ନମସ୍କାର ଦର୍ଶକବନ୍ଧୁ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ ଯେଉଁ ବ୍ୟକ୍ତି ଅତ୍ୟନ୍ତ ନିଷ୍ଠା ଏବଂ ହୃଦୟର ସହିତ ତାଙ୍କୁ ପୂଜା ଆରାଧନା କରିଥାଏ ସେହି ବ୍ୟକ୍ତିର ଜୀବନରେ ଆସୁଥିବା ସମସ୍ତ ଦୁଃଖ ,ଯନ୍ତ୍ରଣା ଭଗବାନ ଶନିଦେବ ଦୂର କରି ଥାଆନ୍ତି ଯେଉଁ ଲୋକ ଥରେ ଶନିଦେବଙ୍କ କୋପର ସ୍ୱୀକାର ହୋଇ ଯାଇ ଥାଆନ୍ତି ସେହି ବ୍ୟକ୍ତିର ଜୀବନରେ ଆସୁଥିବା ସମସ୍ତ ଦୁଃଖ ,ଯନ୍ତ୍ରଣା ଭଗବାନ ଶନିଦେବ ଦୂର କରି ଥାଆନ୍ତି ଯେଉଁ ଲୋକ ଥରେ ଶନିଦେବଙ୍କ କୋପର ସ୍ୱୀକାର ହୋଇ ଯାଇ ଥାଆନ୍ତି ସେହି ଲୋକ ମାନଙ୍କୁ ଶନିଙ୍କ ପ୍ରଚଣ୍ଡ କୋପ ସାମ୍ନା କରିବାକୁ ପଡ଼ିଥାଏ |ପାଞ୍ଚଗୋଟି ରାଶି ରହିଅଛି ଯେଉଁ ମାନଙ୍କ ଉପରେ ପ୍ରଭୁ ଶନିଦେବଙ୍କ କୋପ ଦୃଷ୍ଟି ଛାଡ଼ି ଶୁଭ ଦୃଷ୍ଟି ପଡ଼ିବାକୁ ଯାଉଅଛି |ତେବେ ଆସନ୍ତୁ ଆଜି ଆମେ ଜାଣିବା ସେହି ପାଞ୍ଚ ଗୋଟି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଯେଉଁମାନଙ୍କ ଉପରେ ପ୍ରଭୁ ଶନିଦେବଙ୍କ ଶୁଭ ଦୃଷ୍ଟି ପଡ଼ିବାକୁ ଯାଉଅଛି |
ମେଷ ରାଶି -ଏହି ରାଶିର ଲୋକମାନଙ୍କ ଉପରେ ଶନିଦେବଙ୍କ ବିଶେଷ କୃପାଦୃଷ୍ଟି ପଡ଼ିବାକୁ ଯାଉଅଛି ଏମାନଙ୍କ ଦୁଃଖର ଦିନ ସାରି ଖୁସିର ଦିନ ଆଗମନ ହେବାକୁ ଯାଉଅଛି ଏମାନଙ୍କ ପାଖରେ ଆସୁଥିବା ସବୁ ଖରାପ ପରିସ୍ଥିତିର ସାମ୍ନା ଏବେ ସ୍ୱୟଂ ଶନି ମହାରାଜା କରିବେ |ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଉଚ୍ଚ ପ୍ରଦର୍ଶନ କରିବେ |ଘର ପରିବାରରେ ସୁଖ ଶାନ୍ତିର ମାହାଲ ଖେଳିଯିବ |
କର୍କଟ ରାଶି -ଏହି ରାଶିର ବ୍ୟକ୍ତିମାନଙ୍କ ବହୁତ ବଡ଼ ଲାଭ ବନିବାର ମଧ୍ୟ ସମ୍ଭାବନା ରହିଛି ଏହି ରାଶିର ଲୋକମାନଙ୍କୁ ତାଙ୍କ କାର୍ଯ୍ୟ ପାଇଁ ଭଲ ସହଯୋଗ ମିଳିବ |ବନ୍ଧୁମାନଙ୍କ ପାଖରୁ ନିଜ କ୍ୟାରିୟର ପାଇଁ ବଡ଼ ପ୍ରସ୍ତାବ ମଧ୍ୟ ମିଳିବ ଏବଂ ଆର୍ଥିକ ସ୍ଥିତିରେ ସ୍ଥିରତା ମଧ୍ୟ ଆସିବ ଏମାନଙ୍କ ଜୀବନ ଖୁସିମୟ ହେବା ସହିତ ମନ ଅତ୍ୟନ୍ତ ପ୍ରସନ୍ନ ରହିବ |
ବିଛା ରାଶି -ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ପ୍ରଭୁ ଶନି ମହାରାଜଙ୍କ ବିଶେଷ କୃପା ବନୁ ଥିବାରୁ ଏମାନଙ୍କ ଅଟକି ରହିଥିବା କାର୍ଯ୍ୟ ଆଗକୁ ବଢିବ ବହୁତ ଦିନ ହେଲା ଯେଉଁ କାର୍ଯ୍ୟ ମନସ୍ତ ହୋଇ ରହିଥିଲା ମଧ୍ୟ ପୂରଣ କରିବେ ଘର ପରିବାରରେ ଖୁସିର ମଧ୍ୟ ବାତାବରଣ ରହିବ ଏବଂ କାର୍ଯ୍ୟ କ୍ଷେତ୍ରରେ ବହୁତ ବଡ଼ ଭଲ ଲାଭ ମିଳିବ |
ସିଂହ ରାଶି -ଏହି ରାଶି ଉପରେ ପ୍ରଭୁ ଶନିଦେବ ଅତ୍ୟନ୍ତ ଖୁସି ପୂର୍ଣ୍ଣ ରହିବେ ଖାସ କରି ଆସୁଥିବା ଆଗାମୀ ସମୟରେ ବେପାରୀ ମାନଙ୍କ ପାଇଁ ବହୁତ ବଡ଼ ଯୋଗ ଏବଂ ଲାଭ କରିବାର ସମୟ ଆସିବ ଏବଂ ମାନ ସମ୍ମାନ ବୃଦ୍ଧି ପାଇବ ଅର୍ଥ ପାଇଁ ଯେଉଁ ସବୁ ସମସ୍ୟାର ସାମ୍ନା କରିବାକୁ ପଡୁଥିଲେ ତାହା ମଧ୍ୟ ଦୂର ହୋଇଯିବ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ |
କୁମ୍ଭ ରାଶି -ଏହି ରାଶିର ଲୋକଙ୍କର ଆଗାମୀ ଜୀବନ ଖୁସିରେ ଭରି ହୋଇଯିବ ବିଶେଷ କରି ଏହି ରାଶିର ଯେଉଁମାନେ ପ୍ରେମ କରୁଥିଲେ ସେମାନଙ୍କ ପ୍ରେମ ବିବାହ ପାଇଁ ଘରେ ସ୍ୱୀକୃତି ମିଳିବାର ସମ୍ଭାବନା ବହୁ ମାତ୍ରାରେ ରହିଛି କାର୍ଯ୍ୟରେ ଇଛା ମୁତାବକ ଖୁସି ମଧ୍ୟ ପ୍ରାପ୍ତି ହେବ ନୂତନ ଜିନିଷ ମଧ୍ୟ ଆପଣ କ୍ରୟ କରିବେ ଏବଂ ବେପାରରେ ଆପଣଙ୍କୁ ଭଲ ଲାଭ ମଧ୍ୟ ମିଳିବ ଏବଂ ଘରେ ସୁଖ ଶାନ୍ତିର ବାତା ବରଣ ମଧ୍ୟ ଲାଗି ରହିବ |