ନମସ୍କାର ଦର୍ଶକବନ୍ଧୁ SBI ଖାତା ଧାରୀଙ୍କ ପାଇଁ ଆସିଲା ବଡ଼ ଖବର ଯଦି ଆପଣଙ୍କ ପାଖରେ ଷ୍ଟେଟ ବ୍ୟାଙ୍କର ଖାତା ଅଛି ତେବେ ଆପଣଙ୍କ ପାଇଁ ରହିଛି ନୂଆ ନିୟମ |SBI ଆକାଉଣ୍ଟ ଥିଲେ ଆପଣଙ୍କ ଜମା ରାଶି ଉପରେ କଟିବ ଚାର୍ଜ ଜାଣନ୍ତୁ କିପରି ରହିଛି ନୂଆ ନିୟମ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ |ଯଦି ଦେଶର ସର୍ବ ବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଆପଣ ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ |
ତେବେ SBI ର ଏକ ନିୟମ ଅନୁସାରେ ଯେଉଁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଥାଏ ସେହି ଗ୍ରାହକଙ୍କ ଆକାଉଣ୍ଟକୁ ଚାର୍ଜ ମଧ୍ୟ କଟା ଯାଇଥାଏ |କ୍ୟାସ ଡିପୋଜିଟ ମେସିନରୁ ଟଙ୍କା ଜମା କରିବା ଉପରେ ଏହି ଚାର୍ଜ ଆଦାୟ କରାଯାଏ |ଏଟିଏମ ପରି ଜମା ମେସିନ ଅଧିକାଂଶ ଏଟିଏମ୍ ପାଖରେ ଟଙ୍କା ଜମାଣ ମେସିନ ରହିଛି ଏଥିରେ ଆପଣ ନଗଦ ଜମା କରିପାରିବେ ବା କ୍ୟାସ ଡିପୋଜିଟ କରିପାରିବେ |
ବ୍ୟାଙ୍କକୁ ନଯାଇ ଆପଣ ଏହି ଜମା ମେସିନ ସାହାଯ୍ୟରେ ଟଙ୍କା ଜମା କରିପାରିବେ ଆପଣମାନେ ଏହାକୁ କ୍ୟାସ ଡିପୋଜିଟ ମେସିନ ବୋଲି ଜାଣିଥିବେ |ବହୁତ SBI ଏଟିଏମରେ ଏହି ମେସିନ ଥାଏ ଏଥିପାଇଁ ଆପଣ ଯେଉଁ ଟଙ୍କା ଜମା କରୁଛନ୍ତି ତାହାର ସଫଳ ଅଛି କି ନାହିଁ ଆପଣ ତାହା ଉପରେ ଧ୍ୟାନ ଦେବା ଉଚିତ |
ଯଦି ନୋଟ ଗୁଡ଼ିକ ଚିରା କିମ୍ବା ପୁରୁଣା ଏଟିଏମ ମେସିନ ସେଗୁଡ଼ିକ ଗ୍ରହଣ କରିବ ନାହିଁ ଏହି ମେସିନ ଜମା କରିବା ପରେ ତୁରନ୍ତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ତେବେ ଏଥିରୁ 25 ଟଙ୍କା ଜମା ପାଇଁ କଟା ଯାଇଥାଏ ଟଙ୍କାର ପରିମାଣ ଅନୁସାରେ ଏହି ଚାର୍ଜ ବୃଦ୍ଧି ପାଇଥାଏ ପ୍ରତି କାରବାର ସୀମା 49,900 ଟଙ୍କା ରହିଛି |
ଆପଣ ଏହି ମେସିନ ସାହାଯ୍ୟରେ ଆପଣ ଆପଣଙ୍କ ପିଏଫ ,ଆରଡି ଏବଂ ଆପଣଙ୍କ ଋଣ ଆକାଉଣ୍ଟରେ ମଧ୍ୟ ନଗଦ ଜମା କରିପାରିବେ ଏଟିଏମ ମେସିନ କେବଳ ଶହେ ଟଙ୍କା ,ପାଞ୍ଚ ଶହ ଟଙ୍କା ଏବଂ ଦୁଇ ହଜାର ଟଙ୍କାର ନୋଟ ଗ୍ରହଣ କରେ ତେବେ ଆପଣ କ୍ୟାସ ଡିପୋଜିଟ କଲେ ଆପଣଙ୍କ ପଚିଶ ଟଙ୍କା କଟିବାକୁ ଯାଉଛି |