ନମସ୍କାର ଦର୍ଶକବନ୍ଧୁ ଗରୁଡ଼ ପୁରାଣ ଅନୁସାରେ ବହୁତ କିଛି ତଥ୍ୟ ବର୍ଣ୍ଣନା କରାଯାଇଛି ଯାହାକି ପ୍ରତ୍ୟକ ମହିଳା ଜାଣିବା ନିହାତି ଦରକାର ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ହେଉଛି ଅମୁଲ୍ୟ ତଥା ପବିତ୍ର ସମ୍ପର୍କ ମାନ୍ୟତା ରହିଛି ଏହା ପ୍ରତ୍ୟକଟି ପୁରୁଷଙ୍କ ସଫଳତା ପଛରେ ତଥା ନାରୀର ହାତ ରହିଥାଏ ତେଣୁ ଆଜି ଜାଣିବା ବିବାହିତ ମହିଳା ଙ୍କର କେଉଁ ସବୁ କର୍ମର ଫଳ ତାଙ୍କୁ ଭୋଗିବାକୁ ପଡ଼ିଥାଏ |ଯେଉଁ ବିବାହିତ ମହିଳା ସୂର୍ଯ୍ୟ ଉଦୟ ହୋଇସାରିଲା ପରେ ବହୁତ ସମୟ ପର୍ଯ୍ୟନ୍ତ ବାସି ସେଜରେ ଶୋଇ ରହିଥାଏ |
ସେପରି ସ୍ତ୍ରୀ ତା ସ୍ୱାମୀର ଦୁର୍ଭାଗ୍ୟକୁ ଆମନ୍ତ୍ରିତ କରିଥାଏ ଏଭଳି ମହିଳାଙ୍କୁ ମହାଲକ୍ଷ୍ମୀ ମଧ୍ୟ ପସନ୍ଦ କରନ୍ତି ନାହିଁ |ତେଣୁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ବିବାହିତ ମହିଳା ମାନେ ଉଠିଯିବା ନିହାନ୍ତି ଆବଶ୍ୟକ |ଯେଉଁ ମହିଳା ମାନେ ଘରର ଏବଂ ଘର ପାର୍ଶ୍ଵରେ ଥିବା କୌଣସି ଜିନିଷ ଉପରେ ଧ୍ୟାନ ଦିଅନ୍ତି ନାହିଁ ଏହା ଛଡ଼ା ଘର ରୁମ ମାନଙ୍କରେ ଧୂଳି ବାହାରି ଥାଏ ସେହି ଘରେ ଦରିଦ୍ର୍ୟତା ବୃଦ୍ଧି ମଧ୍ୟ ପାଇଥାଏ |
ଏହା ଛଡ଼ା ଘରେ ନକରାତ୍ମକ ଉର୍ଜାର ମଧ୍ୟ ବିକାଶ ହୋଇଥାଏ ସ୍ୱାମୀ ଯେତେ ରୋଜଗାର କଲେ ମଧ୍ୟ ଅଭାବ ଅନଟନ ମଧ୍ୟ ଦେଖା ଯାଇଥାଏ |ଯେଉଁ ମହିଳା ମାନେ ପ୍ରତିଦିନ ଭଲ ଭାବରେ ଗାଧେଇ ନଥାନ୍ତି ଅପରିଷ୍କାର ବସ୍ତ୍ର ପିନ୍ଧିବା ସହ ଶରୀରର ସ୍ୱଛତା ଉପରେ ଧ୍ୟାନ ଦେଇ ନଥାନ୍ତି ସେହିପରି ମହିଳା ମାନଙ୍କ ସ୍ୱାମୀ ମଧ୍ୟ ଅଳସୁଆ ହୋଇ ଯାଇ ଥାଆନ୍ତି ଏବଂ ଘରେ ଆର୍ଥିକ ସ୍ଥିତି ଦୁର୍ବଳ ମଧ୍ୟ ହୋଇ ଉଠେ |
ଯେଉଁ ମହିଳା ମାନେ ସର୍ବଦା ନିଜ ସ୍ୱାମୀର ଘରର ଅନ୍ୟ ପରିବାର ସଦସ୍ୟଙ୍କ ସହିତ କଳି ଏବଂ ହିଂସା ବାଦ କରି ସମସ୍ତଙ୍କୁ କଟୁ ବଚନ ବୋଲି ଥାଆନ୍ତି ସେହିପରି ମହିଳା ମାନଙ୍କ ଉପରେ ମା ଲକ୍ଷ୍ମୀ ମଧ୍ୟ ରୁଷ୍ଟ ହୋଇଥାଆନ୍ତି ଯେଉଁ ଘରେ ମହିଳା ମାନେ ସଦସ୍ୟଙ୍କୁ ଖାଦ୍ୟ ଦେବା ସମୟରେ ଭେଦ ଭାବ କରିଥାଏ ସେହି ଘରେ ତାଙ୍କ ସ୍ୱାମୀର ଭାଗ୍ୟର ଉଦୟ କେବେ ମଧ୍ୟ ହୋଇ ନଥାଏ