲତା ବତା ବରଣ କୁ ଶୁଦ୍ଧ କରିବା ସହ ଆମର ମନ ମସ୍ତିଷ୍କ କୁ ବି ଶାନ୍ତ ରଖିଥାଏ ବୃକ୍ଷ ଲତା ରୁ ବାହାରୁ ଥିବା ସକାରାତ୍ମକ ଉର୍ଜାରେ ଆଖ ପାଖର ନକାରାତ୍ମକ ଉର୍ଜାବି ସମାପ୍ତ ହୋଇଯାଏ ବସ୍ତୁ ଶାସ୍ତ୍ର ରେ ମଧ୍ୟ ବୃକ୍ଷ ଲତା ର ବୋହୁତ ମହତ୍ଵ କୁହାଯାଇଛି ବସ୍ତୁ ଶାସ୍ତ୍ର ଅନୁସାରେ କିଛି ଗଛ ଲତା ଅଛି ଯାହା ଆମ ପାଇଁ ବୋହୁତ ଶୁଭ ହୋଇଥାଏ ଏବଂ ତାହାକୁ ଆମେ ଆମର ଘରେ ଲଗାଇ ଥାଆନ୍ତି ଏଥି ମଧ୍ୟରୁ କିଛି ଗଛ ଆମ ଘରର ସାମ୍ନାରେ ନିଜେ ଆପେ ଆପେ ଉଠିଯାଏ ତେବେ ଏହା ଆମର ଘରକୁ ସୁଖ ସମ୍ବୃଧି ଏବଂ ଶାନ୍ତି ଆସିବାର ସଂକେତ ଦେଇଥାଏ ଏପରି ଗଛ ଘରେ ହେଲେ ଆମର ବର୍ତ୍ତମାନ୍ ଓ ଭବିଷ୍ୟତ କୁ ସୁନ୍ଦର ହୋଇଯାଏ ଏଥି ପାଇଁ ଏହି ଗଛ କୁ ଘରେ ଲଗାଇବା ଉଚିତ୍ ଆସନ୍ତୁ ଜାଣିବା ସେହି ଗଛ କଣ କଣ ଯାହାକୁ ଘରେ ଗଲେଇବା
ନମ୍ବର 1 ତୁଳସୀ ଗଛ – ତୁଳସୀ ଗଛ କୁ ଧାର୍ମିକ ଆଧ୍ୟାତ୍ମିକ ସଂସ୍କୃତିକ ଏବଂ ଔଷଧିୟ ଦୃଷ୍ଟିରେ ଅତ୍ୟନ୍ତ ଶୁଭ ଓ ପବିତ୍ର ଗଛ ମନାଯାଏ ହିନ୍ଦୁ ଶାସ୍ତ୍ର ଅନୁସାରେ ସବୁ ହିନ୍ଦୁ ଘରେ ତୁଳସୀ ଗଛ ଲାଗିବା ଉଚିତ୍ ତୁଳସୀ ଗଛ ମା ଲକ୍ଷ୍ମୀ ଙ୍କର ପ୍ରତୀକ ହୋଇଥାଏ ଏବଂ ତୁଳସୀ ର ପତ୍ର ଭଗବାନ ବିଷ୍ଣୁ ଙ୍କୁ ଅତ୍ୟନ୍ତ ପ୍ରିୟ ଏଥି ପାଇଁ ତୁଳସୀ ଗଛ ଘରେ ରହିଲେ ଆମର ଘର ଧନ ଧ୍ୟାନ ଓ ଆରୋଗ୍ୟ କମି ହୁଏ ନାହିଁ ତୁଳସୀ ଗଛ ରୁ ନିରନ୍ତର ବାହାରୁ ଥିବା ଶୁଦ୍ଧ ଏବଂ ସକାରାତ୍ମକ ଉର୍ଜା ରେ ଆମର ଜୀବନ ମଧ୍ୟ ସକାରାତ୍ମକ ହୋଇଯାଏ ଘରର ଅଗଣାରେ ରଖା ଯାଇଥିବା ତୁଳସୀ ଗଛ ଅଶୁଭ ଶକ୍ତିକୁ ଘରେ ପ୍ରବେଶ କରିବା ପାଇଁ ଦିଏ ନାହିଁ
ନମ୍ବର 2 ବେଲ ଗଛ – ଯେଉଁ ଘରେ ବେଲ ବୃକ୍ଷ ଥାଏ ସେହି ଘରର ଲୋକ ସବୁବେଳେ ସୁଖୀ ରହିଥାନ୍ତି ବେଲ ଗଛ ବଢି ବଢି ବୋହୁତ ବଡ ହୋଇଯାଏ ଏବଂ ଆମକୁ ଛାୟା ପ୍ରଦାନ କରେ ଥାଏ ଏହି ବୃକ୍ଷ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଏଥି ପାଇଁ ଯଦି ଆମେ ବେଲ ଗଛ କୁ ଆମ ଘରେ ଲାଗନ୍ତି ତେବେ ଶିବଙ୍କର ଆଶୀର୍ବାଦ ରୁ ଆମ ଘର ଠାରୁ ସବୁ ବାଧା ଭୂତ ପ୍ରେତ ଓ ଅଶୁଭ ଶକ୍ତି ଦୂରେଇ ରହନ୍ତି ତାହା ସହିତ ରାହୁ କେତୁଙ୍କ ଅଶୁଭ ପ୍ରଭାବରୁ ମଧ୍ୟ ଆମର ଘର ସୁରକ୍ଷିତ ରହିଥାଏ ଏଥି ପାଇଁ ଘରେ ବେଲ ଗଛ ରହିବା ବୋହୁତ ଶୁଭ ମାନାଜାଏ
ନମ୍ବର 3 ଲେମ୍ବୁ ଗଛ – ତନ୍ତ୍ର ମନ୍ତ୍ର ସାଧନା ଓ ଖରାପ ନଜରରୁ ବଞ୍ଚିବା ପାଇଁ ଲେମ୍ବୁ ର ଉପଯୋଗ କରାଯାଏ କାରଣ ଲେମ୍ବୁ ରେ ନକାରାତ୍ମକତା କୁ ହଟେଇବା ପାଇଁ ଅଦ୍ଭୁତ ଶକ୍ତି ରହିଥାଏ ଲେମ୍ବୁ ତାହାର ଆଖ ପାଖରେ ଥିବା ଖରାପ ଶକ୍ତି ମଧ୍ୟ ନିଜ ଭିତରକୁ ଟାଣି ଆଣେ ସେହି ପାଇଁ ଘରେ ଯଦି ଲେମ୍ବୁ ଗଛ ଥାଏ ତାହା ପ୍ରଭାବରୁ ଘରକୁ କାହାର ଖରାପ ନଜର ଲାଗେ ନାହିଁ ଏବଂ ଆମ ଘରର ବାତ୍ତା ବରଣ ଶୁଦ୍ଧ ଏବଂ ସକାରାତ୍ମକ ଉର୍ଯାରେ ଭାରି ରହିଥାଏ
ନମ୍ବର 4 ଅରଖ ଗଛ – ଅରଖ ଗଛ କୁ ଶୁଭ ମାନାଯାଏ ଏହି ଗଛର ଫୁଲ କୁ ଭଗବାନ ଶିବଙ୍କୁ ଅର୍ପିତ କରାଯାଏ ଅରଖ ଗଛ ଆମର ଜୀବନରେ ଆସିବାକୁ ଯାଉଥିବା ବାଧା ବିଘ୍ନକୁ ଦୂର କରିଥାଏ ଯେଉଁ ଲୋକ ଙ୍କ ଘରର ମୁଖ୍ୟ ଦ୍ୱାରରେ ହଠାତ୍ ଅରଖ ଗଛ ଉଠିଯାଏ ସେହି ଘରେ କେବେବି କିଛି କମି ରହେ ନାହିଁ
ନମ୍ବର 5 କଦଳୀ ଗଛ – ଏହି ଗଛ ମଧ୍ୟ ଶୁଭ ହୋଇଥାଏ ଏହା ଘରକୁ ସୁଖ ସମ୍ବୃଧି ଏବଂ ଖୁସୀ ଆଣିଥାଏ କଦଳୀ ଗଛ ରେ ଭଗବାନ ବିଷ୍ଣୁ ବାସ କରନ୍ତୁ ସେଥି ପାଇଁ ଘର ର ସାମ୍ନାରେ କଦଳୀ ଗଛ ରହିଲେ ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ
ନମ୍ବର 6 ନଡ଼ିଆ ଗଛ – ନଡ଼ିଆ କୌଣସି ବି ଧାର୍ମିକ ଅନୁଷ୍ଠାନ ର ଏକ ଅଙ୍ଗ ହୋଇଥାଏ ଏହାକୁ ଅତ୍ୟନ୍ତ ଶୁଭ ମନାଯାଏ ଘରର ଅଗଣାରେ ନଡ଼ିଆ ଗଛ ଥିଲେ ସେହି ଘରେ ସବୁ ବେଳେ ସୁଖ ଶାନ୍ତି ବନି ରହିଥାଏ ଏବଂ ସେହି ଘରର ସଦସ୍ୟଙ୍କ ର ସମାଜରେ ବୋହୁତ ମାନସମ୍ମାନ ହୋଇଥାଏ
ନମ୍ବର 7 ଅଁଳା ଗଛ – ଅଁଳା ଗଛ ଭୌତିକ ତଥ୍ୟରେ ଭରପୁର ରହିଥାଏ ଏହି ଗଛ ର ଆଖ ପାଖରେ ସକାରାତ୍ମକ ଊର୍ଯା ଖେଳେଇ ରହୁଥାଏ ଏଥି ପାଇଁ ଘରର ଅଗଣାରେ ଅଁଳା ଗଛ ଲଗାଇଲେ ଘରର ସଦସ୍ୟ ଙ୍କର ସ୍ବାସ୍ଥ୍ୟ ସବୁ ବେଳେ ଭଲ ରହିଥାଏ ଏବଂ ଘରେ ସକାରାତ୍ମକ ଉର୍ଜାର ବତା ବରଣ ବନି ରହିଥାଏ ଏବଂ ଅଁଳା ଗଛ କୁ ପାପ ହରଣ କାରୀ ଗଛ ବୋଲି କୁହାଯାଏ
ନମ୍ବର 8 ହଳଦୀ କୁ ମଧ୍ୟ ପବିତ୍ର ମାନା ଯାଏ ପୂଜା ପାଠ ଏବଂ ଧାର୍ମିକ ଅବସରରେ ହଳଦୀ ର ପାୟୋଗ କରାଯାଏ ଏହି ଗଛ ଯଦି ଘରର ଆଖ ପାଖରେ ଆପେ ଆପେ ଉଠେ ତେବେ ଅତି ଶୁଭ ଦାୟକ ହୋଇଥାଏ