ଆଜି Srabana ମାସର ଷଷ୍ଟ ସୋମବାର କାହାକୁ କିଛି ନଜଣାଇ ଚୁପ ଚାପ ଫିଙ୍ଗି ଦିଅନ୍ତୁ ଏହି ଗୋଟିଏ ଜିନିଷ ଛପର ଫାଡ଼ି ମାଡ଼ି ଆସିବ ଧନ |

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ଶ୍ରାବଣ ମାସର ପାବନ ପର୍ବ ଚାଲୁଅଛି ଏମିତିରେ ସମସ୍ତେ ମହାଦେବଙ୍କ କୃପା ପ୍ରାପ୍ତି କରିବା ପାଇଁ ଅନେକ ପ୍ରକାରର ଉପାୟ କରି ଥାଆନ୍ତି |ଶ୍ରାବଣ ମାସ ଏମିତି ଏକ ପବିତ୍ର ମାସ ହୋଇଥାଏ ଏହି ସମୟରେ ଆପଣ ଯେଉଁ ସବୁ ଉପାୟ କରିବାକୁ ଚାହୁଁଛନ୍ତି ତାହାର ଫଳ ଆପଣଙ୍କୁ ଅବଶ୍ୟ ମିଳିଥାଏ କିଛି ଉପାୟ ଏମିତି ହୋଇଥାଏ ଯାହାର ଫଳ ଆପଣ ସମସ୍ତଙ୍କୁ ପ୍ରାପ୍ତି ହୋଇଥାଏ ଆଜି ଆମେ ଆପଣଙ୍କୁ ଏମିତି ଏକ ଚମତ୍କାର ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଦ ଦେବାକୁ ଲାଗିବ |ବର୍ଷ ବର୍ଷ ଧରି ରହିଥିବା ପୁରୁଣା ରୋଗ ଏବଂ ଦରିଦ୍ର୍ୟତାର ନାଶ ହେବ ଘରେ ଥିବା ଖରାପ ଶକ୍ତିର ଅନ୍ତ ହେବ ଏବଂ ଏହା ଏମିତି ଏକ ଉପାୟ ଯାହା ଆପଣଙ୍କୁ ଧନଵାନ କରାଇଥାଏ |

ତେବେ କଣ ସେହି ଚମତ୍କାରୀ ଉପାୟ ଯାହା ବେଶ ପ୍ରଭାବ ଶାଳୀ ଅଟେ ତ ଆସନ୍ତୁ ଜାଣିବା |ଯେଉଁ ଉପାୟ ଆମେ କହିବାକୁ ଯାଉଛୁ ତାହା ଲୁଣର ଉପାୟ ଅଟେ ଏମିତିରେ ପୂଜା ଏବଂ ବ୍ରତ ଆଦିରେ ଲୁଣର ପ୍ରୟୋଗ କରା ଯାଇନଥାଏ କିନ୍ତୁ ଏହି ଉପାୟ କରିବା ଦ୍ୱାରା କୌଣସି ପ୍ରକାରର ଦୋଷ ବା ପାପ ଲାଗି ନଥାଏ ଏହା ଦ୍ୱାରା ଆପଣଙ୍କ କିସ୍ମତ ବଦଳିଯିବ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଦ ଦେବାକୁ ଲାଗିବ ଲୁଣ ଆମ ଆୟୁଷକୁ ବଢ଼ାଇ ଥାଏ ଏବଂ କମ ମଧ୍ୟ କରାଇଥାଏ ଲୁଣକୁ ନେଇ ବହୁତ ସାରା ଉପାୟ ମଧ୍ୟ କୁହାଯାଇଛି କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଅଦ୍ଭୁତ ଉପାୟ ବିଷୟରେ କହିବାକୁ ଯାଉଛୁ |

ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଲୁଣ ବହୁତ ପ୍ରକାର ହୋଇଥାଏ କଳା ଲୁଣ ,ସମୁଦ୍ର ଲୁଣ ଯାହାକୁ ଆମେ ଧଳା ଲୁଣ ବୋଲି କହିଥାଉ ଏହି ଲୁଣକୁ ଆମେ ପ୍ରୟୋଗ କରି ସମସ୍ତ ସୁଖ ସମୃଦ୍ଧି ଆମେ ଘରକୁ ଆଣି ପାରିବା |ଯଦି ଆପଣ କୌଣସି ବ୍ୟକ୍ତିକୁ ଲୁଣ ଦେଉଛନ୍ତି ତେବେ ଆପଣ ହାତରେ ଦିଅନ୍ତୁ ନାହିଁ କାରଣ ହାତରେ ଦେବାଦ୍ଵାରା ଆପଣଙ୍କ ଭାଗ୍ୟ ଚନ୍ଦ୍ରମା ସେହି ଲୋକଙ୍କୁ ଦେଇଥାଏ ଲୁଣର ପକେଟ ମଧ୍ୟ କାହାକୁ ଦେବା ଉଚିତ ନୁହେଁ ଏବଂ ବ୍ୟକ୍ତିକୁ କେବେ ହାତକୁ ହାତ ଲୁଣ ଦେବା ଉଚିତ ନୁହେ ଏହା ଦ୍ୱାରା ଆପଣଙ୍କ ଦୁର୍ଭାଗ୍ୟ ମାଡ଼ି ଆସିଥାଏ ଏମିତିବି କୁହାଯାଏ ଏହା ଦ୍ୱାରା ମନୁଷ୍ୟ ସମ୍ବଦ ମଧ୍ୟ ଖରାପ ହୋଇଥାଏ |

ଲୁଣ ଆମ ଘରକୁ ସୁରକ୍ଷା ଦେଇଥାଏ ଯଦି ଆପଣଙ୍କ ଘରେ ବହୁତ ସାରା ଶନି ଦୋଷ ଅଛି ରାହୁ ଦୋଷ ଏବଂ କେତୁ ଦୋଷ ଲାଗିଛି ବା ଲାଗୁଚି ଆପଣଙ୍କ ଘରେ କିଏ କଳା ଯାଦୁ କରିଛି ତ ନକରାତ୍ମକ ଶକ୍ତି ଘରେ ଅଧିକ ରହି ଯାଇଛି ଖରାପ ଶକ୍ତି ରହିଛି ତ ଏହାକୁ ଦୂର କରିବା ପାଇଁ କଳା ଲୁଣ ବାନ୍ଧିବା ଉଚିତ ଗୋଟିଏ କଳା କପଡ଼ାରେ ଲୁଣ ବାନ୍ଧି ମୁଖ୍ୟ ଦ୍ୱାରରେ ଓହଳାଇ ଦିଅନ୍ତୁ ଆପଣ ଦେଖିବେ ଆପଣଙ୍କ ଘରୁ ସବୁ ନକରାତ୍ମକ ଶକ୍ତି ଦୂର ହେବ |ଯଦି ଆପଣଙ୍କ ଘରେ ଧନ ସ୍ଥାୟୀ ଭାବରେ ରହୁ ନାହିଁ ଧନ ବଢ଼ୁ ନାହିଁ ତେବେ ଏହି ଉପାୟ କରିବା ଦ୍ୱାରା ଧନ ବଢ଼ିବାରେ ଲାଗିଥାଏ |

ଲୁଣ କେବେବି ଖରାପ ହୋଇନଥାଏ ଏକ ଛୋଟ ଉପାୟ ଆମେ କହୁଚୁ ଏକ କାଚ ଗ୍ଲାସରେ ଲୁଣ ମିଶାଇ ଆପଣ ଘରର ନେତୃତ୍ୱ କୋଣରେ ରଖିବା ଦ୍ୱାରା ଏବଂ ଏହା ପଛରେ ଏକ ଲାଲ ରଙ୍ଗର ବଲ ଜଳାଇ ପାରିବେ |ଯେତେବେଳେ ପାଣି ଶୁଖିଯାଏ ସେହି ଗ୍ଲାସକୁ ସଫା କରି ଦିଅନ୍ତୁ ପୁନର୍ବାର ଲୁଣ ସହ ପାଣି ମିସାଇକି ରଖନ୍ତୁ ଏବଂ ଯେଉଁ ପୁରୁଣା ଲୁଣ ସେହି ଗ୍ଲାସରେ ରହିଥିବ ତାହାକୁ ଆପଣ ଆପାଣଙ୍କ ୱାସ ରୁମରେ ରଖି ଦିଅନ୍ତୁ ସପ୍ତାହରେ ଗୋଟିଏ ଥର ଆପଣ ପଛରେ ଲୁଣ ଲଗେଇ ଘରେ ପୋଛିବା ଉଚିତ କେବଳ ଗୁରୁବାରକୁ ଛାଡ଼ି ଆପଣ ଏହି ଉପାୟ କରିପାରିବେ |

Leave a Reply

Your email address will not be published. Required fields are marked *