ନମସ୍କାର ଦର୍ଶକବନ୍ଧୁ ପୁଅକୁ ବିମାନ ଉଡ଼ାଇବାକୁ ଦେଇ କଡ଼ରେ ବସି ବିଅର ପିଇଲେ ବାପା ଭିଡିଓ ହେଉଛି ଭାଇରଲ ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର |ତେବେ କିଛି ଲୋକ ଜୀବନକୁ ଉପଭୋଗ କରିବା ନିମନ୍ତେ ଜୀବନକୁ ହରାଇବା ପାଇଁ ମଧ୍ୟ ପଛାନ୍ତି ନାହିଁ ବେଳେବେଳେ ଦାୟିତ୍ୱ ହୀନ ଭାବରେ ଜୀବନକୁ ଉପଭୋଗ କରିବା ଜୀବନ ଉପରେ ଭାରି ପଡ଼େ |
ନିକଟ ଅତୀତରେ ବୟାଳିଶି ବର୍ଷର ଗବେଷକ ଘେରମ ମିୟ ଏବଂ ତାଙ୍କର ପୁଅ ପ୍ରାଙ୍କ ସିକୋ ମିୟଙ୍କ ଏହି କଥାର ଏକ ଜଳନ୍ତ ଉଦାହରଣ ତେବେ ବାପ ପୁଅ ଦୁହେଁ ବିମାନରେ ବେଦକୁରା ଭାବରେ ଉଡ଼ାଣ କରିବା ପରେ ସେମାନଙ୍କ ଜୀବନ ଯାଇଥିବା ସୂଚନା ମିଳିଛି |ତେବେ ସତର୍କ ରୁହନ୍ତୁ ଆଗକୁ ସାବଧାନ ରୁହନ୍ତୁ |
ଘେରମ ମିୟ ପ୍ରାଙ୍କସିକ ମିୟ ରହିଥିବା ସୂଚନା ରହିଥିବା ବିମାନଟି ଏକ ଜଙ୍ଗଲରେ ଦୁର୍ଘଟଣା ଗସ୍ତ ହେବା ପରେ ବାପ ପୁଅଙ୍କ ଅକାଳ ମୃ-ତ୍ୟୁ ଘଟିଥିବା ଜଣା ପଡ଼ିଛି |ଦୁର୍ଘଟଣାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଭିଡିଓରେ ଦେଖିବା ମିଳିଛି ଯେ ଘେରମ ମିୟ ତାଙ୍କ 11 ବର୍ଷର ପୁଅକୁ ବିମାନ ଉଡ଼ାଣ କରିବାକୁ ଦେଇ ନିଜେ କମ୍ପିଟ ଭିତରେ ବସି ବିୟର ପିଉଛନ୍ତି |
ତେବେ ବାପ ପୁଅ ଆକାଶରେ ଉଡ଼ାଣକୁ ଖୁବ ଉପଭୋଗ କରୁଛନ୍ତି ପିଲାଟି ବିମାନ ଚଳାଇ ଆନନ୍ଦିତ ହୋଇଥିବା ବେଳେ ତାକୁ ଦେଖି ଖୁସିରେ ବିୟର ପିଇ ମଜା ନେଉଛନ୍ତି ବାପା ମାତ୍ର ପରବର୍ତ୍ତୀ ସମୟରେ ଏହା ତାଙ୍କର ଆନନ୍ଦ କାଳ ପାଲଟିଛି ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି |