ଜାଣନ୍ତୁ ବାଛନ୍ତୁ ଗୋଟିଏ Gendu ଫୁଲ, ଆଉ ଦେଖନ୍ତୁ ଆଗକୁ କିଏ ଆପଣଙ୍କୁ ଧୋକା ଦେବ…ଦମ ଅଛି ବଛିକି ଦେଖନ୍ତୁ !

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟଟି ହେଉଛି ବାଛନ୍ତୁ ଏହି ଦୁଇଟି ଗେଣ୍ଡୁ ଫୁଲ ମଧ୍ୟରୁ ଗୋଟିଏ ରଙ୍ଗ ଫୁଲ ଆଉ ଜାଣନ୍ତୁ ଆଗକୁ ଆପଣଙ୍କୁ କିଏ ଧୋକା ଦେଇପାରେ ଅତୀତରେ ଆପଣଙ୍କୁ କିଏ ଧୋକା ଦେଇଥିଲା ତା ସହିତ ଏଥିରେ ଆପଣ ଆପଣଙ୍କ ବର୍ତ୍ତମାନ ସମୟ ଆଗକୁ ପରିସ୍ଥିତି କିପରି ରହିବ ସବୁକିଛି ଆମେ ଏସବୁ ବିଷୟରେ ଆଜି ଜାଣି ପାରିବା |ତ ଆପଣ ଆଖିକୁ ବନ୍ଦ କରି ଠାକୁରଙ୍କୁ ଡାକି ଧ୍ୟାନର ସହ ଗୋଟିଏ ଫୁଲ ବାଛନ୍ତୁ ଯେଉଁ ଫୁଲଟି ଆପଣଙ୍କୁ ଅଧିକ ଆକର୍ଷିତ କରିବ ନାଲି ରଙ୍ଗ ହେଉ କିମ୍ବା ହଳଦିଆ ରଙ୍ଗ ସେହି ଗୋଟିଏ ରଙ୍ଗକୁ ହିଁ ବାଛନ୍ତୁ ଓ ଦେଖନ୍ତୁ ତାହାର ଆଧାରରେ ଆମେ ଆପଣଙ୍କୁ ଆପଣଙ୍କର ଭବିଷ୍ୟ କହିବୁ ଏହି ବିଷୟଟି ପ୍ରଶ୍ନ ଭବିଷ୍ୟ ଉପରେ ଆଧାରିତ ତ ଏହାକୁ ଧ୍ୟାନର ସହ ଦେଖନ୍ତୁ ତାହେଲେ ଏବେ ବାଛନ୍ତୁ ଗୋଟିଏ ରଙ୍ଗର ଫୁଲ ବା ସଂଖ୍ୟା କ କିମ୍ବା ଖ ଏହି ଗୋଟିଏ ସଂଖ୍ୟା ବା ଫୁଲକୁ ବାଛନ୍ତୁ ଏବଂ ଜାଣନ୍ତୁ ଆପଣଙ୍କ ଭବିଷ୍ୟ କୁ ନେଇ କଣ ରହିଅଛି |

ନାଲି ରଙ୍ଗର ଫୁଲଟିକୁ ବାଛିଥିଲେ ତେବେ ସେ କଣ କହୁଛି ଆପଣଙ୍କ ଭବିଷ୍ୟ ବିଷୟରେ ପୂର୍ବରୁ ଆପଣ ଏକ ଖରାପ ସମୟରେ ପହଁଚି ଥିଲେ ଯେତିକି ଖରାପ ଭୋଗ କଲେ ତାହା ଆପଣଙ୍କ ଲାଗି ଯଥେଷ୍ଟ ହୋଇଯାଇଛି ଆଉ ଆଗକୁ ହେଲେ ମନ୍ଦ ଫଳ ଭୋଗ ହେବ ଆପଣଙ୍କ ଲାଗି ବିଶେଷ ଖରାପ ମଧ୍ୟ ହୋଇଯାଇପାରେ |ଗ୍ରହ ଦୋଷ ଶେଷ ହେବା ଯାଏଁ ଅପେକ୍ଷା କରନ୍ତୁ ଆପଣଙ୍କର ଆଉ ବିଶେଷ ଅସୁବିଧା ହେବ ନାହିଁ ମନ୍ଦ ଦୋଷ ଶେଷ ହେବା ପରେ ଆପଣ ବହୁତ ଶୁଭ ସମୟ ଭୋଗ କରିବେ ଅର୍ଥ ଅନଟନ ଆପଣଙ୍କ ସବୁ ଦୂର ହୋଇଯିବ ପାରିବାରିକ ଚିନ୍ତା ଆପଣଙ୍କ ଶୁଭ ଅନୁକୂଳ ହେବ ଯଶ କୀର୍ତ୍ତି ଆପଣ ଲାଭ କରିବେ ବନ୍ଧୁମାନେ ପୁଣି ମିତ୍ରତା କରିବେ ରାଜକୀୟ କ୍ଷେତ୍ରରେ ବହୁତ ସୁଖ ଭୋଗ କରିବାକୁ ଯାଉଛନ୍ତି ଆପଣଙ୍କ ସମୟ ବହୁତ ଦିନ ହେଲା ମନ୍ଦରେ ଚାଲୁଥିଲା ବିଶେଷ ଖର୍ଚ୍ଚ କରି ବହୁତ ଖର୍ଚ୍ଚାନ୍ତ ହେଉଥିଲେ କିନ୍ତୁ ଏବେ ଲାଭବାନର ସମୟ ଆସି ଯାଇଛି ଶୁଭ ସମୟର ଆଗମନ ହେବାକୁ ଯାଉଛି ବର୍ତ୍ତମାନ ଆପଣଙ୍କ ଭଲ ସମୟ ଚାଲିଛି ଆପଣ ଧନ ଅର୍ଜନ କରିବାକୁ ଯାଉଛନ୍ତି |

ଦ୍ୱିତୀୟରେ ଆସନ୍ତୁ ଜାଣିବା ଆପଣ ଯଦି ହଳଦିଆ ରଙ୍ଗର ଫୁଲଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ହଳଦିଆ ରଙ୍ଗ ଆପଣଙ୍କ ମନରେ ଶକ୍ତି ସଞ୍ଚାର କରିଥାଏ ଏହା ଆପଣଙ୍କ ଶକ୍ତି ଏବଂ ଉର୍ଜାର ପ୍ରତୀକ ଅଟେ |ଯଦି ଆପଣ ହଳଦିଆ ରଙ୍ଗଟିକୁ ପସନ୍ଦ କରିଛନ୍ତି ତ ଦେଖନ୍ତୁ ଆପଣଙ୍କ ବର୍ତ୍ତମାନ ଏକ କୁଫଳ ଦାୟକ ଦଶା ଭୋଗ କରୁଅଛନ୍ତି ଯଦି ଆପଣଙ୍କ ବିଶ୍ୱାସ ହେଉ ନାହିଁ ତାହେଲେ ଶ୍ରଦ୍ଧାର ସହିତ କୌଣସି ଜଣେ ପଣ୍ଡିତଙ୍କ ସହ ଯୋଗାଯୋଗ କରି ଆପଣ ଆପଣଙ୍କ ଜାତକ କରାଇ ନିଅନ୍ତୁ |ମନ୍ଦ ଦଶା ନିମନ୍ତେ ଆପଣ ଆପଣଙ୍କ ଲାଗି ମାଣିକ୍ୟ ରତ୍ନ ଧାରଣ କରିବା ନିତ୍ୟାନ୍ତ ପ୍ରୟୋଜନ କାରଣ ଆପଣଙ୍କ ବର୍ତ୍ତମାନ ଗୋଟିଏ କାର୍ଯ୍ୟ ଚିନ୍ତା କଲା ବେଳକୁ ଆପଣଙ୍କୁ ଅନ୍ୟ ଏକ କାର୍ଯ୍ୟରେ ଫସି ଯିବାକୁ ହେଉଛି ଏହା ମନ୍ଦ ଦଶାର ବିଶେଷ ଫଳ ଅଟେ କେବଳ ଆପଣ ସତ୍ୟ ନିଷ୍ଠା ହେଇ ଥିବାରୁ ଏପରି କଷ୍ଟରୁ ନିବୃତ ପାଇଛନ୍ତି ଆପଣ କାହାର ଅନିଷ୍ଟ ଚିନ୍ତା କରନ୍ତୁ ନାହିଁ ଅତୀତର ଶୁଭଫଳ ଆପଣ ଭୋଗ କରିବେ |ତେବେ ପିତା ମାତାଙ୍କ ସେବା କରନ୍ତୁ ତାଙ୍କ ଉଦେଶ୍ୟରେ ଦାନ ଧର୍ମ କରନ୍ତୁ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ |

Leave a Reply

Your email address will not be published. Required fields are marked *