ନମସ୍କାର ଦର୍ଶକବନ୍ଧୁ ଆଜିର କାର୍ଯ୍ୟକ୍ରମରେ ଆମେ ଆଲୋଚନା କରିବା ଏକ ସୁନ୍ଦର ବିଷୟ ବସ୍ତୁ ଉପରେ ବିଷୟ ବସ୍ତୁର ନାମ ହେଉଛି ସକାଳୁ ଉଠି ଏହି ଜିନିଷ ପକେଇ ଦିଅନ୍ତୁ ଭୁଁଇରେ ଚମକି ଉଠିବ ଭାଗ୍ୟ |ମା ଲକ୍ଷ୍ମୀଙ୍କ କୃପାରୁ ଆପଣ ଗରିବ ଲୋକ ହୋଇଥିଲେ ହୋଇଯିବେ ଧନୀ |ସମସ୍ତ ବ୍ୟକ୍ତି ମାନଙ୍କ ଜୀବନରେ କିଛି ନା କିଛି ସମସ୍ୟା ଲାଗି ରହିଥାଏ ଜୀବନରେ ଦୁର୍ଭାଗ୍ୟ ଆସିଲେ ବ୍ୟକ୍ତିତ୍ୱ ତଳି ତଳାନ୍ତ କରାଇ ଦେଇଥାଏ ସେଥିପାଇଁ ବ୍ୟକ୍ତି ନିଜ ଦୁର୍ଭାଗ୍ୟରୁ ମୁକୁଳିବା ପାଇଁ ଚେଷ୍ଟା କରିଥାଏ କିନ୍ତୁ ଏଥିରେ ସଫଳ ହୋଇ ପାରେ ନାହିଁ |ଆଜି ଆମେ ଆପଣଙ୍କୁ କହିବୁ ମନୁଷ୍ୟ ଜୀବନରେ ଯେବେ ଦୁର୍ଭାଗ୍ୟ ଆସେ ସେଥିରୁ ମୁକୁଳିବା ପାଇଁ କେଉଁ ଉପାୟ କରିବା ସଠିକ ହେବ ସେହି ବିଷୟରେ କହିବାକୁ ଯାଉଛୁ |
ବ୍ୟକ୍ତି ଜୀବନରେ ଦୁର୍ଭାଗ୍ୟର କାରଣ ହେଉଛି ପିତୃଦୋଷ ଏହା ଫଳରେ ବ୍ୟକ୍ତି ଅନେକ ଖରାପ କାମ କରିବା ଦ୍ୱାରା ତା ଜୀବନରେ ନିମ ଯାହାକୁ କୁହନ୍ତି ନିମ୍ନଗାମୀ ହୋଇଥାଏ |ବ୍ୟକ୍ତି ଜୀବନରେ କିଛି ଉନ୍ନତି ଫଳ କାର୍ଯ୍ୟ ହୋଇ ନଥାଏ ରାହୁ କେତୁଙ୍କ କୁ ଅବସ୍ଥା ଫଳରେ କୁଣ୍ଡଳୀରେ ଶୁକ୍ରଗ୍ରହଙ୍କୁ ସ୍ଥିତି ରହିଥାଏ ଯାହା ଦ୍ୱାରା ମା ଲକ୍ଷ୍ମୀ ଯାହାକୁ କୁହନ୍ତି ଅଫିସର ଯା କି ଅପସରି ଯାଆନ୍ତି ଏହା ଦ୍ୱାରା ବ୍ୟକ୍ତି ଯେତେ ରୋଜଗାର କରିଲେ ମଧ୍ୟ ଧନ ବ୍ୟୟ ହୋଇଥାଏ ଓ ଧନ ସଞ୍ଚିତ ହୋଇପାରିବ ନାହିଁ |
ଗୋଟିଏ କ୍ଷୁଦ୍ର ଉପାୟ ଭାବରେ ପିତୃ ଦୋଷ ଶାନ୍ତ ହୋଇଥାଏ ରାହୁ କେତୁଙ୍କ ସୁ ଅବସ୍ଥାନ ଆସିବା ଦ୍ୱାରା ଶୁକ୍ରାଗ୍ରହ ଦୂର ହୋଇଥାଏ ଏହି ଉପାୟ କରିବା ପାଇଁ ଗୋଟିଏ ଷ୍ଟିଲ ବା ତମ୍ବା ବାସନ ଚୟନ କରନ୍ତୁ କିନ୍ତୁ ପ୍ଲାଷ୍ଟିକ ବାସନ ବ୍ୟବହାର କରିବେ ନାହିଁ |ଢାଙ୍କୁଣୀ ଷ୍ଟିଲ ବାସନ ନିଅନ୍ତୁ ସେଥିରେ ଗୋଟିଏ ଚାମଚ ଚିନି ରଖନ୍ତୁ ଏହି ବାସନକୁ ତକିଆ ପାଖରେ ରଖନ୍ତୁ |ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଭଗବାନଙ୍କୁ ମନେ ମାନେ ସ୍ମରଣ କରନ୍ତୁ ଏହା କରିବା ପରେ ଶୟନ କରନ୍ତୁ |
ସକାଳୁ ଉଠିବା ପରେ ବିଛଣାରେ ବସି ଦୁଇ ହାତକୁ ଘଷି ଆଙ୍ଗୁଳିର ସବୁ ଅଗ୍ରଭାଗକୁ ଲକ୍ଷ କରନ୍ତୁ ଏହା ପରେ ମଥାରେ ଆପଣଙ୍କ ହାତ ବୁଲେଇ ଦିଅନ୍ତୁ |ଯଦି ଇଷ୍ଟ ଦେବୀଙ୍କ ମନ୍ତ୍ର ଜାଣିଛନ୍ତି ତେବେ ପାଠ କରନ୍ତୁ ଏହା ପରେ ଆପଣ କେଉଁ ନାସା ପଡ଼ାରେ ନିଶ୍ୱାସ ଯାଉଛି ଲକ୍ଷ କରନ୍ତୁ ନିଦ୍ରା ତ୍ୟାଗ ପରେ ଆପଣଙ୍କ ଯେଉଁ ପଟେ ଅଧିକ ପବନ ଯାଉଛି ଆପଣ ଙ୍କ ଗୋଡ଼ ଅର୍ଥାତ ସଂଲଗ୍ନ ଦକ୍ଷିଣ ପଡ଼ାରେ ନିଶ୍ୱାସ ଅଧିକ ଯାଉଥିବ ତେବେ ଦକ୍ଷିଣ ଗୋଡ଼କୁ ଆଗେ ତଳେ ରଖିବେ ଯଦି ବାମ ପଟେ ଅଧିକ ନିଶ୍ୱାସ ଯାଉଥାଏ |
ତାହେଲେ ବାମ ଗୋଡ଼ ଆଗେ ଭୂମିରେ ସ୍ପର୍ଶନ କରିବେ |ତକିଆ ତଳେ ରଖିଥିବା ଷ୍ଟିଲ ପାତ୍ରରେ ଯେଉଁ ଚିନି ଥିଲା ତାକୁ ବାହାର କରି ଆଣି ଯେଉଁଠି ପିମ୍ପୁଡି ଥିବ ସେଠାରେ ଚିନି ଗୁଡ଼ିକ ପକେଇ ଦିଅନ୍ତୁ ଏହି ଭଳି ଭାବରେ ଏହି ପ୍ରକ୍ରିୟାକୁ ଶ୍ରଦ୍ଧା ଏବଂ ଭକ୍ତି ଭାବରେ ଏକ ଚାଳିଶ ଦିନ ପର୍ଯ୍ୟନ୍ତ କଲେ ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହେବ ଯଦି ପିତୃଦୋଷ ଥାଏ ରାହୁ କେତୁର ଦୋଷ ଥାଏ ତେବେ ଏହାର ଅନ୍ତ ଘଟିବ |