ଆଜିର ଅନୁଚିନ୍ତା-ଆପଣମାନେ ଜାଣିଛନ୍ତି କି ଘରେ କାହାର Pada ଧୂଳି ପଡ଼ିଲେ ଶୁଭ ହୋଇଥାଏ ,ତେବେ ଥରେ ନିଶ୍ଚୟ ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ଜାଣିଛନ୍ତି କି ଘରେ କାହାର ପାଦ ଧୂଳି ପଡ଼ିଲେ ଶୁଭ ହୋଇଥାଏ ତାହେଲେ ଆସନ୍ତୁ ଜାଣିବା ତେବେ ବନ୍ଧୁଗଣ ଆମେ ମାନେ ଜାଣିଛନ୍ତି ଯେ ବହୁତ ଲୋକ ନିଜର ଧନ ସମ୍ପତ୍ତି ଏବଂ ଐଶ୍ୱର୍ଯ୍ୟ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଇ ଥାଆନ୍ତି |ବଜାରରେ ବିକ୍ରି ହେଉଥିବା କୌଣସି ଜିନିଷକୁ ଆଣି ଘର ଦ୍ୱାର ଏବଂ ଦୁଆର ମୁହଁରେ ଟାଙ୍ଗୁଥିବା ଅନ୍ୟ କୌଣସି ଠାରୁ ଶୁଣି ସେହି ଜିନିଷକୁ ଆଣି ନିଜ ଘରେ ରଖନ୍ତି |

ତେବେ ଆଜି ଆମେ ଜାଣିବା ସେହି ଜିନିଷର ବ୍ୟବହାର ବହୁତ ସରଳ ଏବଂ ଏହା ମଧ୍ୟ ଘରର ଐଶ୍ୱର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରେ ଲୋକମାନେ ନିଜ ଘରର ଧନ ରତ୍ନ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି ହେଲେ ଏହି ସବୁ ଉପାୟ ମାନଙ୍କ ଭିତରୁ ସରଳ ଏବଂ ସହଜ ହେଉଛି ଝୁଲି ଆଣି ନିଜ ଘରେ ରଖିବା |ଆପଣ ମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବଜାରରେ ଧନ ରତ୍ନ ଏବଂ ସମୃଦ୍ଧି ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ଉପାୟ ରହିଛି |

ଠିକ ସେମିତି ଉପାୟ ମାନଙ୍କ ମଧ୍ୟରୁ ଏକ ଉପାୟ ହେଉଛି ନିଜ ଘର ଧୂଳି ରଖିବା ତେବେ ଆସନ୍ତୁ ଜାଣିବା ସେହି ବିଷୟରେ |ଶାସ୍ତ୍ରରେ ଲେଖା ଅଛି ଯଦି ଆପଣ ନିଜ ଗାଈ ଖୁରାର ଧୂଳି ରଖନ୍ତି ତେବେ ଘରେ ଧନର ବର୍ଷା ହୋଇଥାଏ |ଯଦି ଆପଣ ଧାନ ଦେଲା ବେଳେ ସେହି ଧୂଳି ଯଦି ଆପଣଙ୍କ ଗୋଡ଼ରେ ପଡ଼ି ଯାଇଥାଏ ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ |

ଏହା ଘରକୁ ଧନ ଆସିବାର ବନାଇଥାଏ ଏହା ଛଡ଼ା ଆପଣ ଯଦି ଆପଣଙ୍କ ଘରେ ନିଜର ଭଣଜାର ପାଦ ଧୂଳି ପଡ଼େ ବା ସିଏ ଯଦି ଆସି ଆପଣଙ୍କ ଘରେ ବାସ କରେ ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ଏବଂ ଲାଭଦାୟକ ଅଟେ ସେହିପରି ବ୍ରାହ୍ମଣଙ୍କ ପାଦ ଧୂଳି ଘରେ ପଡ଼ିବା ଦ୍ୱାରା ଘରର ପରିସ୍ଥିତିରେ ଖୁସି ପ୍ରବେଶ କରିବା ସହ ଏହା ଘରକୁ ଧନ ଆସିବାର ଯୋଗ ନିର୍ମାଣ କରେ ତେବେ ଏହି ସବୁ ପାଦ ଧୂଳି ଘରେ ପଡ଼ିବା ନିହାତି ଆବଶ୍ୟକ ଅଟେ

Leave a Reply

Your email address will not be published. Required fields are marked *