ଅଙ୍ଗନୱାଡି କର୍ମୀଙ୍କୁ ନେଇ Sarakar ଦେଲେ ବହୁତ ବଡ଼ ଖୁସିର ଖବର ପୂରଣ ହେଲା ଏମାନଙ୍କ ଦାବି ଜାଣିଲେ ଖୁସିରେ ପାଦ ଆଉ ତଳେ ଲାଗିବ ନାହିଁ |

ନମସ୍କାର ଦର୍ଶକବନ୍ଧୁ ଅଙ୍ଗନୱାଡି କର୍ମୀଙ୍କ ପାଇଁ ଆସିଲା ସବୁଠାରୁ ବଡ଼ ଖୁସିର ଖବର ଯାହାକି ମୋଦି ସରକାର କଲେ ଏବେ ବଡ଼ ଘୋଷଣା ତେବେ ଆସନ୍ତୁ ଜାଣିବା ଏହି ଖୁସି ଖବରଟି କଣ ରହିଛି |ତେବେ ତେବେ ଯେତେବେଳେ ଅଙ୍ଗନୱାଡି ଦିଦି ମାନେ ନିଯୁକ୍ତି ପ୍ରଥମ କରି ପାଇଥିଲେ ଆଉ ସେହି ସମୟରେ ପ୍ରଥମ ଅଷ୍ଟମ ,ନବମ ,ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଭଉଣୀ ମାନେ ଏଥିରେ ନିଯୁକ୍ତି ପାଇଥିଲେ|

ତେବେ ସେହି ଅଷ୍ଟମ ଏବଂ ନବମରେ ପଢ଼ୁଥିବା ଭଉଣୀ ମାନେ ଆଜି ସରକାରଙ୍କ ଯେ କୌଣସି କାମ ଫିଲଡରେ କରି ଆସୁଛନ୍ତି ଏହା ସହିତ ଖାତା ପତ୍ର ସହିତ ମୋବାଇଲରେ ମଧ୍ୟ ସରକାରଙ୍କ ସବୁ ନିୟମର କାର୍ଯ୍ୟ କରୁଛନ୍ତି କିନ୍ତୁ ସରକାର କହିଛନ୍ତି ଯେ ମା ମାଉସୀ ମାନଙ୍କ ଯୋଗ୍ୟତା ନଥାଉ ମଧ୍ୟ କାମ କରୁଛନ୍ତି କିନ୍ତୁ ତାଙ୍କ ଦରମା ବୃଦ୍ଧିକୁ ନେଇ ସରକାର କୌଣସି ଦୃଷ୍ଟି ଦେଉ ନାହାଁନ୍ତି |

ତେବେ ଏହାକୁ ନେଇ ନରେନ୍ଦ୍ର ମୋଦି କହିଛନ୍ତି ଯେ ବହୁତ ଶୀଘ୍ର ରାଜ୍ୟ ସରକାର ଅଙ୍ଗନୱାଡି କର୍ମୀଙ୍କର ଆଶା କର୍ମୀ ମାନଙ୍କର ଦରମା ବୃଦ୍ଧି କରାଯିବ ଏହାକୁ ନେଇ ରାଜ୍ୟ ମୁଖ୍ୟ ସଚିବ କହିଛନ୍ତି ଯେ ବଲାଙ୍ଗୀରି ଗସ୍ତ ସମୟରେ ଖୁସି ଖବର ମଧ୍ୟ ଶୁଣିବାକୁ ମିଳିଛି |ସେ ମଧ୍ୟ କହିଛନ୍ତି ବହୁତ ଶୀଘ୍ର ରାଜ୍ୟ ସରକାର ଅଙ୍ଗନୱାଡି କର୍ମୀଙ୍କ ଦରମା ବୃଦ୍ଧି କରିବାକୁ ଯାଉଛନ୍ତି ରାଜ୍ୟ ସରକାର

ତେବେ ସୂଚନା ରହିଛି ଯେ ଆସନ୍ତା ଅଗଷ୍ଟ 15 ତାରିକରେ ନବୀନ ପଟ୍ଟନାୟକ ଅଙ୍ଗନୱାଡି କର୍ମୀଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି ତେବେ ବିଶେଷ ସୂତ୍ରରୁ ଜଣା ପଡ଼ିଛି ଅଙ୍ଗନୱାଡି କର୍ମୀଙ୍କ ଦରମା 18,000 ଟଙ୍କା ବୃଦ୍ଧି କରିଛନ୍ତି |

Leave a Reply

Your email address will not be published. Required fields are marked *