ନମସ୍କାର ଦର୍ଶକବନ୍ଧୁ ରିଏଲ ଲାଇଫ ଟ୍ରାନ୍ସଫର କାର ଖେଳକରେ ବିଏମ ଡବ୍ଲୁ କାରରୁ ରୋଵର ଯାହାର ଭିଡିଓ ହେଉଛି ଭାଇରଲ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର |ତେବେ ପ୍ରାୟ ଅଧିକାଂଶ ଲୋକ ଟ୍ରାନ୍ସଫର କାର ବେଶରେ ବିଷୟରେ ଜାଣିଥିବେ ଯାହାକୁ ଆମେ ସାଧାରଣତଃ ହଲିଉଡ଼ ଆକ୍ସନ ଫିଲ୍ମରେ ଦେଖିବାକୁ ପାଇଥାଉ ଯାହା ମାତ୍ର କିଛି କ୍ଷଣକ ଭିତରେ କାରରୁ ରୋବଟକୁ ଟ୍ରାନ୍ସଫର ହୋଇଥାଏ ମାତ୍ର ଏଭଳି କାର ବାସ୍ତବରେ ଥିବା କଥା କହିଲେ କଣ ଆପଣ ବିଶ୍ୱାସ କରିବେ |
ହଁ ଦର୍ଶକବନ୍ଧୁ ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏହା ସତ୍ୟ |ତୁର୍କୀର ଲେଡିଭିଜନ ନାମକ ଏକ କମ୍ପାନୀ 2016 ରେ ଏହି କାରଟିକୁ ଟ୍ରାନ୍ସ୍ଫର କାରରେ ବିକଶିତ କରିଥିଲା ଯାହାର ଏକ ଭିଡିଓ ଆରମ୍ଭ ହୋଇଥିଲା ଏକ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଏହା ବହୁତ ଭାଇରଲ ମଧ୍ୟ ହେଉଛି |ତେବେ ଭିଡିଓରେ ହଲିଉଡ଼ ଆଇକୋନିକ ସାଇନ୍ସ ଫିକ୍ସନ ଫିଲ୍ମର ଏଲିୟନ ରୋବଟ ଭଳି ଏହି ବିଏମ ଡବ୍ଲୁ କାର |
ସାଧାରଣ ଅବସ୍ଥାରୁ ଟ୍ରାନ୍ସଫର ମର କାରକୁ ରୂପାନ୍ତରିତ ହେଉଛି ଅନ୍ୟ କାର ଭଳି ଏହି କାର ଟିକୁ ମଧ୍ୟ ସହଜରେ ଚଲା ଯାଇପାରିବ ଆର୍ଡିନମ ନାମକ ଏକ ଇଞ୍ଜିନିୟର ଟିମ ବାର ଫୁଟ ଲମ୍ବର ଏହି ରୋବଟ କାର ନିର୍ମାଣ କରିଛନ୍ତି ଯାହା ବିଏମ ଡବ୍ଲୁ ତିନି ସିଜିନର ଏକ ରୂପ ଲେଟ ଅସ ନାମକ ଏହି ଚଳନ ଯୋଗ୍ୟ ବିଏମ ଡବ୍ଲୁ ଟ୍ରାନ୍ସ ଫରମର କାର |
ରିମଟ ଦ୍ୱାରା ପରିଚାଳିତ ହୋଇଛି ରୋବଟ ପରିଣତ ହେବା ପରେ ଏହା ନିଜ ମୁଣ୍ଡ ଏବଂ ବେକକୁ ମୁମେଣ୍ଟ କରିପାରୁଛି |ଏହି କାରରେ ଡାଇନାମିକ ହାଇଡ୍ରୋଇକ ନିୟନ୍ତ୍ରିତ ରହିଛି ଯାହା ରୋବଟ ଏବଂ ହାତ ବାହୁର ମୁମେଣ୍ଟ କରିବାରେ ସାହାଯ୍ୟ କରୁଛି |ଯାହା ଏବେ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି |