ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣାଇ ଦେବୁ କି ସକାଳୁ ଉଠି କେବେବି ଏହି ସବୁ କାମ କରନ୍ତୁ ନାହିଁ ନଚେତ ଆପଣଙ୍କ ସବୁ କାର୍ଯ୍ୟ ବିଗିଡ଼ି ଯାଇପାରେ କଥାରେ ଅଛି ଆରମ୍ଭ ଭଲ ହେବ ତ ଶେଷ ମଧ୍ୟ ଭଲ ହୋଇଥାଏ ଯଦି ଆରମ୍ଭ ଏବଂ ଶେଷ ଦୁଇଟି ଯାକ ଭଲ ହୋଇଥାଏ ତ ସବୁ କିଛି ସର୍ବଦା ଭଲ ହିଁ ହୋଇଥାଏ |ବନ୍ଧୁଗଣ ସାଧାରଣ ଲାଗୁଥିବା ଏହି କଥାରେ ଆପଣଙ୍କର ସଫଳ ଜୀବନର ସବୁଠାରୁ ବଡ଼ ମନ୍ତ୍ର ଲୁଚି ରହିଛି |ଦିନଟି ସକାଳୁ ଆପଣଙ୍କ କେମିତି କଟିବ ଏହା ଦିନର ଆରମ୍ଭ ଉପରେ ନିର୍ଭର କରିଥାଏ ଦିନ ଭଲରେ କଟିବ ଓ ଆପଣ ନିଜର ସବୁ କାର୍ଯ୍ୟ ଭଲ ଭାବରେ କରି ପାରନ୍ତୁ ତେଣୁ ଆପଣ ସକାଳୁ ଆଖି ଖୋଲିବା ମାତ୍ରେ କିଛି ଭୁଲ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ |
ତେବେ ଆଜି ଆମେ ଆପଣଙ୍କୁ ଏମିତି ତିନି ଗୋଟି କାମ କହିବାକୁ ଯାଉଛୁ ଯାହାକି ସକାଳୁ ଉଠିବା ମାତ୍ରେ କରିବା କଥା ନୁହେଁ ନଚେତ ଦିନ ଆପଣଙ୍କର ଖରାପରେ ଯିବ ତେବେ ଯଦି ଆପଣଙ୍କ ଏହି ଅଭ୍ୟାସ ଲାଗି ରହେ ଆପଣ ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରି ବସିବେ କୁହାଯାଏ ଯେ ଏହା ଦ୍ୱାରା ସମସ୍ତ କାର୍ଯ୍ୟ ବିଗିଡ଼ି ଯିବ ବିନା କାରଣରେ ଜୀବନରେ ସମସ୍ୟା ମାଡ଼ି ଆସିବ ଏବଂ ଆପଣ ସେଥିରେ ଫସିଯିବେ ଆଉ କେବେବି ଆପଣ ଆପଣଙ୍କ ଲକ୍ଷ ପାଖରେ ପହଁଚି ପାରିବେ ନାହିଁ |
ପ୍ରଥମ କଥା ହେଉଛି ଆପଣ ପ୍ରତିଦିନ ସକାଳୁ ଉଠି ଭାଗବାନ ଙ୍କ ଧ୍ୟାନ କରି ଆଖି ଖୋଲିବା ଦରକାର ଏବଂ ନିଜର ହାତକୁ ଦେଖିବା ଆବଶ୍ୟକ ଏହା ଦ୍ୱାରା ସାରା ଦିନ ସକାରାତ୍ମକ ଉର୍ଜାର ପ୍ରଭାବ ହୋଇଥାଏ ଏବଂ ଆପଣ ନିଜର ସବୁ କାମ ପୁରା ଧ୍ୟାନ ଏବଂ ସଫଳତା ପୂର୍ବକ କରି ପାରନ୍ତି |ଦ୍ୱିତୀୟ କଥା ହେଉଛି ସକାଳୁ ଉଠିବା ମାତ୍ରେ ଶଙ୍ଖ ଧୋନି ମନ୍ଦିରର ଘଣ୍ଟି ଶବ୍ଦ ବା ଗାୟତ୍ରୀ ମନ୍ତ୍ର ଶୁଣିବା ଶୁଭ ବୋଲି ମନା କରାଯାଇଛି |
ଆପଣ ଚାହିଁଲେ ଏହାର ରେକର୍ଡ ମଧ୍ୟ ଶୁଣି ପାରିବେ ଆପଣ ଶୋଇବା ସମୟରେ ମୟୁର ,ପଦ୍ମ ବା ସୁନ୍ଦର ପ୍ରକୃତିର ଦୃଶ୍ୟ ଲଗାନ୍ତୁ ଏବଂ ସର୍ବ ପ୍ରଥମେ ଏହାକୁ ଦେଖନ୍ତୁ ଏହା ସହୁତ ଏହା ମଧ୍ୟ କୁହାଯାଇଛି ଯେ ଏହି ତିନୋଟି କାମ ଭୁଲରେ ମଧ୍ୟ କରନ୍ତୁ ନାହିଁ |ଖାସ କରି ପୁରୁଷ ଲୋକମାନେ ସକାଳୁ ଆଖି ଖୋଲି ଖବର କାଗଜ କିମ୍ବା ନିୟୁଜ ଦେଖି ଥାଆନ୍ତି ଖବର କାଗଜକୁ ଖବରର ସ୍ରୋତ ବୋଲି ମାନି ନିଆଯାଇଛି ଏଥିରେ ବେଶୀ ନକାରାତ୍ମକ ବାସ ହୋଇଥାଏ ତେଣୁ ସକାଳୁ ଉଠି ଆପଣ ଖବର କାଗଜ ବା ନିୟୁଜ ଦେଖିଲେ ନକାରାତ୍ମକ ଉର୍ଜା ମୁଣ୍ଡରେ ପଡିଥାଏ \
ଦ୍ୱିତୀୟରେ କୁହାଯାଇଛି ଯେ କୌଣସି ହିଂସ୍ର ପଶୁକୁ ନ ଦେଖିବା ଦରକାର କିମ୍ବା ସକାଳୁ ଉଠିବା ମାତ୍ରେ କଳି ଝଗଡ଼ା କରନ୍ତୁ ନାହିଁ ଏହା ଆପଣଙ୍କ ଶୁଭଗ୍ରହର ସ୍ଥିତିକୁ ଖରାପ କରି ଦେଇଥାଏ |ତୃତୀୟରେ କୁହାଯାଉଛି ଯେ ବହୁତ ଲୋକଙ୍କ ସକାଳୁ ଉଠି ବେଡ଼ରେ ବସି ଚାହା ପିଇବାର ଅଭ୍ୟାସ ଅଛି ସେମାନେ ବିନା ବ୍ରସ କରି ଚାହା କିମ୍ବା କଫି ପିଅନ୍ତି ଏହା କହିବା ଦ୍ୱାରା ରାହୁ କେତୁଙ୍କ ପ୍ରଭାବ ପଡ଼ିଥାଏ ଏହା ଦ୍ୱାରା ଆପଣଙ୍କ ଜୀବନରେ ବେକାର ସମସ୍ୟା ଆସିଥାଏ |