ନମସ୍କାର ଦର୍ଶକବନ୍ଧୁ ମାଳିକାରୁ ଜଣା ପଡ଼ିଲା ଯେ ମହାପ୍ରଭୁ ଜଗନାଥ କିପରି ଯିବେ ଛତିଆ ବଟ କିଏ ଆକ୍ରମଣ କରିବେ ମହାପ୍ରଭୁଙ୍କୁ କେଉଁ ଅଘଟଣ ଘଟିଲେ ମହାପ୍ରଭୁ ଜିଲେ ଛତିଆ ବଟ ଏନେଇ ମାଳିକା କଣ କହୁଛି ଆସନ୍ତୁ ଜାଣିବା |ମହାପ୍ରଭୁ ଜଗନାଥଙ୍କ ଲୀଳା ଅପାର ଆମ ମହାପ୍ରଭୁ ଚାରି କୋଡ଼ି ମଉଡ଼ ମଣି ଜାଗା କେତେବେଳେ କଉ ଲୀଳା କରନ୍ତି ତାହା କେହି ଜାଣି ପାରନ୍ତି ନାହିଁ |ତେବେ ଜଗନାଥଙ୍କୁ ନେଇ ମାଳିକାରେ ମହାପୁରୁଷ ମାନେ କହିଛନ୍ତି ମହାପ୍ରଭୁ ସମସ୍ତଙ୍କୁ ଚଖମା ଦେଇ କିପରି ଭାବରେ ଛତିଆ ବଟକୁ ଯିବେ କେହି ମଧ୍ୟ ଜାଣି ପାରିବେ ନାହିଁ |
ଯେତେବେଳେ ରୁଷ ଓ ଭାରତ ମଧ୍ୟରେ ଘମାଘମ ଯୁଦ୍ଧ ହେବ ଯେତେବେଳେ ସାରା ଭାରତର ର-କ୍ତର ନଦୀ ବହିବ ଆଉ ଯେତେବେଳେ ରୁଷର ସୈନ ମାନେ ଓଡିଶା ଆସି ମହାପ୍ରଭୁଙ୍କୁ ଆକ୍ରମଣ କରିବେ ଯେତେବେଳେ ସେହି ସମୟରେ ନେବା ପାଇଁ ଯୋଜନା କରିବେ ସେହି ସମୟରେ ମହାପ୍ରଭୁ ଚମତ୍କାର ଲୀଳା କରି ରୁଷର ସୈନ ମାନଙ୍କୁ ଚକ୍ଷ୍ମା ଦେବେ |ମାଳିକାରେ ମହାପୁରୁଷ କହିଛନ୍ତି ଚାରିଆଡ଼େ ପଡ଼ିବ ହୁରି ରୁଷ ନିଜ ବଳ ରଚି ଭାରତକୁ ଆସିବେ |
ଆଉ ଭାରତର ଅନେକ ଅନିଷ୍ଟ କରିବା ପରେ ସାରା ବ୍ରହ୍ମାଣ୍ଡର ପ୍ରାଣ ମହାପ୍ରଭୁଙ୍କୁ ନେଇଯିବା ପାଇଁ ଅନେଇ ବସିଥିବେ |ରୁଷ ସୈନ ବଳ ବୁଦ୍ଧିଙ୍କ କିଛି କାମ କରିବନି ମହାପ୍ରଭୁ ଙ୍କ ପାଖରେ ପୂର୍ବରୁ କୁହାଯାଇଛି ପୁରୀ ଶ୍ରୀ ମନ୍ଦିରକୁ ଅନେକ ଥର ଆକ୍ରମଣ ହୋଇଛି ହେଲେ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ନେବାରେ କେହି ବି ସଫଳ ହୋଇ ନାହାଁନ୍ତି |
ତେବେ ଠିକ ସେହିପରି ରୁଷ ଚାଲାକି ମଧ୍ୟ ଚୁରମାର ହୋଇଯିବ |ଯେତେବେଳେ ରୁଷ ସୈନ ମାନେ ଓଡିଶା ବାସୀଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ମହାପ୍ରଭୁ ଜଗନାଥଙ୍କୁ ନେଇ ରେଳ ମାଧ୍ୟମରେ ଯାତ୍ରା କରୁଥିବେ ଠିକ ସେତେବେଳେ ବଇରୀ ଷ୍ଟେସନ ନିକଟରେ ରେଳ ଇଞ୍ଜିନ ଫାଟିବ ବିରାଟ ଚିତ୍କାର ଶୁଭିବ |
ଆଉ ସେହି ସମୟରେ ମହାପ୍ରଭୁ କଳ୍କୀ ରୂପ ଧାରଣ କରି ଛତିଆ ଭଟକୁ ଆସିବେ ଆଉ ଏହା ପରେ ଶ୍ରୀମନ୍ଦିର ପରି ଛତିଆ ଭଟରେ ଲାଗିବ ଲୋକଙ୍କ ଗହଳି ହରି ବୋଲ ହୁଳହୁଲି ଶବ୍ଦରେ ପ୍ରକମ୍ପିତ ହେବ ଛତିଆ ବଟ ଆଉ ଏହା ପରେ ମହାପ୍ରଭୁ ସେହି କଳ୍କୀ ରୂପରେ ମ୍ଳେସ ମାନଙ୍କୁ କରିବେ ସଂହାର