ଏ ହେଉଛନ୍ତି Ollywoodର ସବୁଠୁ ଧନୀ ହିରୋ… ଗୋଟେ ଫିଲ୍ମ କରିବାକୁ ନିୟନ୍ତି ଏତେ ଟଙ୍କା, ଜାଣିଲେ Ratiର ନିଦ ହଜିଯିବ… ବାପରେ ଏତେ ଟଙ୍କା

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଓଲିଉଡ଼ ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ହିରୋମାନଙ୍କ ବିଷୟରେ ଜାଣିବା ଯେଉଁମାନେ ଗୋଟେ ଫିଲ୍ମ କରିବା ପାଇଁ ନିଅନ୍ତି ଲକ୍ଷ ଲକ୍ଷ ଟଙ୍କା ତେବେ ଆସନ୍ତୁ ଜାଣିବା କେଉଁ ହିରୋ କେତେ ଟଙ୍କା ନିଅନ୍ତି |

ନମ୍ବର 11 ରେ ଆସୁଛନ୍ତି ଜ୍ୟୋତି -ତାହେଲେ ଜ୍ୟୋତି ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଖୁବ କମ ସିନେମା କରିଛନ୍ତି ତେବେ ଜ୍ୟୋତି ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ପାଞ୍ଚ ରୁ ସାତ ଲକ୍ଷ ଟଙ୍କା ନେଇ ଥାଆନ୍ତି |ଜ୍ୟୋତିର ପ୍ରାୟ ସମ୍ପତ୍ତି ଦୁଇରୁ ତିନି କୋଟି ଟଙ୍କା ପର୍ଯ୍ୟନ୍ତ ହେବ |

ନମ୍ବର 10 ରେ ଆସୁଛନ୍ତି ସମ୍ବିତ-ତେବେ ସମ୍ବିତଙ୍କୁ ତ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ତେବେ ସମ୍ବିତ ଗୋଟିଏ ସିନେମା ପାଇଁ ଦଶରୁ ବାର ଲକ୍ଷ ଟଙ୍କା ନିଅନ୍ତି ତେବେ ସମ୍ବିତଙ୍କ ଟୋଟାଲ ସମ୍ପତ୍ତି ଆମେ ଦେଖିବା ତାହା ଚାରିରୁ ପାଞ୍ଚ କୋଟି ଟଙ୍କା ପର୍ଯ୍ୟନ୍ତ ରହିଥିବ |

ନମ୍ବର 9 ରେ ଅଛନ୍ତି ଦେବାଶିଷ -ଦେବାଶିଷ ବହୁତ ସାରା ସିନେମାରେ ଅଭିନୟ କରିଛନ୍ତି ପ୍ରଥମେ ସେ ଆଲବମ ଜରିଆରେ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି ମାରିଥିଲେ |ଦେବାଶିଷ ପ୍ରାୟ ଗୋଟିଏ ସିନେମାରେ ଅଭିନୟ କରିବା ପାଇଁ ପାଞ୍ଚ ଲକ୍ଷ ଟଙ୍କା ନିଅନ୍ତି ତେବେ ତାଙ୍କ ଟୋଟାଲ ସମ୍ପତ୍ତି ଆମେ ଯଦି ଦେଖିବା ତାହେଲେ ପାଞ୍ଚ କୋଟି ଟଙ୍କା ହେବ |

ଏହା ପରେ 8 ନମ୍ବରରେ ଆସୁଛନ୍ତି ସ୍ୱରାଜ ବାରିକ -ତେବେ ସ୍ଵରାଜେ ଶିଶୁ କଳାକାର ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ ଆଉ ବର୍ତ୍ତମାନ ସମୟରେ ସେ ଓଲିଉଡ଼ର ଆଗ ଧାଡ଼ିର କଳାକାର ବନି ପାରିଛନ୍ତି ସ୍ୱରାଜ ବର୍ତ୍ତମାନ ଗୋଟିଏ ଫିଲ୍ମରେ ଅଭିନୟ ପାଇଁ ଦଶରୁ ପନ୍ଦର ଲକ୍ଷ ଟଙ୍କା ନେଉଛନ୍ତି ତେବେ ତାଙ୍କ ଟୋଟାଲ ସମ୍ପତି ଦେଖିଏ ସାତରୁ ଆଠ କୋଟି ଟଙ୍କା ହେବ |

ଏହା ପରେ ସାତ ନମ୍ବରରେ ଆସୁଛନ୍ତି ସବ୍ୟସାଚୀ -ତେବେ ଆପଣମାନେ ଜାଣିଥିବେ ସବ୍ୟସଚୀ ଆଲବମ ଜରିଆରେ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଆସିଥିଲେ ପରବର୍ତ୍ତୀ ସମୟରେ ସେ ଓଡ଼ିଆ ସିନେମାରେ ମଧ୍ୟ ଅଭିନୟ କରିଥିଲେ |ତେବେ ସବ୍ୟସଚୀ ଗୋଟିଏ ସିନେମାରେ ଅଭିନୟ ପାଇଁ ଦଶରୁ ବାର ଲକ୍ଷ ଟଙ୍କା ନେଉଛନ୍ତି |ତେବେ ତାଙ୍କ ସମ୍ପତ୍ତି ପ୍ରାୟ ଆଠ ରୁ ନଅ କୋଟି ଟଙ୍କା ରହିଛି |

ଏହା ପରେ 6 ନମ୍ବରରେ ଆସୁଛନ୍ତି ଅରିନ୍ଦମ ସେ ବହୁତ ସାରା ସିନେମାରେ ଅଭିନୟ କରିବା ସହିତ ତାଙ୍କ ପ୍ରଡକ୍ସନ ହାଉସ ମଧ୍ୟ ରହିଛି ଯେଉଁଥିରେ ସେ ନିଜେ ସିନେମା ପ୍ରସ୍ତୁତ କରନ୍ତି ଗୋଟିଏ ସିନେମା ପାଇଁ ସେ ପ୍ରାୟ ଦଶରୁ ପନ୍ଦର ଲକ୍ଷ ଟଙ୍କା ନେଇ ଥାଆନ୍ତି ଆଉ ଅରିନ୍ଦମଙ୍କ ଟୋଟାଲ ସମ୍ପତ୍ତି ଆମେ ଦେଖିବା ଆଠରୁ ନଅ କୋଟି ଟଙ୍କା ହେବ |

ଏହା ପରେ ପାଞ୍ଚ ନମ୍ବରରେ ଆସୁଛନ୍ତି ଦୀପକ ଦୀପକ ବହୁତ ସାରା ଓଡ଼ିଆ ସିନେମାରେ ଅଭିନୟ କରି ସାରିଛନ୍ତି ତେବେ ସେ ଗୋଟିଏ ସିନେମାରେ ଅଭିନୟ ପାଇଁ ପାଞ୍ଚ ଲକ୍ଷ ଟଙ୍କା ନେଇ ଥାଆନ୍ତି |ତେବେ ବର୍ତ୍ତମାନ ସମୟରେ ଦୀପକଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ନଅ କୋଟି ଟଙ୍କା ରହିଛି |

ଏହା ପରେ 4 ନମ୍ବରରେ ଆସୁଛନ୍ତି ବାବୁଶାନ ମହାନ୍ତି ଓଲିଉଡ଼ ଇଣ୍ଡଷ୍ଟ୍ରିରେ ନମ୍ବର 1 ଅଭିନେତା ବନି ପାରିଛନ୍ତି ବାବୁଶାନ ବାବୁଶାନ ଗୋଟିଏ ସିନେମାରେ ଅଭିନୟ ପାଇଁ ପଚିଶରୁ ତିରିଶ ଲକ୍ଷ ଟଙ୍କା ନେଇ ଥାଆନ୍ତି |

ଏହା ପରେ 3 ନମ୍ବରରେ ରହିଛନ୍ତି ସିଦ୍ଧାନ୍ତ ମହାପାତ୍ର ସିଦ୍ଧାନ୍ତ ଲବେ ଦଶକରୁ ଓଲିଉଡ଼ ସିନେମାରେ ଅଭିନୟ କରି ଆସୁଛନ୍ତି ଆଉ ବର୍ତ୍ତମାନ ସିଦ୍ଧାନ୍ତ ଗୋଟିଏ ସିନେମା ଅଭିନୟ ପାଇଁ ପ୍ରାୟ ଦଶ ଲକ୍ଷରୁ ଅଧିକ ନିଅନ୍ତୁ |

ଏହା ପରେ 2 ନମ୍ବରରେ ଆସୁଛନ୍ତି ଅନୁଭବ ମହାନ୍ତି ଅନୁଭବ ଗୋଟିଏ ସିନେମାରେ ଅଭିନୟ କରିବା ପାଇଁ ପଚିଶରୁ ତିରିଶ ଲକ୍ଷ ଟଙ୍କା ନେଇ ଥାଆନ୍ତି ସିନେମାରେ ଅଭିନୟ ପାଇଁ ରାଜନୀତିରେ ମଧ୍ୟ ଅଛନ୍ତି |

ଏହା ପରେ ନମ୍ବର 1 ରେ ଆସୁଛନ୍ତି ଅର୍ଧେନ୍ଦୁ ସେ ବହୁତ କମ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି ସତ ହେଲେ ତାଙ୍କର ସାଇଡ ବିଜନେସ ବହୁତ ସାରା ରହିଛି ଯାହା ଦ୍ୱାରା ସେ ସବୁ ଓଡ଼ିଆ ହିରୋ ମାନଙ୍କ ମଧ୍ୟରୁ ଧନୀ ହିରୋ ପାଲଟି ପାରିଛନ୍ତି |ତାଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ପଚାଶ କୋଟିରୁ ଅଧିକ ହେବ |

Leave a Reply

Your email address will not be published. Required fields are marked *