ଏହି ଖେଳାଳିଙ୍କୁ କଢ଼ା ଜବାବ ଦେଲେ ବିରାଟ କୋହଲି ,କହିଲେ ଏମିତି କଥା ଜାଣିଲେ ଆପଣ ମଧ୍ୟ କହିବେ ବିରାଟ ଯାହା କହିଲେ ……

ନମସ୍କାର ଦର୍ଶକବନ୍ଧୁ ଏସିଆ କପ ପୂର୍ବରୁ ମୁହଁ ଖୋଲିଲେ ବିରାଟ କୋହଲି ତାଙ୍କ ସଂ,ସମାଲୋଚକ ଙ୍କୁ ଦେଲେ କଠୋର ଜବାବ ତାଙ୍କ ଖରାପ ଫର୍ମ ଉପରେ ଦେଲେ ଜବାବ |ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି 2019 ଏବଂ 2022 ପର୍ଯ୍ୟନ୍ତ ଅନେକ ଖରାପ ଫର୍ମ ଦେଖିଛନ୍ତି ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଦାୟକ ଅଟେ |ଏହା ପରେ ବିରାଟ ଏକ ଚମତ୍କାର ପ୍ରତ୍ୟାବର୍ତନ କରି ସମାଲୋଚନ ମାନଙ୍କ ମୁହଁ ବନ୍ଦ କରି ଦେଇଛନ୍ତି |

ଏସିଆ କପ 2023 ପୂର୍ବରୁ ତାଙ୍କ ସମାଲୋଚକ ମାନଙ୍କ ବିଷୟରେ କଥାବାର୍ତ୍ତା କରି ବିରାଟ କୋହଲି ତାଙ୍କ ସମାଲୋଚନ ମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି |ଏସିଆ କପ ପୂର୍ବରୁ ଯେତେବେଳେ ବିରାଟ କୋହଲି ଙ୍କୁ ତାଙ୍କ ସମାଲୋଚକ ମାନଙ୍କ ବିଷୟରେ ପଚରା ଗଲା ସେ କହିଥିଲେ ଯେ ଲୋକଙ୍କ କଥାରେ ସବୁବେଳେ ମତ ଏବଂ ବିଚାର ରହିବ|

କିନ୍ତୁ ମୁଁ ମୋ ଅନ୍ତରାତ୍ମା ଉପରେ ବିଶ୍ୱାସ କରିବା ଏବଂ ମୋର ଦକ୍ଷତା ଉପରେ ବିଶ୍ୱାସ କରିବାକୁ ଶିଖିଚି |କ୍ରିକେଟ ମଇଦାନରେ ମୋର ସମସ୍ତ ଉପଲବ୍ଧି ପଛରେ ଏହି ଆତ୍ମ ବିଶ୍ୱାସ ପ୍ରେରକ ଶକ୍ତି ରହିଛି |ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟଟ୍ସମ୍ୟାନ ଆଗାମୀ ଏସିଆ କପ ଏବଂ ଆଗାମୀ ଦଳ ପାଇଁ ପ୍ରମୁଖ ଖେଳାଳି ଅଟନ୍ତି |

ବିରାଟ କହିଛନ୍ତି ଯେ ଏହି ଆତ୍ମା ବିଶ୍ୱାସ ମୋର ସକାରାତ୍ମକ ରହିବାକୁ ହେବ ମୋର ଖେଳର ଉନ୍ନତି ଉପରେ ଧ୍ୟାନ କେନ୍ଦ୍ରିତ ଉପରେ ସାହାଯ୍ୟ ହୋଇଥାଏ |ମୁଁ ମୋ ଅତୀତର ସଫଳତା ଏବଂ ଶିଖଣର ପୀଡ଼ା ଆଣି ଥାଏ ଏବଂ ସେଥିରୁ ମତେ ଏକ ଖେଳାଳି ଭାବରେ ବିକଶିତ ହେବାରୁ ସାହାଯ୍ୟ ମିଳିଥାଏ |

Leave a Reply

Your email address will not be published. Required fields are marked *