ନମସ୍କାର ଦର୍ଶକବନ୍ଧୁ ଯୁବକଙ୍କ ଦେହରୁ ବାହାରି ଗଲା ଭୁତ ଯୁବକ ଜଣକ ବଞ୍ଚି ଯାଇଥିବା ବେଳେ ଶରୀର ଭିତରୁ ବାହାରି ଯାଇଥିଲା ଆତ୍ମା ଆଉ ସେହି ଆତ୍ମା ବାହାରି ଯାଇଥିବା ଦୃଶ୍ୟ ରେକର୍ଡ ହୋଇ ଯାଇଥିଲା ଏକ ସିସିଟିଭି କ୍ୟାମେରାରେ ଆଉ ଯାହାକୁ ଆପଣମାନେ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ |ବନ୍ଧୁଗଣ ସେତେବେଳେ ସମୟ ଥିଲା ମଧ୍ୟରାତ୍ରି ଚାରିଆଡେ ନିଛାଟିଆ କିଟି କିଟି ଅନ୍ଧାର ସାଙ୍ଗକୁ ମୁହଁକୁ ମୁହଁ ଦେଖା ଯାଉନଥିଲା ଆଉ ସବୁଆଡ଼େ ନିଶବ୍ଦ ଥିଲା |
ଏତିକି ବେଳେ ଜଣେ ଯୁବକ କାନ୍ଧରେ ବ୍ୟାଗ ପକାଇ ଏକାଟିଏ ନିଛା ଟିଆ ଜାଗାରେ ଯାଉଥିଲେ ଯୁବକ ଜଣକ ନିଜ କାମରେ ଫେରୁ ଫେରୁ ବିଳମ୍ବ ହୋଇ ଯାଇଥିଲା ଆଉ ଏତେ ବିଳମ୍ବ ହୋଇ ଯାଇଥିଲା କି ସେତେବେଳେ ରାସ୍ତାରେ କୌଣସି ଗାଡ଼ି ମଟର ମଧ୍ୟ ଯିବା ଆସିବା କରୁ ନଥିଲା ଆଉ ସେଥିପାଇଁ ଯୁବକ ଜଣକ କାନ୍ଧରେ ବ୍ୟାଗ ପକାଇ ଚାଲି ଚାଲି ଯାଉଥିଲେ ଆଉ ଏତିକି ବେଳେ ଏହି ଯୁବକଙ୍କ ସହ ଯାହା କିଛି ଘଟି ଯାଇଥିଲା ତାହା ଆପଣ ଦେଖିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ |
ଦେଖନ୍ତୁ ଲୋକଟି ବ୍ୟାଗ ନେଇ ଗଲା ବେଳେ ତା ପଛରେ ଏକ ଚୋର ଚାଲୁଥିଲା ଯୁବକ ଜଣକ ଏକା ଯାଉଥିବାରୁ ତାହା ସହିତ ପ୍ଲାନ କରି ଯିବା ପାଇଁ ଚେଷ୍ଟା କରୁଥିଲା ଚୋର ଜଣକ ଆଉ ଯୁବକ ଜଣକ ଠିଆ ହୋଇ ପଛକୁ ଦେଖିଲା ବେଳକୁ ଏହି ଚୋର ଜଣକ ଠିଆ ହୋଇ ଯାଇଥିଲା ଆଉ ଯୁବକ ଜଣକ ତା ଠାରୁ ବ୍ୟାଗ ଛଡ଼ାଇ ଥିଲା ଯାହା ସବୁ ର ରେକର୍ଡ ହୋଇ ଯାଇଥିଲା ସିସିଟିଭି ରେ |
ଯୁବକ ଜଣକ ଠିଆ ହୋଇ ଯାଉଥିଲା ବେଳେ ଆଉ ଜଣେ ମଣିଷ ବାହାରି ଗଲା ପରି ଦେଖା ଯାଇଥିଲା |ସମସ୍ତେ କହୁଛନ୍ତି ଯେ ଗୋଟେ ଦୈବୀ ଶକ୍ତି ଆସି ଯାଇଥିଲା ଯାହାକୁ ଚୋରି କରିବା ପାଇଁ ଦେଇ ନଥିଲା |
ଆଉ ଏହା ପରେ ଚୋର ଜଣକ ଭୟରେ ଡରି ଯାଇଥିଲା ଆଉ ସେଠାରୁ ଡରରେ ପଳେଇ ଯାଇଥିଲା ଏପଟେ ଯୁବକ ଜଣକ ମଧ୍ୟ ଘରକୁ ଚାଲି ଯାଇଥିଲା ଏହି ଦୃଶ୍ୟଟି କେଉଁଠି କାର ଜଣା ପଡ଼ିନଥିଲା ବେଳେ ଏହା ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି |