୧୪ ଅଗଷ୍ଟ ଶ୍ରାବଣର ଷଷ୍ଠ ସୋମବାର, kahaku କିଛି ନ କହି ଚୁପଚାପ କରନ୍ତୁ ଏହି ଉପାୟ ମିଳିବ ପ୍ରଚୁର ଟଙ୍କା ,ଥରେ ନିଶ୍ଚୟ କରନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସରେ ପ୍ରଭୁ ଭୋଳାନାଥଙ୍କ ପାଖରେ କରାଯାଇଥିବା ତାର ଉପାୟ ସିଦ୍ଧ ପ୍ରଭାବ ଦେଖାଇଥାଏ ଶ୍ରାବଣ ମାସକୁ ଚମତ୍କାର ମାସ ବୋଲି କୁହାଯାଇଥାଏ କୁହାଯାଏ ଯେ ଯଦି ଭାଗ୍ୟ ଆପଣଙ୍କ ସାଦ ଦେଉ ନାହିଁ ତେବେ ଆପଣଙ୍କୁ ଜ୍ୟୋତିଷ ଉପାୟ ନିହାତି କରିବା ଆବଶ୍ୟକ ବନ୍ଧୁଗଣ ଜ୍ୟୋତିଷ ଉପାୟ ସେହି ସରଳ ଉପାୟ ଅଟେ ଯାହାକି ଖୁବ କମ ସମୟରେ ଆପଣଙ୍କୁ ଲାଭ ପ୍ରାପ୍ତ ହୋଇଥାଏ ଲୋକମାନେ ପ୍ରାଚୀନ ସମୟରୁ ହିଁ ବିଭିନ୍ନ ଉପାୟ କରି ଆସୁଛନ୍ତି ଏଥିପାଇଁ ଆପଣ ଯଦି ଶୀଘ୍ର ଧନଵାନ ବନିବାର ଇଛା ରଖୁଛନ୍ତି ତେବେ ଆପଣ ସୋମବାର ଦିନ ଏହି ଉପାୟ ନିହାତି ଭାବରେ କରନ୍ତୁ ଆପଣଙ୍କୁ ଦୁଇଗୁଣା ଲାଭ ହେବ ଆପଣ ଜୀବନରେ ଦୁଇଗୁଣା ଉନ୍ନତି କରିବେ ତେବେ ଚାଲନ୍ତୁ କଣ ସେହି ଉପାଉଆତି ଜାଣିନେବା |

ବନ୍ଧୁଗଣ ଏହି ଉପାୟଟି କରିବା ଦ୍ୱାରା ଯେଉଁ ସାମଗ୍ରୀ ଦରକାର ସେହି ଉପାୟ ଗୁଡ଼ିକ ଲେଖିକି ରଖନ୍ତୁ କିନ୍ତୁ ଏହି ଉପାୟ କରିବା ପୂର୍ବରୁ ଆପଣଙ୍କୁ ସଂକଳ୍ପ ନେବାର ଉଚିତ ଅଳ୍ପ ଆପଣ ଜଳ ନେଇ ଯାଆନ୍ତୁ ଏବଂ ଶିବ ମନ୍ଦିରକୁ ଯାଆନ୍ତୁ ଶିବ ମନ୍ଦିରରେ ଆପଣଙ୍କୁ ଏକ ସଂକଳ୍ପ ନେବାର ଅଛି ହେ ଭୋଳାନାଥ ମୁଁ ଏହି ଉପାୟ କରିବାକୁ ଯାଉଅଛି କୃପା କରି ମୋର ଏହି ମନସ୍କାମନାକୁ ଆପଣ ପୂର୍ଣ୍ଣ କରନ୍ତୁ ମୁଁ ସଂକଳ୍ପ ନେଉଅଛି ପୁରା ଶ୍ରାବଣ ମାସରେ ମୁଁ ଆପଣଙ୍କ ମନ୍ତ୍ରର ଜପ କରିବି ଅର୍ଥାତ ଓଁ ନମଃ ଶିବାୟ ଜପ କରିବି |ଏହି ଉପାୟ କରିବା ପାଇଁ ସାମଗ୍ରୀ ଜାଣି ନିଅନ୍ତୁ

ପ୍ରଥମେ ଆପଣ ଏକ ରୁଦ୍ରାକ୍ଷ ସଂଗ୍ରହ କରନ୍ତୁ ତିନି ମୁଖି ରୁଦ୍ରାକ୍ଷକୁ ଅତି ଉତ୍ତମ ମନା ଯାଇଥାଏ ଦ୍ୱିତୀୟ ସାମଗ୍ରୀ ଅଟେ ସଫା ଚନ୍ଦନ ବା ଧଳା ଚନ୍ଦନ ଏହା ଯେକୌଣସି ପୂଜା ସାମଗ୍ରୀ ଦୋକାନରେ ମିଳିଯିବ ତୃତୀୟ ସାମଗ୍ରୀ ହେଉଛି ତମ୍ବାର ନୋଟା ଆପଣଙ୍କୁ ଏହି ତିନୋଟି ସାମଗ୍ରୀ ନେବାର ଅଛି ବର୍ତ୍ତମାନ ଏହାର ପ୍ରୟୋଗ କିପରି କରିବେ ଧ୍ୟାନର ସହ ଶୁଣନ୍ତୁ |ସର୍ବ ପ୍ରଥମେ ଆପଣ ରୁଦ୍ରାକ୍ଷକୁ ଗଙ୍ଗା ଜଳରେ ଧୋଇ ଦିଅନ୍ତୁ ଏହା ପରେ ଆପଣ ଧଳା ଚନ୍ଦନ ନିଅନ୍ତୁ ଅର୍ଥାତ ଏହା ଉପରେ ପାଣି ପକେଇ ଲେପ ବନେଇ ଦିଅନ୍ତୁ ଏହା ପରେ ଏକ ଲୋଟା ଜଳ ନେଇ ଯାଆନ୍ତୁ |

ଏହା ପରେ ଯେଉଁ ରୁଦ୍ରାକ୍ଷ ଗଙ୍ଗା ଜଳରେ ଧୋଇକି ରଖିଥିଲେ |ସେହି ରୁଦ୍ରାକ୍ଷ ଉପରେ ଧଳା ଚନ୍ଦନର ଲେପ ଲଗାଇ ଦିଅନ୍ତୁ ସମ୍ପୂର୍ଣ୍ଣ ଚନ୍ଦନର ଲେପ ରୁଦ୍ରାକ୍ଷର ଦେଇ ଦିଅନ୍ତୁ ଯେମିତି ଦେଖାଯିବ ନାହିଁ ଏହା ପରେ ସେହି ରୁଦ୍ରାକ୍ଷକୁ ନେଇ ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ଶିବ ଲିଙ୍ଗର ପୁରା ଉପରେ ରଖି ଦିଅନ୍ତୁ ଏବଂ ଏକ ନୋଟା ଜଳକୁ ଧୀରେ ଧୀରେ ଓଁ ନମଃ ଶିବାୟ ମନ୍ତ୍ର ଜପ କରି ଧୀରେ ଧୀରେ ଜଳ ଚଢ଼ାଇବାରେ ଅଛି ଏମିତି ମନା ଯାଇଅଛି କି ଚନ୍ଦନ ଦ୍ୱାରା ପ୍ରଭୁ ଭୋଳାନାଥ ଅତ୍ୟନ୍ତ ପ୍ରସନ୍ନ ହୋଇ ଥାଆନ୍ତି ଏହାର ପଛରେ କିଛି କାରଣ ମଧ୍ୟ ରହିଅଛି |

ଯେତେବେଳେ ଭଗବାନ ଭୋଳାନାଥ ବିଷର ପାନ କରିଥିଲେ ତ ତାଙ୍କ ଶରୀରରେ ଅତ୍ୟଧିକ ଉତ୍ତାପ ବଢିବାକୁ ଲାଗିଲା ଏହି ଗରମକୁ ଶାନ୍ତ କରିବା ପାଇଁ ଦେବତା ମାନେ ଭଗବାନ ଭୋଳାନାଥଙ୍କୁ ବେଲ ପତ୍ର ଖୁଆଇ ଥିଲେ ଭାଙ୍ଗ ଖୁଆଇ ଥିଲେ ଏହା ଦ୍ୱାରା ତାଙ୍କ ଶରୀରର ଉତ୍ତାପ କମ ହୋଇ ନଥିଲା ଏହା ପରେ ଦେବତା ମାନେ ଭଗବାନ ଭୋଳାନାଥଙ୍କ ଉପରେ ଚନ୍ଦନର ଲେପ ଦେଲେ ଚନ୍ଦନର ଲେପ ଦ୍ୱାରା ଭୋଳାନାଥ ଥଣ୍ଡା ପ୍ରାପ୍ତ ହେଲେ ଏବଂ ଧ୍ୟାନ ସହ ଶାନ୍ତ ହେଲେ ତେଣୁ ରୁଦ୍ରାକ୍ଷର ପ୍ରଭୁଙ୍କୁ ଚନ୍ଦନ ଳିପିକି ଦେଲେ ଶୀଘ୍ର ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ |

Leave a Reply

Your email address will not be published. Required fields are marked *