ନମସ୍କାର ଦର୍ଶକବନ୍ଧୁ ହର ଘର ତିରଙ୍ଗା ଯଦି ଆପଣ ଏମିତି ଏକ ସାର୍ଟିଫିକେଟ ଡାଉନଲୋଡ଼ କରିବାକୁ ଚାହୁଁଛନ୍ତି ତାହେଲେ ଇଏ ମଧ୍ୟ ଫ୍ରିଇ ରେ ଆଉ ଆପଣ ଏହାକୁ ଯେକୌଣସି ସୋସିଆଲ ମେଡିଆରେ ମଧ୍ୟ ଶେୟାର କରିପାରିବେ ତେବେ କେମିତି ଆପଣ ଏହାକୁ ବନାଇବେ ପୁରା ସମ୍ପୂର୍ଣ୍ଣ ଷ୍ଟେପ ବାଏ ଷ୍ଟେପ ଜାଣିବା |ପ୍ରଥମେ ଆପଣ ଗୁଗଲ ବ୍ରାଉଜର ଓପନ କରନ୍ତୁ ତାପରେ ସର୍ଚ୍ଚ କରନ୍ତୁ ହର ଘର ତିରଙ୍ଗା |
ଆପଣଙ୍କ ସାମ୍ନାରେ ପ୍ରଥମେ ଯେଉଁ ୱେବସାଇଟରେ ଆସିବ ହର ଘର ତିରଙ୍ଗା ଡଟ କମ ସେହି ୱେବସାଇଟରେ ଆପଣ କ୍ଲିକ କରିଦେବେ ଏମିତିକି କିଛି ଅପ୍ସନ ଆସି ଯାଉଅଛି |ତେବେ ଏଇଠି ଦେଖନ୍ତୁ ଗ୍ରୀନ କଲରରେ ଲେଖା ଯାଇଛି ଅପ୍ଲୋଡ ସେଲ୍ଫି ଉଇଥ ଫ୍ଲାଗ ଆପଣ ତାହା ଉପରେ କ୍ଲିକ କରିବେ ଏଇଟି ଉପରେ ନେମ ଦେଇଦେବେ |
ତାପରେ ଆପଣ ଲକ୍ଷ କରିବେ ତଳେ ଏକ ବକ୍ସ ଚିନ୍ହ ସେଠାରେ ଆପଣ ଠିକ ମାରିଦେବେ ଆପଣଙ୍କ ଯଦି କୌଣସି ତିରଙ୍ଗା ଫୋଟ ସହିତ ଥିବ ଆପଣ ଦେଇପାରିବେ ନେହେଲେ ନିଜର ସେଲ୍ଫି ଦେଇଦେବେ ଏବେ ତଳେ ସମିଟରେ କ୍ଲିକ କରିବେ ଏବଂ ତଳେ ଦେଖିବେ କିଛି ସମୟ ପ୍ରୋସେସିଙ୍ଗ ହେବ |
ପ୍ରୋସେସିଙ୍ଗ ହେଇ ସାରିଲା ପରେ ଅପ୍ଲୋଡ ସକ୍ସେସ ଫୁଲ ଦେଖାଇବ ଏବଂ ତାପରେ ଆପଣଙ୍କ ଆସିଯିବ ସାର୍ଟିଫିକେଟ ତାପରେ ଆପଣ ଡାଉନଲୋଡ଼ କରିପାରିବେ |ତେବେ ଏମିତି ଏକ ସାର୍ଟିଫିକେଟ ଆପଣ ଡାଉନଲୋଡ଼ କରିପାରିବେ