ନମସ୍କାର ଦର୍ଶକବନ୍ଧୁ ଆଜି ହେଉଛି ପବିତ୍ର ପୁରୁଷୋତ୍ତମ ଏକାଦଶୀ ଆଜି ରାତିଠାରୁ ବଦଳିଯିବ ଏହି 5 ଗୋଟି ରାଶିର ଭାଗ୍ୟ ଏମାନଙ୍କୁ ପ୍ରାପ୍ତି ହେବ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ନୁ ଏବଂ ଭଗବାନ ଶିବଙ୍କ କୃପା ଦୀର୍ଘ 500 ବର୍ଷ ପରେ ଗ୍ରହରେ ବନୁଅଛି ଅଦ୍ଭୁତ ମହାସଂଯୋଗ ଏମାନଙ୍କ ସମସ୍ତ ଇଛା ପୂରଣ ହେବାକୁ ଯାଉଅଛି ଏମାନେ ଯାହା ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ ବନ୍ଧୁଗଣ ଯଦି କୌଣସି ବ୍ୟକ୍ତିର ଗ୍ରହର ଚଳନ ସଠିକ ଭାବର ହୋଇଥାଏ ତେବେ ସେହି ବ୍ୟକ୍ତିକୁ କମ ପରିଶ୍ରମରେ ଅଧିକ ଫଳ ପ୍ରାପ୍ତି ହୋଇଥାଏ |ନଚେତ ଜଣେ ବ୍ୟକ୍ତି ଯେତେ କଠିନ ପରିଶ୍ରମ କରନ୍ତୁ ନା କାହିଁକି ତାଙ୍କୁ କୌଣସି ଫଳ ପ୍ରାପ୍ତି ହୁଏ ନାହିଁ ଆପଣମାନଙ୍କୁ କହିବାକୁ ଚାହିଁବୁ ଆଜି ରାତି ପର ଠାରୁ ରାଶି ଚକ୍ରର 12 ଗୋଟି ରାଶି ମଧ୍ୟରୁ ଏଭଳି ପାଞ୍ଚଗୋଟି ରାଶି ଅଛନ୍ତି ଯେଉଁ ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ପଡ଼ିବାକୁ ଯାଉଅଛି ତେବେ ଆଜି ଆମେ ଆପଣଙ୍କୁ ସେହି ରାଶି ମାନଙ୍କ ସମ୍ବଦରେ ଆପଣଙ୍କୁ କହିବୁ ଯେଉଁମାନଙ୍କ ଭାଗ୍ୟ ମାତା ଲକ୍ଷ୍ମୀ ଏବଂ ଭଗବାନ ଶିବଙ୍କ କୃପାରୁ ଆଜି ରାତି ପର ଠାରୁ ଚମକିବାକୁ ଯାଉଛି |
ବୃଷ ରାଶି -ଏହି ବୃଷ ରାଶିମାନଙ୍କ ଭବିଷ୍ୟତରେ ରାଜଯୋଗର ଭବିଷ୍ୟତ ବନୁ ଅଛି ଭବିଷ୍ୟତରେ ଏହି ରାଶିମାନଙ୍କ କୌଣସି ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ ଏହି ରାଶିର ବ୍ୟକ୍ତି ମାନଙ୍କୁ ନୂତନ କାର୍ଯ୍ୟ କରିବା ନିମନ୍ତେ ନୂଆ ନୂଆ ସୁଯୋଗ ପ୍ରାପ୍ତି ହେବ ଏହି ରାଶିର ବ୍ୟକ୍ତିମାନେ ନୂତନ ମିତ୍ର ବନାଇବେ ଏବଂ ଏହି ମିତ୍ର ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ ପ୍ରାପ୍ତି ହେବ ବେପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତି ହେବ ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଥିବା ଧନ ସମସ୍ୟା ଦୂର ହେବ ଏବଂ ଏହି ମାନଙ୍କ ଜୀବନ ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ |
କର୍କଟ ରାଶି -ଏହି ରାଶିର ବ୍ୟକ୍ତିମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏହି ରାଶି ମାନଙ୍କର ଜୀବନରେ ଥିବା ପାରିବାରିକ ସମସ୍ୟା ଦୂର ହେବ ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନ ସାଥିଙ୍କ ସହିତ ନିଜର ସମୟ ଅତିବାହିତ କରିବେ ଭାଗ୍ୟର ଏମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ଏହି ରାଶି ମାନଙ୍କୁ ଅଚାନକ କୌଣସି ଖୁସି ଖବର ପ୍ରାପ୍ତ ହେବ ଭାଗ୍ୟର ସହଯୋଗରେ ଏହି ରାଶିର ବ୍ୟକ୍ତିମାନେ ପ୍ରଗତି ଆଡ଼କୁ ଅଗ୍ରସର ହେବେ ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଧନ ଲାଭର ଯୋଗ ରହିଛି |
ସିଂହ ରାଶି -ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଖୁବ ଶୀଘ୍ର ଶୁଭ ସମୟର ଆଗମନ ହେବାକୁ ଯାଉଅଛି ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ |ଏମାନଙ୍କ ମା ଲକ୍ଷ୍ମୀଙ୍କ କୃପାରୁ କୌଣସି କ୍ଷେତ୍ରରେ ଆର୍ଥିକ ଅସୁବିଧା ରହିବ ନାହିଁ |ଏହି ରାଶିର ବ୍ୟକ୍ତି ମାନେ ଯଦି କୌଣସି କ୍ଷେତ୍ରରେ ସଫଳତା ପାଇବା ନିମନ୍ତେ ଆଶା ରଖିଥିବେ ତାହା ନିଶ୍ଚିତ ରୂପରେ ପାଇବେ ବ୍ୟାପାର ଏବଂ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏହି ରାଶି ମାନଙ୍କୁ ଲାଭ ପ୍ରାପ୍ତି ହେବ |
ତୁଳା ରାଶି -ଏହି ରାଶିର ବ୍ୟକ୍ତି ମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ ଏମାନେ ନିଜ ଭାଗ୍ୟ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସେମାନଙ୍କୁ ଉନ୍ନତି ପ୍ରାପ୍ତି ହେବ |ଏହି ରାଶିର ବ୍ୟକ୍ତି ମାନଙ୍କୁ ଆସନ୍ତା ସମୟରେ ଧନର କୌଣସି ଅସୁବିଧା ରହିବ ନାହିଁ ଏବଂ ଏମାନଙ୍କ ଜୀବନରେ ସୁଖ ଏବଂ ଶାନ୍ତି ପ୍ରତିଷ୍ଠା ହେବ ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବାକୁ ଯାଉଛନ୍ତି |