ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ବଡ ଖୁସିର ଖବର, ଆରମ୍ଭ ହେଲା NEW APPLY ପାଇବାକୁ ହେଲେ ଏମିତି କରନ୍ତୁ ଆବେଦନ !

ନମସ୍କାର ଦର୍ଶକବନ୍ଧୁ ପ୍ରଧାନମନ୍ତ୍ରୀ କିଷାନ ସମନିଧି ଯୋଜନାରେ ଆସିଲା ଆଉ କିଛି ବଡ଼ ଅପଡେଟ ଯଦି ଆପଣ ଏଥିରେ ନୂତନ ଆବେଦନ କରିବାକୁ ଚାହୁଁଥିବେ ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଉ ଆପଣ ପାଇପାରିବେ 6,000 ଟଙ୍କା ତେବେ ଏନେଇ ଆସିଲା ଆଉ କିଛି ବଡ଼ ଖବର ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ଗତ ଜୁଲାଇ ମାସ 27 ତାରିକରେ କିଷାନ ଯୋଜନା ଅଧୀନରେ 14 ତମ କିସ୍ତି ବାବଦର ଟଙ୍କା ସମସ୍ତଙ୍କୁ 2,000 ଟଙ୍କା ଲେଖାଏଁ ମିଳି ସାରିଛି |

ତେବେ ଆଗାମୀ ଆସିବାକୁ ଥିବା 15 ତମ କିସ୍ତି ପୂର୍ବରୁ ସରକାରଙ୍କ ତରଫରୁ ଆସିଲା ଆଉ କିଛି ବଡ଼ ଘୋଷଣା ଯାହା ମଧ୍ୟ ଆପଣମାନେ ଜାଣି ରଖନ୍ତୁ ଯଦି ଆପଣମାନଙ୍କୁ କିଷାନ ଯୋଜନାର ଟଙ୍କା ମିଳୁ ନାହିଁ ଆଉ ଆପଣମାନେ ଭାବୁଛନ୍ତି ଏଥିରେ ନୂତନ ଆବେଦନ କରିବା ପାଇଁ ତେବେ ଜାଣି ରଖନ୍ତୁ ପୋର୍ଟାଲରେ ଆସି ଯାଇଛି ନୂଆ ରେଜିଷ୍ଟ୍ରେସନ ପ୍ରୋସେସ ଏଣିକି ଆପଣ ଚାହିଁଲେ ରେଜିଷ୍ଟ୍ରେସନ ପାଇଁ ଆବେଦନ କରିପାରିବେ ଆଉ ଆପଣ ପାଇପାରିବେ ବର୍ଷକୁ ତିନୋଟି କିସ୍ତିର 6,000 ଟଙ୍କା |

ଯଦି ଆପଣ ଯାଇ ପିଏମ କିଷାନ ପୋର୍ଟାଲ GOV.IN ଯିବେ ଦେଖିବେ ଆପଣଙ୍କୁ ସାମ୍ନାରେ ମିଳିଯିବ ନିୟୁ ଫାର୍ମର ରେଜିଷ୍ଟ୍ରେସନ ଯାହାକି ଆପଣ ଏଥିରେ ଅନଲାଇନ ଯୋଗେ ଆପଲାଏ କରିପାରିବେ ଆଉ ଆଗାମୀ ଆସିବାକୁ ଥିବା 15 ତମ କିସ୍ତିର ଦୁଇ ହଜାର ଟଙ୍କା ଆପଣ ପାଇପାରିବେ |ଦେଖନ୍ତୁ ଆପଣ ଏଠାରେ ପ୍ରଥମେ ଦେଖି ପାରୁଛନ୍ତି ରୁରାଲ ଫାର୍ମର ରେଜିଷ୍ଟ୍ରେସନ ତ ଗ୍ରାମୀଣ ଥିଲେ ଆପଣ ରୁରାଲରେ କ୍ଲିକ କରିବେ |

ଅପସନ ରେ ଦେଇଥିବା ଜାଗାରେ ଆପଣ ନିଜ ଆଧାର ନମ୍ବର ,ମୋବାଇଲ ନମ୍ବର ଏବଂ ଷ୍ଟେଟ ଦେବେ ତାପରେ ଆପଣ ତଳେ ଦେଖିବେ ଏକ କାପଚା ଥିବ ଆପଣ ସେହି କାପଚାରେ କ୍ଲିକ କରିବେ ଆପଣଙ୍କୁ ଓଟିଭି ଆସିବ ତାପରେ ଆପଣଙ୍କ କିଛି ବେସିକ ଡିଟେଲ ଆଧାର ନମ୍ବର ଆପଣଙ୍କ ଖତିଆନ ସେହି ସବୁ ଫିଲପ କରିବାକୁ ପଡ଼ିବ ସବୁଠାରୁ ବେଟର ହେବ ଆପଣ ଜନ ସେବା କେନ୍ଦ୍ରକୁ ଯାଇ ଆପଣ ଆପଲାଏ କରିଦେବେ |

କାହିଁକିନା ଏଥିରେ ବହୁତ ସାରା ଡକମେଣ୍ଟ ଆପଲାଏ କରିବାକୁ ପଡ଼ିଥାଏ ସ୍କାନ କରିକି ତେଣୁ ଆପଣ ଆଧାର କାର୍ଡ ହେଉ କିମ୍ବା ଖତିଆନ ହେଉ ଏମିତିରେ ଯିଏ ସବୁ ଆପଣଙ୍କ ଡିଟେଲ ଫିଲପ ହେବାକୁ ପଡ଼ିଥାଏ ତେଣୁ ଆପଣଙ୍କୁ ବେଟର ହେବ ଆପଣ ଜନସେବା କେନ୍ଦ୍ରକୁ ଯାଇ ନିହାତି ଭାବରେ ଆପଲାଏ କରି ଦିଅନ୍ତୁ

Leave a Reply

Your email address will not be published. Required fields are marked *