ଏବେ ଏବେ ଆସିଲା ବଡ଼ ଖବର ଶେଷରେ ପରିସ୍ଥିତିରେ ପଡ଼ି ଦ୍ୱିତୀୟ ବିବାହ କଲେ Sidhanta ମହାପାତ୍ର ,ଶୁଣିକି ସବୁ ଆଶ୍ଚର୍ଯ୍ୟ ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ପରିସ୍ଥିତିରେ ପଡ଼ି ଶେଷରେ ଅନୁ ଚୌଧୁରୀଙ୍କୁ ଦ୍ୱିତୀୟ ବିବାହ କଲେ ଓଲିଉଡ଼ର ମେଗା ଷ୍ଟାର ସିଦ୍ଧାନ୍ତ ମହାପାତ୍ର |ଆପଣମାନେ ତ ସିଦ୍ଧାନ୍ତ ମହାପାତ୍ରଙ୍କ ସୁନ୍ଦର ଅଭିନୟ ନବେ ଦଶକରୁ ଦେଖି ଆସୁଛନ୍ତି ତାଙ୍କ ଅଭିନୟ ଏବଂ ସୁନ୍ଦରତା ବିଷୟରେ ଆମେ କହିଲେ ମଧ୍ୟ ସରିବ ନାହିଁ | ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଗୋଟିଏ ସୁନ୍ଦର ହିରୋ ଥିଲେ ସିଦ୍ଧାନ୍ତ ମହାପାତ୍ର ଦୁନିଆରେ ଯେତେ ଝିଅ ଥିଲେ ସବୁ ପାଗଳ ହେଉଥିଲେ ସିଦ୍ଧାନ୍ତଙ୍କ ସୌନ୍ଦର୍ଯ୍ୟରେ ବାସ୍ତବରେ ସିଦ୍ଧାନ୍ତଙ୍କ ଭଳି ହିରୋ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରି ପାଇଥିବାରୁ ଗର୍ବିତ ମନେ କରୁଛି ଏହା ଗର୍ବ ଏବଂ ଗୌରବର କଥା |

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗା ଷ୍ଟାର ସିଦ୍ଧାନ୍ତ ମହାପାତ୍ର ସୁନ୍ଦର ଅଭିନୟ ଦ୍ୱାରା ସାରା ଓଡ଼ିଶାର ଲୋକମାନଙ୍କ ମନରେ ଘର କରିଛନ୍ତି ତେବେ ତାଙ୍କର ଅନେକ ସିନେମା ବହୁତ ସୁପରହିଟ କରିଦେଇଛି |ନବେ ଦଶକର ଏହି ଓଲିଉଡ଼ର ହ୍ୟାଣ୍ଡସମ ହିରୋ ରଚନା ବାନାର୍ଜୀଙ୍କୁ ବିବାହ କରିଥିଲେ ରଚନା ଙ୍କୁ ଡିଭୋର୍ସ ଦେଲା ପରେ ମାମା ମିଶ୍ରଙ୍କୁ ବିବାହ କରିଛନ୍ତି |

ଆପଣମାନେ ସମସ୍ତେ ଜାଣିଥିବେ ସିଦ୍ଧାନ୍ତ ମହାପାତ୍ର ଅନୁ ଚୌଧୁରୀଙ୍କ ସାଙ୍ଗରେ ଅନେକ ସିନେମାରେ ଆଗରୁ ନଜରରେ ଆସିଛନ୍ତି ତେବେ ବର୍ତ୍ତମାନ ସମୟରେ ସିଦ୍ଧାନ୍ତ ମହାପାତ୍ର ଅନୁ ଚୌଧୁରୀ ଏବଂ ପୁନମଙ୍କର ଆସିବାକୁ ଯାଉଛି ଆଉ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ଏହି ସିନେମାଟି ଦଶହରାରେ ଆସିବାକୁ ଯାଉଛି |

ତେବେ ଏହି ଯେଉଁ ଫୋଟ ଆପଣ ଦେଖୁଛନ୍ତି ଇଏ କୌଣସି ରିଏଲ ଲାଇଫର କଥା ନୁହେଁ ଇଏ ହେଉଛି ଫିଲ୍ମ ଲାଇଫର |ସିଦ୍ଧାନ୍ତ ମହାପାତ୍ର ,ଅନୁ ଚୌଧୁରୀ ଏବଂ ପୁନମଙ୍କ ଆସିବାକୁ ଯାଉଛି ଏକ ନୂଆ ଫିଲ୍ମ ଯେଉଁଥିରେ ଅନୁ ଚୌଧୁରୀ ଏବଂ ସିଦ୍ଧାନ୍ତ ମହାପାତ୍ର ବିବାହ ବେଶରେ ନଜର ଆସିଥିବାର ଜଣା ପଡ଼ିଛି

Leave a Reply

Your email address will not be published. Required fields are marked *