ପୁଣି କମିଲା ସୁନା (Gold)ଦର ଏବେ ହୋଇଗଲା ଏତେ କମ ,ଜାଣିଲେ ଆପଣ ଖୁସିରେ ନାଚି ଉଠିବେ ଶୀଘ୍ର ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ସୁନା ରୂପା ଦରକୁ ନେଇ ପୁଣି ଆସୁଛି ବଡ଼ ସୂଚନା ଯାହାକି ସୁନା ପ୍ରେମୀଙ୍କ ପାଇଁ ବଡ଼ ଖୁସି ଖବର |ଆଜି ସୁନା ଦରରେ ହୋଇଛି ସାମାନ୍ୟ ପରିବର୍ତ୍ତନ ତେବେ କିଣିବା ପୂର୍ବରୁ ଜାଣି ନିଅନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ |ତେବେ ସୁନା କିଣିବାକୁ ଚାହୁଁଥିଲେ ଗ୍ରାହକଙ୍କ ପାଇଁ ଖୁସି ଖବର ଆଜି ସୁନା ଦରରେ ବଡ଼ ପରିବର୍ତ୍ତନ ହୋଇଛି ଅନେକ ଦିନ ପରେ ଭାରତୀୟ ବଜାରରେ ସୁନାର ମୂଲ୍ୟ କମିଛି |ତେବେ କିଣିବା ପୂର୍ବରୁ ଜାଣି ରଖନ୍ତୁ ଓଡିଶା ସମେତ କେତେ ରହିଛି ଭାରତର ପ୍ରମୁଖ ସହର ମାନଙ୍କରେ ସୁନାର ଦାମ |

ଭାରତୀୟ ବଜାରରେ 22 କ୍ୟାରେଟ ସୁନାର ଦାମ ଆଜି 10 ଗ୍ରାମ ପ୍ରତି 54,700 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ ସୁନାର ଦର 10 ଗ୍ରାମ ପ୍ରତି 59,510 ଟଙ୍କା ରହିଛି |ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରେ ଏବେ 22 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 54,550 ଟଙ୍କା ରହିଛି ଏବଂ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 59,510 ଟଙ୍କା ରହିଛି

ଏହା ସହିତ ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ଏହାର ଦର କମିଛି |କହିବାକୁ ଗଲେ ମୁମ୍ବାଇରେ ଆଜି 22 ଏବଂ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରା ପ୍ରତି 54,700 ଟଙ୍କା ଓ 59,510 ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଥିବା ବେଳେ ନୂଆ ଦିଲ୍ଲୀରେ ଏହା ଦର ଯଥା କ୍ରମେ 10 ଫାର୍ମ ପ୍ରତି 54,700 ଟଙ୍କା ଓ 59,660 ଟଙ୍କା ରହିଛି |

ତେବେ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ମଧ୍ୟ ଏହାର ମୂଲ୍ୟ ଯଥାକ୍ରମେ 54,550 ଟଙ୍କା ଓ 59,510 ଟଙ୍କା ରହିଛି ଏହା ବ୍ୟତୀତ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ମଧ୍ୟ 22 କ୍ୟାରେଟର ମୂଲ୍ୟ 54,850 ଟଙ୍କା ରହିଥିବା ବେଳେ 24 କ୍ୟାରେଟର ମୂଲ୍ୟ 59,840 ଟଙ୍କା ଥିବା ନେଇ ରେକର୍ଡ ହୋଇଛି ସେହିପରି ରୁପାର ମୂଲ୍ୟ ଏକ କିଲୋଗ୍ରାମ ପ୍ରତି 73,000 ଟଙ୍କା ଥିବା ନେଇ ରେକର୍ଡ କରାଯାଇଛି

Leave a Reply

Your email address will not be published. Required fields are marked *