ଆସିଲା ବଡ଼ ଖବର Elina ଙ୍କର ହେଲା ଏମିତି ଅବସ୍ଥା, ଦେଖିଲେ ବିଶ୍ୱାସ ହେବ ନାହିଁ କହିବେ ଏମିତି କିଏ….

ନମସ୍କାର ଦର୍ଶକବନ୍ଧୁ ଓଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ଏମିତି କିଏ ବାନ୍ଧିକି ପକାଇଲା ଓ କାହିଁକି |ଓଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଚୁଲବୁଲି ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ କିଏ ବା ନଜାଣେ |ସେ ବହୁତ କମ ସମୟ ମଧ୍ୟରେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ପ୍ରବେଶ କରି ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି |ଅଭିନେତ୍ରୀ ଏଲିନା ସାମନ୍ତରାୟ ଓଲିଉଡ଼ର ବେଶ ଜଣାଶୁଣା ଅଭିନେତ୍ରୀ |

ବାବୁଶାନ ,ଅରିନ୍ଦମ ଏବଂ ଅନୁଭବଙ୍କ ବିପକ୍ଷରେ ବେଶ କେତୋଟି ଫିଲ୍ମରେ ନାୟିକା ସାଜି ଓଡ଼ିଆ ଇଣ୍ଡଷ୍ଟ୍ରିରେ ବେଶ ନାମ ଅର୍ଜନ କରିଛନ୍ତି |ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ କିଏ ହେବ ମୋ ହିରୋଇନ ଜରିଆରେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ପ୍ରବେଶ କରିଥିଲେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଇସ୍କ ତୁହି ତୁ ତାପରେ ଗୋଟେ ପରେ ଗୋଟେ ସିଡ଼ି ଚଢି ସେ ଆଗକୁ ବଢି ଚାଲିଛନ୍ତି |

ତେବେ ସୋସିଆଲ ମେଡିଆରେ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ କିଛି ଫୋଟ ଘୁରି ବୁଲୁଚି ଏଲିନା ସାମନ୍ତରାୟଙ୍କୁ ପଲିଥିନ ବାନ୍ଧି ଥିବାର ଦେଖିବାକୁ ମିଳିଛି ଏବଂ ନାକରେ ର-କ୍ତା-ତ ହୋଇଥିବାର ଜଣା ପଡ଼ିଛି |ତେବେ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କର ଏହି ଯେଉଁ ଫୋଟ ଦେଖୁଛନ୍ତି ଏ କୌଣସି ରିଏଲ ଲାଇଫର କଥା ନୁହେଁ ଏ ହେଉଛି ରିଲ ଲାଇଫର କଥା |

ଏଲିନା ସାମନ୍ତରାୟଙ୍କ ଆସିବାକୁ ଯାଉଛି ଆଉ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ତେବେ ସେ ଓଡ଼ିଆ ଚଳଚ୍ଚିତ୍ରରେ ଏଲିନା ସାମନ୍ତରାୟଙ୍କୁ ଏହି ଭଳି ରୂପରେ ଆପଣମାନେ ଦେଖିବାକୁ ପାଇପାରିବେ

Leave a Reply

Your email address will not be published. Required fields are marked *