ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଏକ ସୁନ୍ଦର ବିଷୟ ବସ୍ତୁ ଉପରେ କହିବାକୁ ଯାଉଛୁ ଯାହାର ନାମ ହେଉଛି ଘରୁ ବାହାରକୁ ଗଲା ବେଳେ ସାଙ୍ଗରେ ନିଅନ୍ତୁ ଏହି 9 ଟି ଜିନିଷ କେତୋଟି ମନସ୍କାମନା ଆପଣଙ୍କ ହୋଇଯିବ ପୂର୍ଣ୍ଣ ରହିବ ନାହିଁ ଧନର ଅଭାବ ରହିବ ନାହିଁ |ଘରୁ ବାହାରକୁ ଗଲା ବେଳେ ଏମିତି କିଛି ଜିନିଷ ପାଖରେ ରଖିବା ଦରକାର ଯାହା ଦ୍ୱାରା ଆପଣଙ୍କୁ ଅଧିକ ଲାଭ ମିଳିବ ଏମିତି କିଛି ଜିନିଷ ଦରକାର ଯାହାକୁ ରଖିଲେ ଧନ ବୃଦ୍ଧି ହେବା ସହ ଜୀଵନରେ ଉନ୍ନତି ମଧ୍ୟ ହୋଇଥାଏ ଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ରହିଛି ପକେଟ ବା ପର୍ସରେ ରଖିଲେ ବ୍ୟକ୍ତିର ଜୀବନରେ ବଡ଼ ପରିବର୍ତ୍ତନ ହେବା ସହ ବହୁତ ଉନ୍ନତି ମଧ୍ୟ ଦେଖାଯାଏ ତେବେ ଆସନ୍ତୁ ଜାଣିବା ଦର୍ଶକବନ୍ଧୁ ସେହି ଜିନିଷ ଗୁଡ଼ିକ କଣ କଣ |
ପ୍ରଥମ ଜିନିଷଟି ହେଉଛି ହଳଦିଆ ରଙ୍ଗର କଉଡ଼ି ବା ଧଳା ରଙ୍ଗର କିଛି କେଶର ବା ହଳଦୀ ମିଶାଇ ଏହାକୁ ରାତିରେ ପାଣିରେ ରଖି ଦିଅନ୍ତୁ ଏହା ପରେ ଆପଣ ସକାଳେ କଉଡ଼ି କୁ ନାଲି ବା ସବୁଜ ରଙ୍ଗର କପଡ଼ାରେ ମିଶାଇ ଏହାକୁ ଧୂପ ଦୀପ ଲଗାଇ ଘରୁ ବାହାରିବା ସମୟରେ ପକେଟରେ ରଖିଲେ ଧନ ବୃଦ୍ଧି ହୋଇଥାଏ |
ଅଣ୍ଡା ଆକୃତିର ଧଳା ପଥର ନଦୀରେ ଯେଉଁ ଛୋଟ ଧଳା ପଥର ମିଳିଥାଏ ତାହାକୁ ପକେଟରେ ରଖିବା ଦ୍ୱାରା ଧନ ବୃଦ୍ଧି ହେବା ସହିତ ମାନସିକ ଶାନ୍ତି ଓ ଆନନ୍ଦ ମିଳିଥାଏ |
ତିନି ନମ୍ବରରେ ରହୁଛି ଗୋମତୀ ଚକ୍ର ଗୋମତୀ ଚକ୍ରରୁ ବିଷମ ସଂଖ୍ୟାରେ ଅର୍ଥାତ 3,5 ,7,9 ଏବଂ 11 ସଂଖ୍ୟା ପକେଟରେ ରଖନ୍ତୁ ଏହା ଦ୍ୱାରା କେବେବି ଧନର କମି ଦେଖାଯିବ ନାହିଁ |
ସେହିପରି ଚାରି ନମ୍ବରରେ ରହୁଛି ପଦ୍ମ ଫୁଲର ମଞ୍ଜି ଏହି ଫୁଲର ମଞ୍ଜିକୁ ବିଷମ ସଂଖ୍ୟା ଅର୍ଥାତ 3,5,7,9,11ସଂଖ୍ୟାରେ ବା ପକେଟରେ ଟ୍ରେଜେଡିରେ ନାଲି ବା ସବୁଜ ରଙ୍ଗର କପଡ଼ାରେ ବାନ୍ଧି ରଖନ୍ତୁ ଏହା ଦ୍ୱାରା ଧନ ବୃଦ୍ଧି ହେବା ସହ ଅନେକ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ |
ସେହିଭଳି 5 ନମ୍ବର କଥାଟି ହେଉଛି ଓସ୍ତ ପତ୍ର ଶନିବାର ଦିନ ଓସ୍ତ ପତ୍ରକୁ ଲମିନେସନ କରି ପକେଟରେ ରଖିଲେ ଉତ୍ତମ ଫଳ ପ୍ରଦାନ କରିଥାଏ ଏହା ଛଡ଼ା ଏହି ପତ୍ରକୁ ଆପଣ ନିଜ ଟ୍ରେଜେଡିରେ ବା ଅନ୍ୟ କୌଣସି ଧନ ସମ୍ବଦିତ ଜାଗାରେ ରଖିପାରିବେ |
ସେହିଭଳି ଛଅ ନମ୍ବର କଥାଟି ହେଉଛି ଅରୁଆ ଚାଉଳ ମା ଲକ୍ଷ୍ମୀଙ୍କୁ ଚଢା ଯାଇଥିବା ଅରୁଆ ଚାଉଳକୁ ନାଲି ବା ସବୁଜ ରଙ୍ଗର କପଡ଼ାରେ ବାନ୍ଧି ଧନ ରଖୁଥିବା ଜାଗା ବା ନିଜ ପକେଟରେ ରଖିଲେ ଧନ ବୃଦ୍ଧି ହୋଇଥାଏ |
ସେହିଭଳି 7 ନମ୍ବର କଥା ହେଉଛି ଶ୍ରୀଯନ୍ତ୍ର ପ୍ରତିଷ୍ଠା କଲେ ଆପଣ ନିଜ ପକେଟରେ ବା ଧନ ରଖୁଥିବା ଜାଗାରେ ରଖିଲେ ଘର ପ୍ରତି ସକାରାତ୍ମକ ପ୍ରଭାବ ପଡ଼ିବା ସହ ଆର୍ଥିକ ଉନ୍ନତି ହୋଇଥାଏ |
ସେହିପରି 8 ନମ୍ବର କଥା ହେଉଛି ପ୍ରଭୁ ନାରାୟଣ ବା ଲକ୍ଷ୍ମୀଙ୍କ ଫୋଟକୁ ଆଣି ନିଜ ପକେଟରେ ଘରୁ ବାହାରିବା ସମୟରେ ରଖିଲେ ଧନ ବୃଦ୍ଧି ହେବା ସହ ଅନେକ ଉନ୍ନତି ମଧ୍ୟ ହୋଇଥାଏ |
ସେହିପରି 9 ନମ୍ବର କଥାଟି ହେଉଛି ପଇଡ଼ କଷି ଶୁକ୍ରବାର ଦିନ ପଇଡ଼ କଷିକୁ ଆଣି ପୂଜା କରି ନିଜ ଘରର ଧନ ରଖିଥିବା ସ୍ଥାନରେ ରଖିଲେ ଅର୍ଥ ହାନି ହେଉଥାଏ ତେବେ ବନ୍ଦ ହେବା ସହ ଧନ ବୃଦ୍ଧି ହେବ |