ଆପଣ ଅଗାଧୁଆ Fula ତୋଳୁଛନ୍ତି କି ଜାଣନ୍ତୁ ଏହାର କଣ ରହିଛି ନିୟମ ନଚେତ ଲକ୍ଷ୍ମୀ ଛଡ଼ା ହୋଇଯିବେ ଆପଣ ଶୀଘ୍ର ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଠାକୁର ପୂଜା କରିବା ପାଇଁ ଆମେ ମାନେ ନିତ୍ୟ ସକାଳୁ ଉଠି ଫୁଲ ତୋଳିଥାଉ ହେଲେ ଏହି ଫୁଲ ତୋଳିବା ବେଳେ ଆମକୁ କିଛି ତଥ୍ୟ ଉପରେ ଧ୍ୟାନ ରଖିବାକୁ ମଧ୍ୟ ପଡ଼ିବ କାରଣ ଏହି ଫୁଲ ତୋଳିବା ନେଇ ଶାସ୍ତ୍ରରେ ଅନେକ କିଛି ନିୟମ ମଧ୍ୟ ରହିଛି ଯଦି ଆମେ ନୀତି ଦିନ ଏପରି କାର୍ଯ୍ୟ କରିଥାଉ ତାହା ହେଲେ ଫୁଲ ତୋଳା ବ୍ୟର୍ଥ ମଧ୍ୟ ହୋଇଥାଏ ଅନେକ ଲୋକ ଅଛନ୍ତି ଯେଉଁ ମାନେ ମଧ୍ୟ ନିଜ ଘରେ ଫୁଲ ଗଛ ନଥିଲେ ସେମାନେ ଫୁଲ ତୋଳିବା ପାଇଁ ଅନ୍ୟ ବାଡ଼ି ବା ଘରକୁ ଯାଇ ସେଠାରୁ ଫୁଲ ଚୋରି କରି ସେଠାରୁ ଫୁଲ ଚୋରି କରି ଫୁଲକୁ ଆଣି ଥାଆନ୍ତି |

ହେଲେ ଫୁଲକୁ ଏପରି ଚୋରି କରି ଆଣିବା ସେହି ଫୁଲରେ ପୂଜା କରିବା ଅନୁଚିତ ଅଟେ ଯଦି ସମ୍ଭବ ଫୁଲ ଗଛର ମାଲିକକୁ ପଚାରି ଅଥବା ଫୁଲକୁ ପ୍ରମାଣ କରି ସେଠାରୁ କିଛି ଫୁଲ ଆଣି ପାରିବେ |ଫୁଲ ତୋଳିବା ସମୟରେ ଶରୀରରେ ତେଲ ଲଗାଇ ଫୁଲ ତୋଳିବା ଶାସ୍ତ୍ର ବିରୋଧୀ କାର୍ଯ୍ୟ ଅଟେ ତେଣୁ ଶରୀରରେ ତେଲ ଲଗାଇ ଫୁଲ ତୋଳାନ୍ତୁ ନାହିଁ ଏହା ଛଡ଼ା ଚପଲ ମଧ୍ୟ ପିନ୍ଧିକି ଫୁଲ ଗଛରୁ ଫୁଲ ତୋଳିବା ଉଚିତ ନୁହେଁ |

ପାଦରୁ ଚପଲ ଉତାରି ଫୁଲ ତୋଳି ପାରିବେ ଏହା ଦ୍ୱାରା ଆପଣଙ୍କ ଫୁଲ ତୋଳିବା ସାର୍ଥକ ମଧ୍ୟ ହୋଇଥାଏ ଏହା ଅତ୍ୟନ୍ତ ଶୁଭ ବୋଲି ମନାଯାଇଥାଏ |ଅନେକ ଲୋକଙ୍କ ମନରେ ପ୍ରଶ୍ନ ଥାଏ ଜବ ସ୍ନାନ ନ କରି ଫୁଲ ଲୋକମାନେ ତୋଳି ପାରିବେ କି ହେଲେ ଫୁଲ ତୋଳିବା ପୂର୍ବରୁ ଆପଣ ଉଠିକି ପ୍ରଥମେ ନିଜର ଗୋଡ଼ ହାତ ଏବଂ ମୁହଁ ଧୋଇ ଏବଂ ଶରୀରରେ ଅଳ୍ପ ପାଣି ଛିଞ୍ଚି ହୋଇ ଫୁଲ ତୋଳିବା ଉଚିତ ବୋଲି ଶାସ୍ତ୍ରରେ ମଧ୍ୟ ନିୟମ ରହିଛି |

ଏହା ଛଡ଼ା ସୂର୍ଯ୍ୟପରାଗ ,ଚନ୍ଦ୍ରଗ୍ରହଣ ଏବଂ ଶୁଦ୍ଧିକ୍ରିୟା ପର ଦିନ ବିନା ସ୍ନାନ କରି ଫୁଲ ତୋଳିବା ଉଚିତ ନୁହେ |ଅନେକ ଲୋକ ଫୁଲ ଫୁଟିବା ପୂର୍ବରୁ ତାର କଢକୁ ଆଣି ଘରେ ମଧ୍ୟ ରଖି ଥାଆନ୍ତି ତାହାକୁ ପରଦିନ ନେଇ ପୂଜା କାର୍ଯ୍ୟରେ ବ୍ୟବହାର କରିଥାଆନ୍ତି ଏପରି କରିବା ଶାସ୍ତ୍ର ବିରୋଧୀ ଅଟେ କାରଣ ଗୋଟିଏ ଦିନ ପରେ ଫୁଲ ବାସୀ ହୋଇ ଯାଇଥାଏ |

କେବଳ ସ୍ବର୍ଣ୍ଣ ଚମ୍ପା ଫୁଲ ପଦ୍ମ ଫୁଲକୁ ପୂଜା କରିବାର ଗୋଟିଏ ଦିନ ପୂର୍ବରୁ ତୋଳିକି ରଖି ପାରିବେ କାରଣ ଏହି ଫୁଲ କିଛି ଦିନ ରହିବ ପରେ ମଧ୍ୟ ମଉଳି ନଥାଏ ହେଲେ ଏହା ମଧ୍ୟ ବାସି ହୋଇନଥାଏ ତେବେ ଏହି ସବୁ ନିୟମ ମାନି କରି ଫୁଲ ତୋଳିବା ଉଚିତ ହୋଇଥାଏ

Leave a Reply

Your email address will not be published. Required fields are marked *