ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ଲଘୁଚାପ, ଏହି ଦିନରୁ ପ୍ରବଳ ବର୍ଷା… ପାଣିପାଗ ବିଭାଗ ଦେଲେ Emiti ସୂଚନା, ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ପାଣିପାଗକୁ ନେଇ ଆସିଲା ବହୁତ ବଡ଼ ଅପଡେଟ ଆସୁଛି ବଡ଼ ବର୍ଷା ଆସନ୍ତା 5 ଦିନ ଯାଏ ପ୍ରବଳ ବର୍ଷିବ ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଆଜି ଓ କାଲି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ତେବେ ବଙ୍ଗୋପ ସାଗରରେ ପୁଣି ଲଘୁଚାପ ଆସନ୍ତା କାଲି ଠାରୁ ବିସ୍ତୃତ ବର୍ଷା ସହ ଘଡ଼ଘଡ଼ିର ସମ୍ଭାବନା ରହିଛି |

ଘୁର୍ଣ୍ଣି ବଳୟ ପ୍ରଭାବରେ ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ପଶ୍ଚିମ ବଙ୍ଗ ଉପତ୍ୟକାରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର ବର୍ଷା ପରିମାଣ ବଢିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ ପୂର୍ବାନୁମାନ କରିଛି |ତେବେ ସକ୍ରିୟ ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚାରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |

ମୟୁରଭଞ୍ଜ ,ଯାଜପୁର ,ବଲାଙ୍ଗୀରି ଏବଂ ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ ଆଉ 16 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ସେହିପରି ଆଜି ଏବଂ ଆସନ୍ତା କାଲି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଆଜି ବାଲେଶ୍ୱର ,ଭଦ୍ରକ ,ଯାଜପୁର ,କଟକ,ସୁନ୍ଦରଗଡ଼ ,ଜଗତସିଂହ ପୁର ,ବରଗଡ଼ ,ଝାରସୁଗୁଡା ,ଅନୁଗୁଳ ,ଦେବଗଡ଼ ,ଢେ଼ଙ୍କନାଳ ,ମୟୁରଭଞ୍ଜ ,କେଉଁଝର ପୁରୀ ,ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା |

ହୋଇପାରେ ସେହିପରି ଆସନ୍ତା କାଲି ବାଲେଶ୍ୱର ,ଭଦ୍ରକ ,କେନ୍ଦ୍ରାପଡା ,କଟକ ଏବଂ ଜଗତସିଂହ ପୁର ,ନୟାଗଡ଼ ,ଖୋର୍ଦ୍ଧା ,ପୁରୀ ,ଗଜପତି ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି |

Leave a Reply

Your email address will not be published. Required fields are marked *