ଆଜିର ରାଶିଫଳ 2023 ଅଗଷ୍ଟ 13 ରବିବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ଜୀବନରେ ଆପଣଙ୍କ ଆଜି ଉତ୍ତମ ରହିବ |ସମସ୍ତ କର୍ମରେ ଆଶାତୀତ ସଫଳତା ଆଜି ନିଶ୍ଚିତ ଦେଖିବାକୁ ମିଳିବ |ପରିବାରର ସଦସ୍ୟ ଏବଂ ବନ୍ଧୁମାନେ ସାହାଯ୍ୟ ପାଇଁ ଆପଣ ସବୁ ହାତ ବଢେଇବେ |ବିଦ୍ୟାର୍ଥୀ ମାନେ କ୍ରୀଡ଼ାବିଦ କ୍ଷେତ୍ରରେ ନିଶ୍ଚିତ ଭାବରେ ସଫଳତା ପାଇବେ |ମହିଳା ମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ |

ବୃଷ ରାଶି -ଆଜି ବାଣିଜ୍ୟ ଏବଂ ବ୍ୟବସାୟରେ ଆୟ ଶାନ୍ତ ରହିବ| କର୍ମ କ୍ଷେତ୍ରରେ କର୍ମଚାରୀଙ୍କ ମନାନ୍ତର ହେବ |ବାପା ମା ସ୍ୱାସ୍ଥ୍ୟକୁ ନେଇ ବିବ୍ରତ ହେବେ ବା ତାଙ୍କ ସହ ମତଭେଦ ରହିପାରେ |ପରିବାରରେ ଅଶାନ୍ତି ଏବଂ ବନ୍ଧୁଙ୍କ ଠାରୁ ଅପମାନ ପାଇ ପାରନ୍ତି |

ମିଥୁନ ରାଶି -ଦିନଟିି ଭଲରେ କଟିବ । ଯଶସ୍ବୀ ହେବେ । ଧୈର୍ଯ୍ୟଶୀଳ ହୋଇପାରନ୍ତି । ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।ଆମଦାନୀ କରିବା କ୍ଷେତ୍ରରେ ବ୍ୟବସାୟ ସ୍ଥିତି ସୁଦୃଢ ରହିବ |

କର୍କଟ ରାଶି -ଆପଣ ପରୋପକାରୀ ହେବେ। ପଦପଦବୀରେ ପ୍ରତିଷ୍ଠିତ ହୋଇ ପାରନ୍ତି । ଶତ୍ରୁ ନାଶକ ହୋଇପାରନ୍ତି। କୌଣସି ଏକ ନୂତନ ବିଷୟରେ ଅନୁସନ୍ଧାନକାରୀ ହେବେ।କର୍ମ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ |

ସିଂହ ରାଶି -ସରକାରଙ୍କଠାରୁ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି। ଧାର୍ମିକ ଆଚରଣଯୁକ୍ତ ଓ ଶତ୍ରୁ ବିଜୟୀ ହେବେ। ବିବାହ ବିଳମ୍ବ ହେଲେ ବି ପତ୍ନୀ ସେବା ମନୋଭାବର ଓ ଆଜ୍ଞାକାରିଣୀ ହେବେ।ଧର୍ଯ୍ୟର ସହିତ ପରିସ୍ଥିତି ସାମ୍ନା କଲେ ନିଶ୍ଚିତ ଭାବରେ ସଫଳ ହେବେ |

କନ୍ୟା ରାଶି -ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହେବେ । ଆଇନ ପରାମର୍ଶଦାତା ହେବେ। ପତ୍ନୀ ଭାଗ୍ୟବତୀ ହେବେ । ଦିନ ଭଲରେ କଟିବ ।ପିଲାମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହି ପାରନ୍ତି |

ତୁଳା ରାଶି -ସରକାରଙ୍କଠାରୁ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି। ଧାର୍ମିକ ଆଚରଣଯୁକ୍ତ ଓ ଶତ୍ରୁ ବିଜୟୀ ହେବେ। ବିବାହ ବିଳମ୍ବ ହେଲେ ବି ପତ୍ନୀ ସେବା ମନୋଭାବର ଓ ଆଜ୍ଞାକାରିଣୀ ହେବେ।

ବିଛା ରାଶି -ଲାଭକାରୀ ବ୍ୟବସାୟୀ ହୋଇପାରନ୍ତି। ରଜୋଗୁଣୀ ଓ ଚତୁର ହେବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି।

ଧନୁ ରାଶି -ମାଲିମୋକଦ୍ଦମା କିମ୍ବା ନିର୍ବାଚନରେ ବିଜୟୀ ହେବେ। ଭାଇମାନଙ୍କଠାରୁ ସହଯୋଗ ମିଳିବ। କୂଟନୀତିଜ୍ଞ ଓ ସଂଯମୀ ହେବେ।

ମକର ରାଶି -ମେସିନାରୀ ଓ ତୈଳାଦି ବ୍ୟବସାୟ ଲାଭଜନକ ହେବ। କଠିନ ପରିଶ୍ରମୀ ଓ ଗୁରୁଭକ୍ତ ହୋଇପାରନ୍ତି । ପୈତୃକ ସମ୍ପତ୍ତି ଭୋଗକାରୀ ହେବେ। ଦୟାଳୁ, ନ୍ୟାୟବାନ୍‌ ହେବେ।

କୁମ୍ଭ ରାଶି -ମେସିନାରୀ ଓ ତୈଳାଦି ବ୍ୟବସାୟ ଲାଭଜନକ ହେବ। କଠିନ ପରିଶ୍ରମୀ ଓ ଗୁରୁଭକ୍ତ ହୋଇପାରନ୍ତି । ପୈତୃକ ସମ୍ପତ୍ତି ଭୋଗକାରୀ ହେବେ। ଦୟାଳୁ, ନ୍ୟାୟବାନ୍‌ ହେବେ।

ମୀନ ରାଶି -ପ୍ରଭାବଶାଳୀ ହୋଇପାରନ୍ତି। ପୁରୁଷାର୍ଥୀ ହେବେ। ଭାଇ, ମାତା, ପତ୍ନୀ, ଭଗ୍ନୀ ପ୍ରମୁଖ ବିଭିନ୍ନ ବିଦ୍ୟାରେ ପାରଙ୍ଗମ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *